33.8 C
Bhubaneswar
Tuesday, August 4, 2026
-Advertisement-

ଜଗତସିଂହପୁରରେ ୧, ବାଲେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ଜଣେ ଜଗତସିଂହପୁରର ୨ ଜଣ ବାଲେଶ୍ୱରର । ଚିହ୍ନଟ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୭୦ ବର୍ଷୀୟ ଜଗତସିଂହପୁର ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ୨୬ ଓ...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ପ୍ରବାସୀଙ୍କୁ ନେଇ ଏବେ ରାଜ୍ୟରେ ବଢୁଛି ଚିନ୍ତା । ଓଡିଶାକୁ ଫେରୁଥିବା ପ୍ରବାସୀଙ୍କ ସମ୍ପର୍କରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଓଡିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ପ୍ରଥମେ ସଂପୃକ୍ତ ରାଜ୍ୟରେ କରୋନା ପରୀକ୍ଷା କରିବା ଆବଶ୍ୟକ...

କେନ୍ଦ୍ରାପଡାରୁ ଜଣେ ଜଗତସିଂହପୁରରୁ ୪ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲାରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମୁକ୍ତ ହୋଇଥିବା କେନ୍ଦ୍ରାପଡାରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ...

ରଥ ପାଇଁ ଦ୍ବନ୍ଦ୍ବରେ ସରକାର

ରଥଯାତ୍ରାକୁ ନେଇ ଅନିଶ୍ଚିତତା । ଅକ୍ଷି ତୃତୀୟାରୁ ରଥ ନିର୍ମାଣ ଅନୁକୁଳ ହେବା କଥା । ମାତ୍ର କରୋନା ପାଇଁ ଏଥର ରଥ ଅନୁକୁଳ ବାଧାପ୍ରାପ୍ତ ହେଲା । ରଥ ହେବ କି ନାହିଁ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ...

କରୋନାରେ ମରିଗଲେଣି ଅଢେଇଲକ୍ଷରୁ ଅଧିକ

ଆଉ ସପ୍ତାହକ ପରେ କରୋନାକୁ ବିଶ୍ବ ମହାମାରୀ ଘୋଷଣା ହେବାର ଦୁଇମାସ ପୁରିବ I ଆଉ ଏହି ଦୁଇମାସ ଭିତରେ କରୋନା ଆକ୍ରମଣରେ ମରିଗଲେଣି ଅଢେଇ ଲକ୍ଷରୁ ଅଧିକ ଲୋକ I 36 ଲକ୍ଷରୁ ଅଧିକ ଲୋକ କରୋନା...

ବାଲେଶ୍ୱରରୁ ୨, କଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ 3 କରୋନା ପଜିଟିଭ୍ ଚିହ୍ନଟ । ୨ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର , କଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ। ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହେଲା । ନୂଆ 3 କରୋନା ଆକ୍ରାନ୍ତ...

ଭୁବନେଶ୍ୱର କଳ୍ପନା ଛକରେ ବୁଲିଛନ୍ତି ସୁରତ ଫେରନ୍ତା

ଭୁବନେଶ୍ୱର ରାଜରାସ୍ତାରେ ବୁଲିଲେ ୧୨ ସୁରତ ଫେରନ୍ତା । ସକାଳୁ ବସ୍‌ରେ ଓହ୍ଲାଇ ରାସ୍ତାରେ ବୁଲିଥିଲେ ସୁରତ ଫେରନ୍ତା । ଗତ ୨ ତାରିଖରେ ସୁରତରୁ ୬୦ ଯାତ୍ରୀଙ୍କୁ ଧରି ଆସିଥିଲା ବସ୍ । ବସରେ ପୁରୀରୁ ଅଧିକାଂଶ ଓ...

ତିଆରି ହେବ ରଥ

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାମ ଆରମ୍ଭ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥ ନିର୍ମାଣ ସଂପର୍କରେ ସୂଚନା ଦେଇ ପୁରୀ ଗଜପତି ଶ୍ରୀ ଦିବ୍ୟସିହଂ ଦେବ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ...

ଯାଜପୁରରୁ ୪ , ଭଦ୍ରକରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୪ , ଭଦ୍ରକରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ଙ୍କ ସଂଖ୍ୟା ୧୬୯ରେ...

ରେଡ୍,ଅରେଞ୍ଜ ଓ ଗ୍ରୀନ୍ ଜୋନରେ କଟକଣା ନେଇ ସରକାରଙ୍କ ଗାଇଡ୍ ଲାଇନ୍

ରେଡ ଜୋନରେ କଟକଣା ନେଇ ସରକାରଙ୍କ ଗାଇଡ୍ ଲାଇନ୍ । ୧.ମଲ୍ , ମାର୍କେଟ କମ୍ପଲେସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ ୨.ସାଇକେଲ ରିକ୍ସା ଓ ଅଟୋ ରିକ୍ସା ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ୩.କିଛି କଟକଣା ସହ ଚାଲିବ ଟାକ୍ସି ଓ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...