ଓଡିଶାରେ ମୋଦି
ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୫ଦିନ ବାକି । ଭୋଟ ହାତେଇବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ସମସ୍ତ ଦଳ । ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ କିଛିଦିନ...
ନିର୍ବାଚନ ବେଳେ ଭାଇରାଲ ହେଲା ନେତାଙ୍କ ରୋମାନ୍ସ
ମୁଣ୍ଡ ଉପରେ ଝୁଲୁଛି ନିର୍ବାଚନର ଖଣ୍ଡା । ଆଉ ଏତିକି ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନେତାଙ୍କ ରୋମାନ୍ସ ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରହିଛି ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ...
ଲାଲଗଡରେ ପ୍ରଚାର କଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଓବାଦୀଙ୍କ ଦୁର୍ଗ କୁହାଯାଉଥିବା ମାଲକାନଗିରି କାଲିମେଳାରେ ନିର୍ବାଚନ ପ୍ରଚାର କରିଛନ୍ତି. ନବରଙ୍ଗପୁର ସାଂସଦ ପ୍ରାର୍ଥୀ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ମୁକୁନ୍ଦ ସୋଢୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ବିରୋଧୀଙ୍କୁ...
ପଦ୍ମ ଧରିଲେ ବିଭୁ ତରାଇ
ହାତ ଛାଡି ପଦ୍ମ ଧରିଲେ ବିଭୁ ତରାଇ । ତିର୍ତ୍ତୋଲ ପାଇଁ ବିଭୁଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଭୁ । ଆଜି ବିଜେପି କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି...
ହେଭିୱେଟଙ୍କ ନାମାଙ୍କନ ଦାଖଲ
ତିନିଥର କର୍ପୋରେଟର ଜିତି ଦୁଇଥର ମେୟର ହୋଇଥିବା ଅନନ୍ତ ନାରାୟଣ ଜେନା ଏଥର ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ।...
ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଛିଣ୍ଡୁନି କଂଗ୍ରେସ ଅଙ୍କ । ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା।...
ନବୀନଙ୍କ ହାଇଭୋଲ୍ଟେଜ ରୋଡ ଶୋ
ଟିକେଟ ବଣ୍ଟା ପରେ ଏବେ ପ୍ରଚାର ପାଳି । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ ସବୁ ଦଳର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ରୋଡ ଶୋ କରି ପ୍ରଚାର ମଇଦାନକୁ...
ଉଦଳା ବିଜେଡି ବିଧାୟକ ଶ୍ରୀନାଥଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ
ନ୍ୟାୟ ନପାଇ ଶେଷରେ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ମହିଳା । ମହିଳା ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ । ଆତ୍ମାହୁତି ଉଦ୍ୟମ ବେଳେ ମହିଳାଙ୍କୁ କାବୁ କରିଛନ୍ତି...
କଂଗ୍ରେସର ୨ଟି ଲୋକସଭା ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ପାରାଦୀପରୁ ବାପି ସର୍କେଲ ବେଗୁନିଆ ପାଇଁ...
ବୁଧବାର କଂଗ୍ରେସ ପକ୍ଷରୁ 2ଟି ଲୋକସଭା ଓ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଦୁଇଟି ଲୋକସଭା ଆସନ ଯଥା କଟକ ପାଇଁ ପଞ୍ଚାନନ କାନୁନଗୋ ଛିଡା ହେଉଥିବା ବେଳେ ଯାଜପୁର ପାଇଁ ମାନସ ଜେନା...
୭ଟି ବିଧାନସଭା ଏବଂ ୨ଟି ଲୋକସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡି ଲୋକସଭା ପ୍ରାର୍ଥୀ
ଢେଙ୍କାନାଳ – ମହେଶ ସାହୁ
କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ
ବିଜେଡି ବିଧାନସଭା ପ୍ରାର୍ଥୀ
ଭୁବନେଶ୍ୱର ଉତ୍ତର-ସୁଶାନ୍ତ ରାଉତ
ଭୁବନେଶ୍ୱର ମଧ୍ୟ - ଅନନ୍ତ ନାରାୟଣ ଜେନା
ଖଣ୍ଡପଡା – ସୌମ୍ୟରଂଜନ ପଟ୍ଟନାୟକ
ଆଠମଲ୍ଲିକ – ରମେଶ ସାଏ
ପାଲଲହଡା – ମୁକେଶ ପାଲ
କୋରେଇ - ଅଶୋକ...



















