କଂଗ୍ରେସକୁ ସୁମିତ୍ରାଙ୍କ ବାଏ ବାଏ
ବର୍ତ୍ତମାନ ନିବାଚନୀ ମାହୋଲ ବେଶ ଗରମ ଥିବାବେଳେ କଂଗ୍ରେସକୁ ଲାଗିଛି ବଡ ଝଟକା । ମହିଳାଙ୍କ ପାଇଁ ସ୍ୱର ଉଠାଉଥିବା ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ ତାଲିକାରୁ ତାଙ୍କୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ...
ନୂଆପଡାରେ ନବୀନଙ୍କ ଘୋଷଣା, ଗରିବ ଝିଅଙ୍କ ବାହାଘର ପାଇଁ ୨୫,୦୦୦ଟଙ୍କା ଦିଆଯିବ
ନୂଆପଡ଼ାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ନବୀନ । ଇସ୍ତାହାରରେ ନବୀନଙ୍କ ଫୋକସରେ ରହିଛନ୍ତି ମହିଳା । ମା’ମାନଙ୍କୁ ଗୁରୁତ୍ୱ ଦେଇ ନବୀନ କହିଛନ୍ତି ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ । ବିଜେଡି ଇସ୍ତାହାରରେ ଆମେ...
ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା: କୃଷକଙ୍କ ଆୟ ଦୁଇଗୁଣା କରାଯିବ, ଛୋଟ ଚାଷୀଙ୍କୁ ପେନସନ ସୁବିଧା ମିଳିବ
ସୋମବାର ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂହ ଓ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ଏହି ଘୋଷଣାନାମା ଜାରି ହୋଇଛି ।...
କେନ୍ଦ୍ରକୁ ବିରାଡି ବୈଷ୍ଣବ କହିଲେ ନବୀନ
ରବିବାର ରାୟଗଡା ଗୁଣପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣପୁରରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ଗରିବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା କରିଛନ୍ତି। ତେବେ ସହଯୋଗ...
କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା
ରବିବାର ଦିନ ରାଜ୍ୟର ନଅଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପାର୍ଟି ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଛି।
ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ ସାଲେପୁର- ରବୀନ୍ଦ୍ରନାଥ କର
ବଡ଼ଚଣା- ସୀତାକାନ୍ତ ମହାପାତ୍ର ଭଦ୍ରକ- ନଳୀନିକାନ୍ତ ମହାନ୍ତି
ଧର୍ମଶାଳା- କିଷାନ ପଣ୍ଡା
ବାଲିକୁଦା-ଏରସମା- ଡାକ୍ତର ଲଲାଟେନ୍ଦୁ ମହାପାତ୍ର
ମହାକାଳପଡ଼:...
ଜଗତସିଂହପୁରରେ ବିଗ୍ ଫାଇଟ୍
ଜମୁଛି ରାଜନୀତି । ଲୋକସଭା ଆସନକୁ ନିଜ ଆଡକୁ ଟାଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବାଛି ସାରିବା ପରେ ଜମୁଛି ଜଗତସିଂହପୁର ନିର୍ବାଚନମଣ୍ଡଳୀ । ବିଜେଡିରୁ ଲୋକସଭା ଆସନ ପାଇଁ ରାଜଶ୍ରୀ ମଲ୍ଲିକ...
ନବୀନଙ୍କୁ ସୁରଙ୍କ ଚ୍ୟାଲେଞ୍ଜ, ମୋ ସହ ଦୌଡିପାରିବ ?
କଂଗ୍ରେସର ଜଟଣୀ ବିଧାୟକ ପ୍ରାର୍ଥୀ ସୁର ରାଉତରାୟ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସୋସିଆଲ ମିଡିଆରେ ନବୀନଙ୍କ ଫିଟନେସ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଭବନ ଠାରେ ଆୟୋଜିିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁର ନବୀନଙ୍କୁ ଏମିତି...
ବିଜେପିର ପ୍ରାର୍ଥୀ ଘୋଷଣା, ଜଗତସିଂହପୁରରୁ ଲଢିବେ ବିଭୁ ତରାଇ
କେନ୍ଦ୍ରାପଡା ବିଧାନସଭା ପାଇଁ ସୁନାକର ବେହେରା
ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇ
କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକ
କୁଆଡେ ଗଲା ଦୁଇଗୁଣ ଏମଏସପି ? ରେଳଲାଇନ ? ନବରଙ୍ଗପୁରରେ ନବୀନଙ୍କ ପ୍ରଶ୍ନବାଣ
ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଛନ୍ତି ବିଜେଡ଼ି ସୁପ୍ରିମୋ । ନବରଙ୍ଗପୁର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ । ନିଜର ଅଭିଭାଷଣରେ ଚାଷୀ ଉପରେ...
ଓଡିଶା ଲୋକଙ୍କ ପାଇଁ ଫାଇଟ୍ କରିବାକୁ ରେଡି
ପୁଣି ଚର୍ଚ୍ଚାରେ ବିଜେଡ଼ି ସୁପ୍ରିମୋ ନବୀନ । ହାଇଟେକ୍ ବସ୍ ରେ ବସି ପ୍ରଚାର ମଇଦାନଙ୍କୁ ଓହ୍ଲାଇଥିବା ନବୀନ ଏବେ ଫିଟ୍ ରହିବା ମନ୍ତ୍ର ଦେଇ ଚର୍ଚ୍ଚା ମଧ୍ୟକୁ ଆସିଛନ୍ତି । ମୋଦିଙ୍କ ପରେ ଏବେ ଭାଇରାଲ ହୋଇଛି ନବୀନଙ୍କ...


















