ଧର୍ମେନ୍ଦ୍ରଙ୍କ ଘୋଷଣା: ସରକାରକୁ ଆସିଲେ ଡାଲି ବି ଦେବେ
ମାତ୍ର୧ଟଙ୍କାରେ ମିଳିବ ଡାଲି ଏବଂ ଲୁଣ । ଏହାସହ ଚାଉଳ ବି ୧ଟଙ୍କାରେ ମିଳିବ । ଆଜି କଟକ-ଚୌଦ୍ୱାରରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭାରେ ଧର୍ମେନ୍ଦ୍ର ଯୋଗ ଦେଇ ଏହି ଘୋଷଣା କରିଛନ୍ତି । ମୋଦି୨୯ ଟଙ୍କା...
୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ,କିଏ ଦେବେ କାହାକୁ ଟକ୍କର
ଆସ୍କା, ବରଗଡ ,ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନରୁ ଲଢୁଥିବା ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
୫ ଲୋକସଭା ଆସନରୁ ଲଢୁଛନ୍ତି ୪ ମହିଳା ପ୍ରାର୍ଥୀ
ଆସ୍କାରୁ ବିଜେଡିର ପ୍ରମିଳା ବିଶୋଇ, ବିଜେପିରୁ ଅନୀତା ଶୁଭଦର୍ଶିନି,...
୧୫ କିଲୋମିଟର ଚାଲିଲେ, ଘାଟିରେ ରାତି କାଟିଲେ
ଅନ୍ଧାର ରାତି, ଛାତିରେ ଛନକା । ଭୋଟର ଗ୍ରହଣ ସରିବା ପରେ ନିର୍ବାଚନ ସାମଗ୍ରୀ ଧରି ପାହାଡି ରାସ୍ତାରେ ୧୫ କିଲୋମିଟର ଚାଲି ଚାଲି ଆସିଲେ ପୁଲିଂ କର୍ମଚାରୀ । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ...
ସତ୍ୟପାଠରେ ମିଥ୍ୟା ତଥ୍ୟ !
ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ । କେନ୍ଦ୍ରାପଡାବାସୀଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଭ୍ରାନ୍ତ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ୨୦୧୪ ନିର୍ବାଚନବେଳେ ବୈଜୟନ୍ତ ଦାଖଲ କରିଥିବା ସତ୍ୟପାଠରେ...
ସିଇଓଙ୍କ ପ୍ରେସମିଟ୍: ପ୍ରଥମ ପର୍ଯ୍ୟାୟରେ ୭୩.୭୬ % ମତଦାନ
ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୩.୭୬% ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଚଳିତ ଥର ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଭୋଟ୍ ଦେଇଛନ୍ତି । ତେବେ ଆହୁରି ୧୦୦ଟି ବୁଥ୍ରେ ଭୋଟ୍...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କେଉଁଠୁ ଚାନ୍ଦା ଆଣୁଛ, କହିବାକୁ ବାଧ୍ୟ
ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ସମସ୍ତ ରାଜନୈତିକ ଦଳ କେଉଁଠାରୁ ଚାନ୍ଦା ଆଣୁଛନ୍ତି ତାହା କହିବା ପାଇଁ ବାଧ୍ୟ ବୋଲି କୋର୍ଟ କହିଛନ୍ତି । କୋର୍ଟ ସମସ୍ତ ରାଜନୈତିକ ଦଳକୁ ମାର୍ଚ୍ଚ ୧୫ ମଧ୍ୟରେ ମିଳିଥିବା...
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଲଜ୍ଜା । ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି...
ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ
ମାରାଥନ ମିଟିଂ, ଘନଘନ ପ୍ରଚାର ଓ ପୁଳାପୁଳା ଟଙ୍କା ଉଡାଇବା ପରେ ଆଜି ଥିଲା ପ୍ରଥମ ପରୀକ୍ଷା । ୨୦୧୯ ମହାସମରର ଶେଷ ହୋଇଛି ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ଆଜି ସାରା ଦେଶରେ ଆରମ୍ଭ ହୋଇଥିଲା ଗଣତନ୍ତ୍ରର ପ୍ରଥମ...
ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅଧିନସ୍ତ ସାନକରାପାଲ୍ଲି ଏବଂ ବଡକରାପାଲ୍ଲି ଗ୍ରାମର ଭୋଟର ମାନେ ଭୋଟ୍ ବର୍ଜନ କରିଛନ୍ତି । ଗାଁ ନିକଟରେ କୌଣସି ବୁଥ ନଥିବା ସହ ଦୁଇଟି ଗ୍ରାମ ପାଇଁ ଦିର୍ଘ ୬ରୁ ୭କିମି ଦୂରକୁ ଯାଇ...
ଦିନ ୧ଟା ସୁଦ୍ଧା ୪୧ପ୍ରତିଶତ ମତଦାନ
ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଯାଇଛି । ତେବେ ଦିନ ଗୋଟାଏ ସୁଦ୍ଧା ୪ଟି ଜାଗାରୁ ୪୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ତେବେ...


















