୬ ମୃତ, ୬୪୭ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା, ଗଜପତି, କଟକ, ଜଗତସିଂହପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ । ଏହି ୬ ମୃତକଙ୍କ...
ଭୁବନେଶ୍ୱରରେ ୪୯ ପଜିଟିଭ୍ , ୧୫ ଲୋକାଲ କେସ୍
ଭୁବନେଶ୍ୱରରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୫ ଲୋକାଲ କେସ୍ ରହିଛି । ୫୩ସୁସ୍ଥ ହୋଇଛନ୍ତି । ବରମୁଣ୍ଡା ଜଗନ୍ନାଥ ବିହାରର ଜଣେ ୮ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ...
୬ ମୃତ, ୬୭୩ ପଜିଟିଭ୍ ଚିହ୍ନଟ
ବେକାବୁ କରୋନା । ଦିନକୁ ଦିନ ସଙ୍କ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଖାଲି ସଙ୍କ୍ରମଣ ନୁହେଁ କରୋନାରେ ପ୍ରତିଦିନ ଅନେକଙ୍କ ମଧ୍ୟ ଜୀବନ ଯାଉଛି । ଆଜି ରାଜ୍ୟରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି...
୫ ମୃତ, ୭୩୬ ପଜିଟିଭ୍ ଚିହ୍ନଟ:ଜଗତସିଂହପୁରରେ ଗଡିଲା ପ୍ରଥମ ମୁଣ୍ଡ
ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩ , ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ଜଣେ ୭୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମର...
ଭୁବନେଶ୍ୱରରେ ୮୭ କରୋନା ପଜିଟିଭ୍
ଆଜି ଭୁବନେଶ୍ୱରରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬ ରହିଛି । ଜାଗମରା, ୟୁନିଟ୍-୩, ଝାରପଡା, ୟୁନିଟ୍-୧, ଲକ୍ଷ୍ମୀସାଗର, କଳିଙ୍ଗବିହାର, ରସୁଲଗଡ ଜଗନ୍ନାଥ ନଗର, ବରମୁଣ୍ଡା...
୩ ମୃତ,୫୯୧ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଉ ୩ ଜୀବନ ନେଲା କରୋନା । ଗଞ୍ଜାମ ଜିଲ୍ଲାରୁ ୨ ଏବଂ ଗଜପତିରୁ ଜଣେ ଆଖି ବୁଜିଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇ ମୃତକ ପୁରୁଷ, ସେମାନଙ୍କ ବୟସ ୬୩ ଓ ୬୦ ବର୍ଷ । ଗଜପତି...
ହଜାରେ ଟପିଲା ପଜିଟିଭ୍ ସଂଖ୍ୟା
ଆଜି ଭୁବନେଶ୍ୱରରୁ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୪ ରୁ ଲୋକାଲ କେସ୍ ୫୧ ଏବଂ କ୍ୱାରେଣ୍ଟିନ୍ ସେଣ୍ଟରରୁ ୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୦୪୩ । ସୁସ୍ଥ ୪୫୭...
ମାସକ ଭିତରେ ଫିଟ୍ ରୁହ: ନହେଲେ ଅବସର
ଦୈତ ନଗରୀରେ ପୋଲିସ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି । ନିଜକୁ ଫିଟ୍ ନରଖିଲେ ବେତନ ବୃଦ୍ଧି ନହେବା ସାଙ୍ଗକୁ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ...
୪ ମୃତ , ୭୧୮ ପଜିଟିଭ୍ ଚିହ୍ନଟ
ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ମହାମାରୀ କରୋନା । ଆଜି ପୁଣି କରୋନାରେ ଆଖି ବୁଜିଛନ୍ତି ୪ ଜଣ । ଗଞ୍ଜାମରୁ ୨, ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୨...
୨ ମୃତ, ୪୯୪ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନାରେ ଆଜି ପୁଣି ଦୁଇ ଜଣ ଆଖି ବୁଜିଛନ୍ତି । ଏହି ଦୁଇ ମୃତକ ଗଞ୍ଜାମର । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଦୁଇ ମୃତକ ପୁରୁଷ । ଏବଂ ଏହି ଦୁଇ ଜଣଙ୍କର...



















