ବୈଠକରେ ହାତାହାତି
ପଞ୍ଚାୟତ ସମିତି ବୈଠକରେ ହାତାହାତି । ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ । ଏ ଦୃଶ୍ୟ ହେଉଛି ଗୁଣପୁର ପଞ୍ଚାୟତ ସମିତି ବୈଠକର । ଯେଉଁଠି ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା...
କାମୁଡାରେ ଭଲ ହେଇଯାଉଛି ରୋଗ!
ଆପଣ କହିବେ ଅନ୍ଧବିଶ୍ୱାସ .ହେଲେ ସେମାନଙ୍କ ପାଇଁ ଏଇଟା ବିଶ୍ୱାସ । ଦେହ ଖରାପ ହେଲେ ଡାକ୍ତରଙ୍କୁ ଖୋଜିବା ବଦଳରେ ଏଠି ଖୋଜା ହୁଏ ଗୁଣିଆଙ୍କୁ । ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଉର୍ମାଗୁଡା ରେ ଜଣେ ମହିଳା...
ଟ୍ୱିନସିଟି ଚ୍ୟାଲେଞ୍ଜ
ବିଦାୟୀ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଫ୍ୟାରୱେଲ । ନୂଆ କମିଶନର ଡଃ ସୁଧାଶୁଂ ଷଡଙ୍ଗୀଙ୍କୁ ସ୍ୱାଗତ । କମିଶନରେଟ ମୁଖ୍ୟାଳୟରେ ନୂଆ କମିଶନରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ବିଦାୟୀ କମିଶନର । ନୂଆ ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ...
ଦେଖନ୍ତୁ ମାଙ୍କଡ, ମଣିଷ ଭିତରେ ଥିବା ସ୍ନେହ ଆଉ ଆଦର
ଖାଲି ମଣିଷ ନୁହେଁ, ସ୍ନେହ, ମମତାରେ ସମସ୍ତେ ବନ୍ଧା । ଭଲ ପାଇବା ଟିକେ ପାଇବା ପାଇଁ ସମସ୍ତେ ବ୍ୟାକୁଳ । ଦେଖୁନାହାନ୍ତି, କେମିତି ଜଣେ ମଣିଷର ଡାକଶୁଣି ମାଙ୍କଡମାନେ ଡେଇଁଡାଇଁ ତା ପାଖକୁ ଚାଲି ଆସୁଛନ୍ତି । ଏ...
ଓଡିଶାକୁ ମିଳିବ ଆଇକନିକ ଐତିହ୍ୟ
ଦେଶର ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା । ଏନେଇ ଦିଲ୍ଲୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ୨୦୧୯-୨୦ ଆର୍ଥିକ...
ପୋଲରୁ ଖସିଲା ବସ୍, ୩୦ ଗୁରୁତର
ବାଲିଗୁଡା: ଘାଟିରେ ପୋଲରୁ ଖସିଲା ଦୀପକ ନାମକ ଏକ ବସ୍ । ଏଥିରେ ୩୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । କୋଟଗଡ ବ୍ଲକ ଆଡାରି ନିକଟ ଡଡୁମା ଘାଟିରୁ ଖସିଲା ବସ୍ । ଘାଟିରେ ଗଡୁଥିବାବେଳେ ପୋଲ...
ବିଦ୍ୟୁତ ଚୋରି ରୋକିବାକୁ ଲାଗିବ ସ୍ମାର୍ଟ ମିଟର
ବିଦ୍ୟୁତ ଚୋରି ରୋକିବାକୁ ଲାଗିବ ପ୍ରିପେଡ ଓ ସ୍ମାର୍ଟ ମିଟର । ପ୍ରିପେଡ ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ । ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ର୍ରିପେଡ ମିଟର ଲଗାଯିବ । ମିଟରରେ ରହିବ ଡିଜିଟାଲ କାର୍ଡ,...
ଫାଇଲ ରକେଟ ଭଳି ଯିବା ଦରକାର:ଅସିତ ତ୍ରିପାଠୀ
ମୁଖ୍ୟ ଶାସନ ସଚିବ ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ୍ ଅସିତ ତ୍ରିପାଠୀ । ସେ ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ...
ମାଲକାନଗିରିରେ ଖୋଲିଲା ୨ଟି ଗେଟ୍
ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର ଖୋଲିଲା ୨ଟି ଗେଟ୍ । ଜଳଭଣ୍ଡାର ସର୍ବାଧିକ କ୍ଷମତା ୧୫ ଶହ ୧୪ ଫୁଟ ଥିବାବେଳେ ବର୍ତ୍ତମାନ ୧୪ ଶହ ୯୨ ଫୁଟ ଜଳ ରହିଛି । ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬୦୦୦...

















