ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ
ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ । ଏନକାଉଣ୍ଟରରେ ରାକେଶର ମୃତ୍ୟୁ ନେଇ ସୂଚନା । ବଣ୍ଡାଘାଟି ପାକନଗୁଡା ଜଙ୍ଗଲରେ ଏନକାଉଣ୍ଟରରେ ରାକେଶର ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ଆନ୍ଧ୍ର...
ନକଲି ତେଲ କାରଖାନା ଠାବ
କଟକରେ ପୁଣି ନକଲି କାରଖାନା ଠାବ । ସଦର ଥାନା ଫୁଲନଖରାର ବମ୍ପକୁଦ ଅଞ୍ଚଳରୁ ପୋଲିସ ଏକ ନକଲି ତେଲ କାରଖାନା ଠାବ କରିଛି । ଆଜି ସକାଳେ ଚଢଉ କରି ପୋଲିସ ସେଠାରୁ ୩୦ ହଜାର ଲିଟର ନକଲି...
ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଗିଫ୍ଟ
ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳ । ସଲମାନ ଖାନଙ୍କ ସହ ଗୋଟିଏ ସୋଫାରେ ବସିଛନ୍ତି ରାନୁ । ଏ ହେଉଛନ୍ତି ସେଇ ରାନୁ ଯିଏ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିଲେ । ଆଉ ଆଜି ତାଙ୍କ ଭାଗ୍ୟ...
ସଉକ୍ ନା ଚର୍ଚ୍ଚିତ ହେବା ପାଇଁ ଏମିତି କାମ
କାହିଁକି ବାରମ୍ବାର ବିବାଦ ଘେରକୁ ଆସୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍ ।ଏହା ତାଙ୍କର ସଉକ୍ ନାଁ ନିଜକୁ ଚର୍ଚ୍ଚିତ କରିବା ପାଇଁ ଏଭଳି କାମ କରୁଛନ୍ତି ପପୁ ।ନିକଟରେ ପପୁଙ୍କ ଅପକମିଂ ଫିଲ୍ମ ମିଷ୍ଟର କହ୍ନେୟା ପୋଷ୍ଟରକୁ...
ଦୟନୀୟ ସ୍ଥିତିରେ ବିଜୁ ସାରଥୀ
ଦିନେ ପିଲାଙ୍କ ପାଠପଢିବା ପାଇଁ ସ୍କୁଲଘର ତିଆରି କରିବାକୁ ନିଜ ଘର ଭାଙ୍ଗି ଇଟା ଦେଇଥିଲେ । ଏବେ ନିଜେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ । ଦିନେ ଗରିବ ଲୋକଙ୍କ ସେବାକୁ ଜୀବନର ବ୍ରତ କରିଥିଲେ,...
ମାଓ ମୁକାବିଲା ବୈଠକ: ଓଡିଶାକୁ ନେଇ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ
ମାଓ ମୁକାବିଲା ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ମାଓ ସ୍ଥିତି ସମୀକ୍ଷା ହେବା ପରେ ମାଓ ଅଧ୍ୟୁଷିତ ଅଂଚଳରେ ଟେଲିଫୋନ ଯୋଗଯୋଗ,ବ୍ୟାଙ୍କିଂ, ରେଳ ଯୋଗାଯୋଗ...
ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ ସିଷ୍ଟମ
ରାଜଧାନୀରେ ଆଉ ଚଳିବନି ହିରୋଗିରି । ମାନିବାକୁ ପଡିବ ଟ୍ରାଫିକର ସବୁ ରୁଲ ଆଣ୍ଡ ରେଗୁଲେସନ । କେବଳ ଟ୍ରାଫିକ ନୁହେଁ ରାସ୍ତାରେ ଯିବା ପାଇଁ ତର ତର ହେଉଥିବା ଚାଳକଙ୍କ ପାଇଁ ଏଣିକି ମହଙ୍ଗା ପଡିବ । ସାପ...
ଦବିଲା ପଳାଶୁଣୀ ଓଭରବ୍ରିଜ୍
ଦବିଲା ପଳାଶୁଣୀ ଓଭରବ୍ରିଜ୍ । ଭୁବନେଶ୍ୱର ପଳାଶୁଣି ଓଭରବ୍ରିଜ ଦବିଯାଇଥିବା ଦେଖିବାକୁ ମିଳିଛି । ହାଇଟେକ ଛକ ନିକଟରେ ଓଭରବ୍ରିଜର କିଛି ଅଂଶ ଦବିଥିବା ଦେଖାଯାଇଛି । ଯାହା ଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଏହି...
ମାଲକାନଗିରି ମୁହାଁ ଶତାଧିକ ଆଦିବାସୀ
ଦାନା ବାନ୍ଧୁଛି ବର୍ଷ ବର୍ଷ ଧରି ଅବହେଳା ବିରୋଧରେ ଅସନ୍ତୋଷ । ମୁହଁ ଖୋଲିବା ପାଇଁ ଏକଜୁଟ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଶହ ଶହ ଆଦିବାସୀ । ବଡଧରଣର ଆନ୍ଦୋଳନ କରିବାକୁ ପିଲାଛୁଆ ଧରି ମାଲକାନଗିରି ଅଭିମୁଖେ...
ପାର୍ସଲ ଖୋଲୁ ଖୋଲୁ ଗର୍ଜନ କରି ବାହାରିଲା ନାଗସାପ
ପାର୍ସଲ ସାଜିଲା ମୃତ୍ୟୁ ଦୂତ । ପାର୍ସଲ ଖୋଲୁ ଖୋଲୁ ଗର୍ଜନ କରି ବାହାରିଲା ନାଗସାପ । ଅଳ୍ପକେ ବର୍ତ୍ତିଲେ ପାର୍ସଲ ଖୋଲିଥିବା ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଚ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର...

















