ରାଜ୍ୟ ମାନ୍ୟତା ହରାଇଲା ଜାମୁକାଶ୍ମୀର
ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ ସ୍ୱତନ୍ତ୍ରତା ଦିଆଯାଉଥିଲା ତାହା ଆଜି ଉଚ୍ଛେଦ କରାଯାଇଛି । ଏହା ଫଳରେ ଜାମ୍ମୁକାଶ୍ମୀର ରାଜ୍ୟ ମାନ୍ୟତା ହରାଇଛି । ଦେଶରେ ଜାମ୍ମୁକାଶ୍ମୀରକୁ ବହୁମାତ୍ରାରେ...
ଶ୍ରାବଣ ମାସର ତୃତୀୟ ସୋମବାର
ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି କାଉଁଡିଆଙ୍କ ଭିଡ । ବୋଲବମ ହରର ଦମରେ କମ୍ପୁଛି ଶୈବ ପୀଠ । ହାତରେ ବାହୁଙ୍ଗୀ ଧରି...
କାଶ୍ମୀର ବଡ ଫଇସଲା: ଅଲଗା ହେଲା ଲଦାଖ
ଜାମ୍ମୁ ଓ କାଶ୍ମୀର ସ୍ୱତନ୍ତ୍ରତା ପାଇଁ ଦିଆଯାଇଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବ । ଏ ନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏହା ସହିତ ଜାମ୍ମୁ ଓ କାଶ୍ମୀରର...
ବନ୍ଧୁ ପାଇଁ ଦିନଟିଏ
ବନ୍ଧୁ ପାଇଁ ହୃଦୟରେ ଜାଗା କେଉଁଠି ? ବନ୍ଧୁତ୍ୱ ଏମିତି ଏକ ଜିନିଷ ଯାହା ଭାଗ୍ୟରେ ଥିଲେ ମିଳେ । ବନ୍ଧୁ ବିନା ଜୀବନ ମରୁଭୂମିର ଚରାବାଲି ସଦୃଶ୍ୟ । ବାପା ସବୁ ଅଭାବ ପୂରଣ କରି ଭଲ ଉପଦେଶ...
ଜନ୍ମ କରିଥିଲେ ଚାରୋଟି ପୁଅ, ଗୋଟିଏ ଝିଅ : ଏବେ କିନ୍ତୁ ସମୟ କଟୁଛି ପାଇଖାନା ଘରେ
ଦଶମାସ ଦଶଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା ସ୍ନେହ କାଙ୍ଗାଳି ମା । କୋଳେଇ କାଖେଇ ପେଟରୁ କାଟି ତାକୁ ବଡ କରିଥିଲା । ଭାବିଥିଲା ବୟସର ଅପରାହ୍ନରେ ସିଏ ତାକୁ ସାହାରା ଦେବ । ମାତ୍ର ପୁଅ ପାଇଁ...
ନାଁ ବୃନ୍ଦାବତୀ କିନ୍ତୁ କାମ ନିଷ୍ଠୁର
ନାତୀକୁ ଜେଜେ ମାର ଅକଥନୀୟ ନିର୍ଯାତନା । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଦେହ ଶୀତେଇ ଯିବ । ଛୋଟମୋଟ ଦୁଷ୍ଟାମି ପାଇଁ ନାତୀକୁ ତଳେ ପକାଇ ଗୋଇଠା ପରେ ଗୋଇଠା ମାରୁଛନ୍ତି ଜେଜେ ମା । ଗୋଡକୁ ଚାପିଦଉଛନ୍ତି...
ନାଲି ପାଣି ନିଶା ଘାରିଛି
ମଦ ପିିଇ ଭାଇ ପୁରା ଚୁର୍ । ଆପଣ ଭାବୁଥିବେ ଏ ଭାଇ ମଦ ପିଇ କରୁଛନ୍ତି କଣ । ଆଗ୍ୟା ଏ ମହାନ ବ୍ୟକ୍ତି ଜଣକ ଏହି ଅଫିସର କାର୍ଯ୍ୟରତ କର୍ମଚାରୀ । ଲାଗୁଛି ଅଫିସ ଆସିବା ରାସ୍ତାରେ...
ଗୁଜରାଟରେ କୃଷ୍ଣ ଜନ୍ମର ଭ୍ରମ
କଳିଯୁଗର ବସୁଦେବ ସାଜିଲେ ଗୋବିନ୍ଦ ଚାୱଡା । ଆପଣଙ୍କୁ ଭଗବାନ କୃଷ୍ଣ ଓ ବସୁଦେବଙ୍କ କଥା ମନେ ପକାଇଦେବ ଏ ଦୃଶ୍ୟ । ଏକ ଦେଢ ମାସର ଶିଶୁକୁ ପ୍ଲାଷ୍ଟିକ ଝୁଡିରେ ରଖି ଜଣେ ପୁଲିସ କର୍ମୀ ସୁରକ୍ଷିତ ସ୍ଥାନରେ...
ଭୁବନେଶ୍ୱରରେ ଅଘଟଣ, ୩ ଶ୍ରମିକ ମୃତ
ଭୁବନେଶ୍ୱରରେ ପାଣ୍ଡରା ଅଞ୍ଚଳରେ ଘଟିଛି ବଡ଼ ଧରଣର ଅଘଟଣ । ପାଇଖାନା ସେଫ୍ଟିକ ଟାଙ୍କିରେ କାମ କଲାବେଳେ ଫଲ୍ସ ଖସିବାରୁ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଅଂଚଳରେ ଏକ ସ୍ଥାନରେ ଥିବା ପାଇଖାନା...
ସ୍ଥିତି ବେହାଲ: ଦୁଇ ଦିନ ସ୍କୁଲ ଛୁଟି
ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ । ଜାରି ରହିଛି ବର୍ଷା ବିତ୍ପାତ । ଗତକାଲି ବର୍ଷା ତାର ପୁଣି ତାଉ ଦେଖାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି...


















