ବଜେଟ୍ ୨୦୨୦: ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ । ଦଶନ୍ଧିର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଲୋକେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠରେ ମୋଦିଙ୍କୁ ଜିତାଇଛନ୍ତି । ନିମ୍ନରୁ ନିମ୍ନତମ ସ୍ଥାନରେ...
କାଲି ହେବନି ନିର୍ଭୟା ଦୋଷୀଙ୍କୁ ଫାଶୀ
ନୂଆଦିଲ୍ଲୀ: କାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ତାରିଖ ପୁଣି ଘୁଞ୍ଚିଛି । ଆସନ୍ତା କାଲି ଫାଶୀ ହେବାର ତାରିଖ ଧାର୍ଯ୍ୟ ହୋଇଥିଲା କିନ୍ତୁ ଡେଥୱାରେଣ୍ଟ ଉପରେ ରହିତାଦେଶ...
କେତେଜଣଙ୍କ ସ୍ବାମୀ ..
ସ୍ବାମୀ ବିରୋଧରେ ପ୍ରଥମ ସ୍ତ୍ରୀର ସଙ୍ଗୀନ ଅଭିଯୋଗ. ଯୌତୁକ ନିର୍ୟାତନାଠୁ ଆରମ୍ଭ କରି ଜୀବନରେ ମାରିଦେବାର ଧମକ. ସ୍ବାମୀଙ୍କ ଅନୁପସ୍ଥିତିରେ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଶ୍ବଶୁର. ଶେଷରେ ଅତ୍ୟାଚାର ସୀମା ଟପିଗଲା. ଗତ ଅକ୍ଟୋବର ୨୦ ତାରିଖରେ...
ଟିମ୍ ୱାର୍କ: ତାଲା ପକାଇ ପଳାଇଲେ କୃଷି ବିଭାଗ ବାବୁ
ରାଜ୍ୟରେ ଚାଲିଛି ଫାଇବ୍ ଟି ଶାସନ. ଗୋଟିଏ ପରେ ଗୋଟିଏ ବିଭାଗ ଫାଇଭ୍ ଟି ରେ ସାମିଲ ହେବା ପରେ ଏବେ ସବୁଠୁ ଶକ୍ତିଶାଳୀ ଫାଇଭ୍ ଟି. ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ଅଚାନକ ଗସ୍ତ, ଆଉ...
ପୁଲବାଣୀରେ କରୋନା ଆକ୍ରାନ୍ତ
ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ । ଚୀନରେ ଏମବିବିଏସ କରୁଥିବାରୁ କରୋନା ଆକ୍ରାନ୍ତ ସନ୍ଦେହ । ଗତ ୧୧ ତାରିଖରେ ଚୀନରୁ ଫେରିଥିଲେ ଅସୁସ୍ଥ ଡାକ୍ତରୀ ଛାତ୍ର । ଘରକୁ ଫେରିବା ଦିନଠାରୁ କାଶ, ଥଣ୍ଡା...
ସଂସଦରେ ବଜେଟ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତିଙ୍କ ଅଭିଭାଷଣ
ନୂଆଦିଲ୍ଲୀ : ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ସଂସଦର ପ୍ରଥମଦିନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ଅର୍ଥନିତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନା କରିବେ ଅର୍ଥ ମନ୍ତ୍ରୀ ନିର୍ମଳା...
କ୍ୟୁରେଟିଭ୍ ପିଟିସନ ଖାରଜ, 1ରେ ନିର୍ଭୟା ଦୁଷ୍କର୍ମୀଙ୍କୁ ଫାଶୀ
ନିର୍ଭୟା ଦୁଷ୍କର୍ମୀ ଅକ୍ଷୟ ସିଂର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ. ଏହା ପୂର୍ବରୁ ଅନ୍ୟ ଦୁଇ ଦୁଷ୍କର୍ମୀଙ୍କ କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିସାରିଛନ୍ତି. ଫେବୃଆରୀ ଏକ ତାରିଖରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ମୃତ୍ୟୁ ପରଓାନା...
କେରଳରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ
କେରଳର ଜଣେ ଛାତ୍ରଙ୍କ ପାଖରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି. ଚୀନର ୟୁହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏହି ଛାତ୍ର କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି. ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି....
କୂଅକୁ ଖସିଲା ବସ୍, ୧୧ ମୃତ
ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଗଲା ବସ୍ । ଦୁର୍ଘଟଣାରେ ୧୧ ମୃତ୍ୟୁ, ୨୦ ରୁ ଅଧିକ ଗୁରୁତର । ଧକ୍କା ଖାଇ ପ୍ରଥମେ କୂଅରେ ପଡିଥିଲା ଅଟୋ, ତା...
କରୋନା ସତର୍କତା, କେମିତି ନେବେ କେୟାର
ଯେଉଁମାନେ ଜାନୁଆରୀ ପହିଲାରୁ ଚୀନ ଯାତ୍ରା କରୁଥିବେ ସେମାନଙ୍କୁ ଯଦି ଜ୍ୱର,କାଶ ହୁଏ । ନିଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ କିମ୍ବା କ୍ୟାପିଟାଲ ହସ୍ପିଟାଲରେ ଶିଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ...



















