12 ଘଣ୍ଟିଆ ଓଡିଶା ବନ୍ଦ
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ. ମାଷ୍ଟରକ୍ୟାଣ୍ଟିନ ଛକରେ ଚାଷୀମାନେ ଧାରଣା ଦେଇଛନ୍ତି. କୃଷକ ସଂଗଠନ ପକ୍ଷରୁ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ...
ଓଡିଶା ବନ୍ଦ
ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ରାଜ୍ୟରେ କୃଷି ସମସ୍ୟା ନେଇ ଏହି ବନ୍ଦ ଡାକରା ଦିଆଯାଇଛି. ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଡାକରା ଦିଆଯାଇଛି. ତେବେ ଧାନ...
କେନ୍ଦ୍ର ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ : ନବୀନ
ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କ ପାଇଁ କିଛି ନାହିଁ. କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି. ପୁରୀ ଜିଲ୍ଲାର କଣାସ ଓବ୍ରହ୍ମଗିରିର କେରାଣ୍ଡିଆରେ ଆୟୋଜିତ ସମାବେଶରେ...
ଓଡିଶାରେ ଯୋଗୀ
ଓଡିଶାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିର ଭବାନୀପାଟଣାରେ ଜନ ସମାବେଶକୁ ଉଦବୋଧନ ଦେଇଛନ୍ତି ବିଜେପିର ଏହି ଷ୍ଟାର ପ୍ରଚାରକ. ଭବାନିପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ଯୋଗୀ...
ଆତଙ୍କର ଅନ୍ତ
ଗତ ଦୁଇଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଶେଷରେ ଯନ୍ତାରେ ପଡିଛି. ବିମାନବନ୍ଦର ନିକଟ କାର୍ଗୋ ଗେଟ ପାଖରେ ବସାଯାଇଥିବା ଯନ୍ତାରେ ଧରା ପଡିଛି ବାଘ. ବାଘକୁ ଧରିବା ପାଇଁ ଯନ୍ତାରେ ଛେଳି ଓ କୁକୁଡା ରଖାଯାଇଥିଲା....
ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମହାସଂଘର ବିକ୍ଷୋଭ
ଚିଟଫଣ୍ଡ ଦୁର୍ନିତୀ ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସଂଘ. ସରକାର ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଠକିଛନ୍ତି ଏବଂ ଯୋଜନା ପରେ ଯୋଜନା କରି ଖାଲି ଭୁତାଉଛନ୍ତି ବୋଲି ସଂଘ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି. ଚିଟଫଣ୍ଡ...
ଧମକ ଦେଲେ ଇମ୍ରାନ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ . ଆତଙ୍କବାଦ ଘଟଣା ସହ ପାକିସ୍ତାନର କୌଣସି ସଂପର୍କ ନାହିଁ ଏବଂ ଯଦି ଜଣେ ବି ପାକିସ୍ତାନୀ ଏଥିରେ ସଂପୃକ୍ତ ଥିବାର ପ୍ରମାଣ ଭାରତ ଦିଏ,...
କେନ୍ଦ୍ରାପଡାରେ ଏନକାଉଣ୍ଟର
କେନ୍ଦ୍ରାପଡା ସଦର ଥାନାରେ ପୋଲିସର ଏନକାଉଣ୍ଟର. ଏନକାଉଣ୍ଟର ଫଳରେ ଗୁରୁତର ହୋଇଛି ଦୁର୍ଦ୍ଦାନ୍ତ ଅପରାଧି ଗଣେଶ ମଲ୍ଲିକ. ଗଣେଶର ଡାହାଣ ଗୋଡରେ ଗୁଳି ବାଜିଥିଲା. ପ୍ରଥମେ ତାକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ମାତ୍ର ଅବସ୍ଥା ଗୁରୁତର ହେବାରୁ ପରେ...
ଯାତ୍ରାମଞ୍ଚରୁ ପଳାସପଲ୍ଲୀ ବୁଲିଲା ବାଘ
ଯାତ୍ରା ପେଣ୍ଡାଲରୁ ପଳାସପଲ୍ଲୀ ବୁଲିଲା ବାଘ. ଖଣ୍ଡଗିରି ପାରି ହୋଇ ପଳାସପଲ୍ଲୀରେ ଭୟ ସୃଷ୍ଟି କରିଛି ବାଘ. ଯାହାକୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି. ବର୍ତ୍ତମାନ ଏହି ଖବର ପ୍ରକାଶ ପାଇବା ପରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା...
ଦୁଇ ଦିନ ପରେ ହୋଇଥାନ୍ତା ବାହାଘର
ଦିନ ଦ୍ୱିପହରରେ ଯୁବକଙ୍କୁ ବିଚ୍ ରାସ୍ତା ଉପରେ ହାଣି ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗାଁରେ ଘଟିଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଦେଉଳି ଗାଁ ନୂଆସାହିର ଚିନ୍ମୟ...


















