ଭୟଙ୍କର ବିସ୍ଫୋରଣ, ୪ ଗୁରୁତର
ମେରାଇନ୍ ଥାନା ଅନ୍ତର୍ଗତ ଅରଖକୁଦା ଭାଗବତ ସାହିରେ ଫାଇବର୍ ଡଙ୍ଗା ତିଆରି ରାସାୟନିକ ପଦାର୍ଥରେ ନିଆଁ ଲାଗି ବିସ୍ଫୋରଣ ଘଟିଛି । ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଫାଇବର ଡଙ୍ଗା...
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବ୍ରାହ୍ମଣୀ , ବୈତରଣୀ, ରୁଷିକୁଲ୍ୟା ନଦୀ କୂଳରେ ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି । ଜିଲ୍ଲାସ୍ତରରେ ଗ୍ରୀନ ମହାନଦୀ ମିଶନ କମିଟି ଗଠନ ହେବ । ଜିଲ୍ଲା ଗ୍ରୀନ ମିଶନ କମିଟିରେ...
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୪ମୃତ
ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ନକ୍ସଲମାନେ ପୁଣି ଏକ ବଡ ଧରଣର ହାମ୍ଲା ଘଟାଇଛନ୍ତି। ଏକ ବସ୍ ଉପରେ ଆଇଇଡି ବିସ୍ଫୋରଣ ଘଟାଇଥିବା ଜାଣିବାକୁ ମିଳିଛି । ଏଥିରେ ୩ ଜଣ ସାଧାରଣ ନାଗରିକ ଓ ଅନ୍ୟଜଣେ ସେଣ୍ଟ୍ରାଲ...
ସୁନ୍ଦରୀ ପରେ ଯଶୋଦା ମାରିଲା ମଣିଷ
ଅନୁଗୁଳର ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର କିଛି ଦିନ ପରେ ବଦନାମ ହେଲା ଜଙ୍ଗଲରାଣୀ ‘ସୁନ୍ଦରୀ’ । ତେବେ ଯେଉଁ ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ କୁମ୍କୀ ହାତୀ ‘ଯଶୋଦା’କୁ ବ୍ୟବହାର କରିଥିଲେ, ସେହି ଯଶୋଦା ଏବେ ମଣିଷ ମାରିଛି...
ବିମୁଦ୍ରାକରଣକୁ ୨ ବର୍ଷ: ଫେରିଲାନି କଳାଟଙ୍କା
ବିମୁଦ୍ରାକରଣକୁ ପୁରିଗଲା ଦୁଇବର୍ଷ. ହେଲେ ଫେରିଲାନି କଳାଟଙ୍କା. ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ । ଦୁର୍ନୀତି ଓ କଳାଟଙ୍କା ବିରୋଧରେ ଏହା ଏକ ଲଢେଇ ବୋଲି ମୋଦୀ କହିଲେ । ସେହିଦିନ ମଧ୍ୟ...
ପୁଣି ମାଓ ବର୍ବରତା: ଘରୁ ଡାକିନେଇ ମାରିଦେଲେ
ପୋଲିସର ଏନକାଉଣ୍ଟର ପରେ ବି ହିଂସାତ୍ମକ କାଣ୍ଡ ଜାରି ରଖିଛି ମାଓବାଦୀ ସଙ୍ଗଠନ । ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ବର୍ବରତା ଦଖିବାକୁ ମିଳିଛି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ନିର୍ମମ...
ଦାମ ଗଢିବେ ନୂଆ ଦଳ
ଦାମ ଗଢିବେ ନୂଆ ଦଳ । ବିଜେଡିରୁ ବହିଷ୍କାର ହୋଇଥିବା ପାରାଦ୍ୱୀପ ବିଧାୟକ ଦାମ ନୂଆ ରାଜନୈତିକ ଦଳ ଗଢିବା ନେଇ ଆଭାସ ଦେଇଛନ୍ତି । ଏହାସହ ଦୀପାବଳୀରେ ରାଜ୍ୟ ସରକାରଙ୍କୁ ବାଣ ମଧ୍ୟ ମାରିଛନ୍ତି ଦାମ ।
ଶ୍ରୀ ରାଉତ...
ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଇଟିବିପି ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆଜ୍ଞା ହଁ, ଉତ୍ତରାଖଣ୍ଡର ହର୍ଷିଲ ଠାରେ ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ପରେ ଚାଲିଚାଲି କେଦାରନାଥରେ ପହଞ୍ଚି ଭଗବାନ ଶିବଙ୍କ...
ଆଲୋକର ପର୍ବ ଦୀପାବଳି
ସାରା ଦେଶରେ ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି. ଏହି ଦିନଟିକୁ ସମସ୍ତେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି. କେଉଁ ପୌରାଣିକ କାଳରୁ ପାଳନ ହୋଇଆସୁଥିବା ଦୀପାବଳିର ରୂପରେଖ ଆଜି ଟିକେ ପରିବର୍ତ୍ତନ ହୋଇଛି. ପୂର୍ବରୁ ଯେତେବେଳେ ସମସ୍ତେ...
ନଭେମ୍ବର ୧୧ରୁ ମେକ ଇନ୍ ଓଡିଶା କନକ୍ଲେଭ, ଯୋଗଦେବେ ମୁକେଶ ଅମ୍ବାନି
ନଭେମ୍ବର ୧୧ ତାରିଖରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମ । ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଉଦଘାଟନୀ ଦିବସର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ...












