ମନମୋହୁଛି ନିଆଁ ଲଗା ପାନ
ଚାଲିଛି ରଜର ମାହୋଲ । ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ଦୋଳି ଖେଳିବାରେ ମସଗୁଲ ଝିଅ ବୋହୂ । ଘରେ ଘରେ ବିଭିନ୍ନ ସୁସ୍ୱାଦୁ ପିଠା, କେକ୍ ର ମଧ୍ୟ ଆସର ଜମୁଛି । ଖାଲି ଦୋଳି ଖେଳ...
ପହିଲି ରଜ: ଘରେ ଘରେ ପିଠା ପଣାର ମହକ
ବରଷକ ପରେ ପୁଣି ଆସିଛି ରଜ । ପିଠା ପଣାରେ ମହକୁଛି ଗାଁଠୁ ସହର । ରଜରେ ନୂଆ ଡ୍ରେସ୍ ପିନ୍ଧିବା ସହିତ ସଜବାଜ ହେବାର ପରମ୍ପରା ମଧ୍ୟ ରହିଛି । ଖାଲି ପିଠା ପଣା ନୁହେଁ ରଜରେ ପାନର...
ଗତିପଥ ବଦଳାଇଲା ବାୟୁ
ସାମୁଦ୍ରିକ ବାୟୁକୁ ନେଇ ବଡ ଆଶ୍ୱସ୍ତି । ସ୍ଥଳଭାଗ ଛୁଇଁ ନପାରେ ଝଡ ବାୟୁ । ଗୁଜରାଟ ଉପକୂଳ ପୂର୍ବରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇଛି ବାୟୁ । ଫଳରେ ଏହା ସ୍ୱରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଅଭିମୁଖେ...
ଜୁଲାଇ ୧୫ ରେ ଭାରତର ମିଶନ ଚନ୍ଦ୍ର
ଚନ୍ଦ୍ରକୁ ଚନ୍ଦ୍ରାୟନ-୨ ପଠାଇବ ଭାରତ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଆସନ୍ତା ଜୁଲାଇ ୧୫ ରେ ଭାରତର ଚନ୍ଦ୍ର ଅଭିଯାନ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରାୟନ-୨ କୁ ଉତକ୍ଷେପଣ ନେଇ ବେଶ ଉସôାହିତ ଇସ୍ରୋ...
ଉଦ୍ଧାର ହେଲା ସବୁଠୁ ଲମ୍ବା ଅହିରାଜ
ଉଦ୍ଧାର ହୋଇଛି ବିରାଟକାୟ ଅହିରାଜ । ରାୟଗଡା ବ୍ଲକ୍ ହାଟର ସେସଖାଲ ସ୍ଥିତ ଉଷା ଦାସ ଅଙ୍ଗନବାଡି କର୍ମୀଙ୍କ ଘରୁ ୧୮ ଫୁଟର ଅହିରାଜ ଉଦ୍ଧାର ହୋଇଛି । ସାପଟି ଅଙ୍ଗନବାଡି କର୍ମୀଙ୍କ ଘର ଭିତରେ ପଶି ରହିଥିଲା ।...
ରେଲୱେ ପୋଲିସର ବର୍ବରତା
ଉତରପ୍ରଦେଶର ଶାମିଲ ସହରରେ ମଙ୍ଗଳବାର ରାତିରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ସାମ୍ବାଦିକ ଗୋଟେ ମାଲବାହୀ ଟ୍ରେନ୍ ର ଲାଇନଚୁ୍ୟତ ହେବା ପରେ ତାର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସାଧା ପୋଷାକରେ ଥିବା ଜିଆରପି ଇନ୍ସପେକ୍ଟର...
ଶତ୍ରୁର ମୁଣ୍ଡ କାଟିବା ପରେ…
ପ୍ରଥମେ ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା । ପରେ କଟାମୁଣ୍ଡକୁ ବ୍ୟାଗରେ ଧରି ଥାନା ଆଡେ ମୁହାଁଇଲା ହତ୍ୟାକାରୀ । ମାତ୍ର ଥାନାରେ ଆତ୍ମସର୍ମପଣ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଶାସନ ଥାନା...
ସମସ୍ତେ କରିପାରିବେ ସିଧା ପ୍ରସାରଣ
କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡିବେନି । ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥର ଗୋଟିଏ ନୁହେଁ ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା...
ମୋଦିଙ୍କୁ ୫ ହଜାର କୋଟି ଟଙ୍କା ମାଗିଲେ ନବୀନ
ରବିବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି।...
କିଏ କରିବ ରଥ ଲାଇଭ
ଆଜି ଖୋଲିବ ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣର ବିଡିଂ । ଏହାପରେ ଜଣାପଡିବ କେଉଁ ଟେଲିଭିଜନ ଚ୍ୟାନେଲ କେତେ ଟଙ୍କାରେ ସିଧାପ୍ରସାରଣ ପାଇଁ ଆବେଦନ କରିଛନ୍ତି । ବିଡିଂ ଜରିଆରେ ଅନୁମତି ଦିଆଯିବା ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଗତକାଲି...

















