34.1 C
Bhubaneswar
Thursday, May 9, 2024
-Advertisement-

ପଲିଥିନ ମନା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଓଡିଶାରେ ବ୍ୟାନ ହେବ ପଲିଥିନ । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର 2 ତାରିଖରେ ଏହା ଲାଗୁ ହେବ । ପ୍ରଥମେ ସହରାଞ୍ଚଳ ଓ ପରେ ରାଜ୍ୟବ୍ୟାପୀ ପଲିଥିନ ବନ୍ଦ କରିବାକୁ...

ତାଜମହଲରେ ନମାଜ ପାଠ ଉପରେ ଲାଗିଲା ରୋକ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଏଣିକି ପ୍ରେମର ପ୍ରତୀକ ତାଜମହଲରେ ହୋଇପାରିବନି ନମାଜ ପାଠ, ସୋମବାର ସୁପ୍ରିମକୋର୍ଟ ଏହି ଆବେଦନର ବିଚାର କରି ରାୟ ଶୁଣାଇଛନ୍ତି ,ରାୟ ଅନୁଯାୟୀ ମସଜିଦ୍ ରେ କେବଳ ସ୍ଥାନୀୟ ମୁସଲମାନମାନେ ଜୁମା ନମାଜ ପାଠ କରିପାରିବେ . ବିଶ୍ୱର ସପ୍ତାଶ୍ଚର୍ଯ୍ୟ...

କୈଫୟତ ମାଗିଲେ, ଭୁଲ୍ ବି ମାଗିଲେ : ରାଜ୍ୟପାଳଙ୍କ ବିମାନ ବ୍ୟବହାର ପ୍ରସଙ୍ଗରେ ସରକାରୀ କଳର ଅପରିପକ୍ବ ବ୍ୟବହାର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ତନାଘନା । ମେ 29ରେ ରାଜ୍ୟପାଳ ଦାୟିତ୍ବ ନେବା ପରେ ନିଜ ଘର ହରିୟାଣା ସ୍ଥିତ ସିର୍ସାକୁ ଭଡା ବିମାନରେ ଯିବା ଓ ପୁଣି ଜେଟ୍ ଏୟାରକ୍ରାଫ୍ଟରେ ଓଡିଶା ଆସିବା...

କେନ୍ଦ୍ରର ମହିଳା ସଶକ୍ତିକରଣ ଯୋଜନା କାହା ସ୍ୱାର୍ଥରେ? ଏଗ୍ରିମେଣ୍ଟ୍ ସହ ଭଡ଼ାରେ କିଣାବିକା ହେଉଛନ୍ତି ମହିଳା

ମଧ୍ୟପ୍ରଦେଶ(ଏଜେନ୍ସି): ଦେଶରେ ମହିଳା ସଶକ୍ତିକରଣ ହେଉଛି, ମହିଳାମାନେ ଆତ୍ମସମ୍ମାନର ସହ ବଞ୍ଚôବା ଆରମ୍ଭ କରିଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ସବୁପ୍ରକାର ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରୁଛନ୍ତି । ଝିଅମାନେ ପାଠ ପଢ଼ୁଛନ୍ତି, ନିଯୁକ୍ତି ପାଉଛନ୍ତି, ଦେଶର ନାମ...

ସୋନାଲିଙ୍କୁ କ୍ୟାନସର୍

କିଛି ଦିନ ହେବ ବଲିଓଡକୁ ଗୋଟିକ ପରେ ଗୋଟିଏ ଧକ୍କା ଲାଗି ଚାଲିଛି । ଏବେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସର ରୋଗରେ ପୀଡିତ ଥିବା ଇନଷ୍ନ୍ଟାଗ୍ରାମରେ ପ୍ରକାଶ...

ବଢିଲା ଧାନର ସହାୟକ ମୂଲ୍ୟ

କେନ୍ଦ୍ର କ୍ୟାବିନେଟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି । କ୍ୟୁଣ୍ଟାଲ ପିଚ୍ଛା ଦୁଇଶହ ଟଙ୍କା ଲୋଖାଁଏ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ...

ଦାମବାବୁ ସବୁ ଜାଣିଛନ୍ତି 

ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ଗୁମର ସିବିଆଇ ଖୋଲିବା ଆଗରୁ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଏମିତି କିଛି ନ କହି ନକହି ସେ ଯାହା କହିଛନ୍ତି, ତାହା ବିରୋଧୀଙ୍କୁ ଯେତିକି ଉତ୍ସାହିତ କରିଛି,...

ସିବିଆଇ ଖୋଲିବ ବ୍ଲାକରୋଜ ଗୁମର

  ପାରାଦୀପରେ ବ୍ଲାକରୋଜ୍ ଜାହାଜ ବୁଡିବାର 9 ବର୍ଷ ପରେ ଏହି ଘଟଣାର ସିବିଆଇ ତଦନ୍ତ କରିବ । ବ୍ଲାକରୋଜ ଜାହାଜ ବୁଡି ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ସିବିଆଇ ତଦନ୍ତ ପରେ ଏହା ଉପରୁ ପରଦା...
- Advertisement -

Latest article

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...