ଭୁବନେଶ୍ୱରରେ ୨୪୮ ପଜିଟିଭ୍, ୪୧ ଲୋକାଲ
ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୦୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୧ ଲୋକାଲ କେସ୍ ରହିଛି । ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ...
୬ମୃତ, ସର୍ବାଧିକ ୧୫୯୪ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୨୮ ଜିଲ୍ଲାରୁ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯୪ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୬୭ ଏବଂ ଲୋକାଲ କେସ୍ ରହିଛି ୫୨୭ । ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୬୯୩କୁ ବୃଦ୍ଧି...
ଭୟ ବଢାଇଲା ଶେଷ ଦର୍ଶନ
ସଙ୍କ୍ରମଣ ଭୟ ବଢାଇଲା ଶେଷ ଦର୍ଶନ । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ଆସିଛି । ଉକ୍ତ ଅଞ୍ଚଳର ଜଣେ ବନ କର୍ମଚାରୀଙ୍କ ମୃତ୍ୟୁର ପରଦିନ ଆସିଲା କୋଭିଡ ପଜିଟିଭ୍ ରିପୋର୍ଟ । ଫଳରେ...
ସଙ୍କ୍ରମଣ ବଢାଇଲା ଅଟାକଳ:୧୨୬ ପଜିଟିଭ୍, ୩୩ ଲୋକାଲ
ଆଜି ଭୁବନେଶ୍ୱରରେ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ରୁ ୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୩ । ପଟିଆ, ଆଇଆରସି ଭିଲେଜ, ୟୁନିଟ-୧, ନୟାପଲ୍ଲୀ ନୂଆସାହି, ଏନ୍-୫, ନିଳାଦ୍ରିବିହାର ଇଶାନେଶ୍ୱର ବସ୍ତି,...
ଆଜି ସର୍ବାଧିକ ୧୨୬୪ ଚିହ୍ନଟ, ୬ ମୃତ
ଆଜି ରାଜ୍ୟରେ ସର୍ବାଧିକ ୨୭ ଜିଲ୍ଲାରୁ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୧୨୬୪ ମଧ୍ୟରୁ କ୍ୱାରେଣ୍ଟିନରୁ ୮୪୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୧୭ ରହିଛି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧ ହଜାର...
ବିଲୁଙ୍ଗ ଗାଁ ଏବେ ରଙ୍ଗବତୀ ବିଲୁଙ୍ଗ
ପ୍ରସିଦ୍ଧ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁର ନାଁ ବଦଳିଗଲା । ରଙ୍ଗବତୀ ଗୀତ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ବିଲୁଙ୍ଗ ଗାଁର ନାଁ ବଦଳାଇଦେଇଛି । ଏ ରାଜସ୍ୱ ଗାଁର ନାଁ...
ଭୁବନେଶ୍ୱରରେ ୯୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱରରେ ଆଜି ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୨ କ୍ୱାରେଣ୍ଟନରୁ ଚିହ୍ନଟ ହୋଇଥିବାବେଳେ ୧୯ ଲୋକାଲ କେସ୍ ରହିଛି । ଆଇଆରସି ଭିଲେଜ ଏନ-୬, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, କୋଳଥିଆ, ପାତ୍ରପଡା ଏମ୍ସନଗର, ପାଣ୍ଡରା ଜଗନ୍ନାଥ ନଗର, ଖଣ୍ଡଗିରି...
୫ମୃତ, ୧୦୭୮ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୮ ମଧ୍ୟରୁ କ୍ୱାରେଣ୍ଟିନରୁ ୭୨୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୫୭ । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯...
ଭୁବନେଶ୍ୱରରେ ଲକ୍ ଡାଉନ୍ ପରେ କମ୍ ଲୋକାଲ
ରାଜ୍ୟରେ ଲଗାତାର କରୋନା ସଙ୍କ୍ରମଣ ବଢୁଥିବାରୁ ୫ଜିଲ୍ଲାରେ ଲକଡ଼ାଉନ କଡାକଡି କରାଯାଇଛି । ଯାହା ଫଳରେ ଟିକେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସୁଛି । ଯଦିଓ ପଜିଟିଭଙ୍କ ସଂଖ୍ୟା ବଢୁଛି କିନ୍ତୁ ଭୁବନେଶ୍ୱରରେ ଆଜି ଲୋକାଲ କେସ୍ କମ୍ ରହିଛି...
ପଞ୍ଚଭୂତରେ ବିଲୀନ ବିଜୟ
ଓଡିଆ ସିନେ ଜଗତର ସୁନାମଧନ୍ୟ ଅଭିନେତା ବିଜୟ ମହାନ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି I ସୋମବାର ରାତିରେ ଓଡିଶାର ଏହି ଲୋକପ୍ରିୟ କଳାକାରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି I ଗତ...



















