ବନ୍ୟା ସ୍ଥିତିରେ ସୁଧାର
ଦକ୍ଷିଣ ଓଡ଼ିଶାରେ ଲଘୁଚାପ ପ୍ରଭାବରୁ ଜାରି ରହିଥିବା ଲଗାଣ ବର୍ଷା ଧିରେ ଧିରେ କମୁଛି । ବର୍ଷାରେ ୭ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । କେତେକ ଜିଲ୍ଲାଗୁଡ଼ିକରେ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି । ଗତ ୨୪...
ଦାୟିତ୍ୱ ନେଲେ ବିକେ
ରାଜ୍ୟ ପୋଲିସ ବିଭାଗର ନୂଆ ମୁଖ୍ୟଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୂର୍ବତନ...
ଝିଅ ବାଂଶୁରୀ ଦେଲେ ମୁଖାଗ୍ନି
ପଞ୍ଚଭୂତରେ ବୀଲିନ ହୋଇଯାଇଛି ପଞ୍ଚଭୁତର ଶରୀର । ସ୍ଥମ୍ଭିଭୂତ ଜନସମୂଦ୍ର । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଭିତରେ ବିଦାୟ ନେଇଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଦିଲ୍ଲୀ ସ୍ଥିତି ଲୋଧିରୋଡ ଶଶ୍ମାନରେ ରାଷ୍ଟ୍ରିୟ...
ବର୍ଷାରେ ବେହାଲ ଓଡିଶା
ଯୁଆଡେ ଚାହିଁବେ ପାଣି ଆଉ ପାଣି । ରାସ୍ତା ଘାଟଠୁ ଆରମ୍ଭ କରି ରେଲୱେ ଟ୍ରାକ୍ । ପାଣି ଘେରରେ କଲବଲ ହେଉଛନ୍ତି ଲୋକେ । ବିଭିନ୍ନ ଅଞ୍ଚଳରେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ଲଗାଣ...
ସୁଷମାଙ୍କ ଶେଷକୃତ୍ୟ
ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ । ଲୋଧିରୋଡ ଶ୍ମଶାନ ଘାଟରେ ସୁଷମାଙ୍କ ଅନ୍ତିମ ସଂସ୍କାର । ଶ୍ମଶାନ ଘାଟରେ ଶେଷ ଶ୍ରଦ୍ଧାଞ୍ଚଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଶ୍ରଦ୍ଧାଞ୍ଜଳି...
ସୁଷମାଙ୍କ ଶେଷ ଇଛା ଥିଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ କରିଥିଲେ ଶେଷ ଟ୍ୱିଟ୍ । ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ବେଶ୍ ଖୁସି ଥିଲେ ସୁଷମା । ଏହି ଦିବସକୁ ସେ ଦେଖିବା ଲାଗି ଜୀବନରେ ଆଶା କରିଥିଲେ...
ସବୁଦିନ ପାଇଁ ଶୋଇଗଲେ ସୁଷମା
ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ । ଗତକାଲି ରାତିରେ ସେ ଦିଲ୍ଲୀସ୍ଥିତ ଏମସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଜନିତ ରୋଗରେ ସେ ଆକ୍ରାନ୍ତ ଥିଲେ ।...
ବିଦା ହେବେ ଅଯୋଗ୍ୟ
ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ । ଫେରିବ କାଳିଆ ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯିବ ।ଏନେଇ ପଞ୍ଚାୟତସ୍ତରରେ ବିଗ୍ୟପ୍ତି ପ୍ରକାଶ ପାଇଛି । ରାଜ୍ୟରେ କେତେଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ସେନେଇ ଅଗଷ୍ଟ ୬ରୁ ୧୪...
ଲୋକସଭାରେ ଆଗତ ହେଲା ଜାମ୍ମୁକାଶ୍ମୀର ପୁର୍ନଗଠନ ବିଲ୍
ମୋଦୀଙ୍କ ଐତିହାସିକ ପଦକ୍ଷେପକୁ ନେଇ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି। ସବୁଠି ଖୁସିର ମାହୋଲ । ସୋମବାର ଦିନ ୩୭୦ ଧାରା ଉଚ୍ଛେଦ ରାଜ୍ୟସଭାରେ ପାସ ହୋଇ ସାରିଛି । ରାଜ୍ୟ ସଭାରେ ପାରିତ ପରେ ଆଜି ଜାମ୍ମୁକାଶ୍ମୀରକୁ...
ଆର.ପି ଶର୍ମା ଲୋକାୟୁକ୍ତ ସଦସ୍ୟ
ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶର୍ମାଙ୍କ ନାମ ସୁପାରିଶ କରାଯାଇଥିଲା। ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ପ୍ରଫେସର ଗଣେଶୀ...


















