34.7 C
Bhubaneswar
Saturday, August 1, 2026
-Advertisement-

ପହିଲି ରଜ: ଘରେ ଘରେ ପିଠା ପଣାର ମହକ

ବରଷକ ପରେ ପୁଣି ଆସିଛି ରଜ । ପିଠା ପଣାରେ ମହକୁଛି ଗାଁଠୁ ସହର । ରଜରେ ନୂଆ ଡ୍ରେସ୍ ପିନ୍ଧିବା ସହିତ ସଜବାଜ ହେବାର ପରମ୍ପରା ମଧ୍ୟ ରହିଛି । ଖାଲି ପିଠା ପଣା ନୁହେଁ ରଜରେ ପାନର...

ଗତିପଥ ବଦଳାଇଲା ବାୟୁ

ସାମୁଦ୍ରିକ ବାୟୁକୁ ନେଇ ବଡ ଆଶ୍ୱସ୍ତି । ସ୍ଥଳଭାଗ ଛୁଇଁ ନପାରେ ଝଡ ବାୟୁ । ଗୁଜରାଟ ଉପକୂଳ ପୂର୍ବରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହୋଇଛି ବାୟୁ । ଫଳରେ ଏହା ସ୍ୱରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଅଭିମୁଖେ...
video

ଜୁଲାଇ ୧୫ ରେ ଭାରତର ମିଶନ ଚନ୍ଦ୍ର

ଚନ୍ଦ୍ରକୁ ଚନ୍ଦ୍ରାୟନ-୨ ପଠାଇବ ଭାରତ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଆସନ୍ତା ଜୁଲାଇ ୧୫ ରେ ଭାରତର ଚନ୍ଦ୍ର ଅଭିଯାନ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରାୟନ-୨ କୁ ଉତକ୍ଷେପଣ ନେଇ ବେଶ ଉସôାହିତ ଇସ୍ରୋ...
video

ଉଦ୍ଧାର ହେଲା ସବୁଠୁ ଲମ୍ବା ଅହିରାଜ

ଉଦ୍ଧାର ହୋଇଛି ବିରାଟକାୟ ଅହିରାଜ । ରାୟଗଡା ବ୍ଲକ୍ ହାଟର ସେସଖାଲ ସ୍ଥିତ ଉଷା ଦାସ ଅଙ୍ଗନବାଡି କର୍ମୀଙ୍କ ଘରୁ ୧୮ ଫୁଟର ଅହିରାଜ ଉଦ୍ଧାର ହୋଇଛି । ସାପଟି ଅଙ୍ଗନବାଡି କର୍ମୀଙ୍କ ଘର ଭିତରେ ପଶି ରହିଥିଲା ।...
video

ରେଲୱେ ପୋଲିସର ବର୍ବରତା

ଉତରପ୍ରଦେଶର ଶାମିଲ ସହରରେ ମଙ୍ଗଳବାର ରାତିରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ସାମ୍ବାଦିକ ଗୋଟେ ମାଲବାହୀ ଟ୍ରେନ୍ ର ଲାଇନଚୁ୍ୟତ ହେବା ପରେ ତାର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସାଧା ପୋଷାକରେ ଥିବା ଜିଆରପି ଇନ୍ସପେକ୍ଟର...
video

ଶତ୍ରୁର ମୁଣ୍ଡ କାଟିବା ପରେ…

ପ୍ରଥମେ ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା । ପରେ କଟାମୁଣ୍ଡକୁ ବ୍ୟାଗରେ ଧରି ଥାନା ଆଡେ ମୁହାଁଇଲା ହତ୍ୟାକାରୀ । ମାତ୍ର ଥାନାରେ ଆତ୍ମସର୍ମପଣ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଶାସନ ଥାନା...

ସମସ୍ତେ କରିପାରିବେ ସିଧା ପ୍ରସାରଣ

କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡିବେନି । ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥର ଗୋଟିଏ ନୁହେଁ ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା...

ମୋଦିଙ୍କୁ ୫ ହଜାର କୋଟି ଟଙ୍କା ମାଗିଲେ ନବୀନ

ରବିବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି।...

କିଏ କରିବ ରଥ ଲାଇଭ

ଆଜି ଖୋଲିବ ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣର ବିଡିଂ । ଏହାପରେ ଜଣାପଡିବ କେଉଁ ଟେଲିଭିଜନ ଚ୍ୟାନେଲ କେତେ ଟଙ୍କାରେ ସିଧାପ୍ରସାରଣ ପାଇଁ ଆବେଦନ କରିଛନ୍ତି । ବିଡିଂ ଜରିଆରେ ଅନୁମତି ଦିଆଯିବା ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଗତକାଲି...
video

ମନ୍ତ୍ରୀ ହେବା ପରେ ବି..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ବି ବଦଳିନି ବେଶଭୂଷା । ବଦଳିନି ନିଜ ଦୈନନ୍ଦିନ ଜୀବନର ଚାଲିଚଳଣ । ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥିବା  ଏମଏସଏମଇ ଏବଂ ମତ୍ସ୍୍ୟ ଓ...
- Advertisement -

Latest article

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...