31.7 C
Bhubaneswar
Friday, July 31, 2026
-Advertisement-

ବାପା ବିଜେଡି ସାଂସଦ, ପୁଅ ଗଲେ ବିଜେପିକୁ

ପଦ୍ମ ଧରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
video

ପରଲୋକରେ ଦାମ ରାଉତଙ୍କ ପତ୍ନୀ

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତାଙ୍କ ପରଲୋକ ହୋଇଛି. ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁ ବେଳକୁ ସ୍ନେହଲତାଙ୍କୁ 72 ବର୍ଷ ବୟସ ହୋଇଥିଲା. ତେବେ ଦୀର୍ଘ ଦିନ ଧରି ଅସୁସ୍ଥ...

ବିଜେଡି ଛାଡିଲେ ପ୍ରତ୍ୟୁଷା ଓ ପୂର୍ଣ୍ଣଚନ୍ଦ୍ର

ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ. ଟିକଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ଆଜି ଦଳରୁ  ଇସ୍ତଫା ଦେଇଛନ୍ତି. ଦଳ ପ୍ରତି ଆନୁଗତ୍ୟକୁ ଅଣଦେଖା କରାଯାଇଛି ଏବଂ ଗତ ପାଞ୍ଚବର୍ଷ ଭିତରେ ସେ...
video

ନାମାଙ୍କନ ଦାଖଲ କଲେ ନବୀନ

ଗତ 19 ବର୍ଷ ଧରି କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠ ଦର୍ଶନ କରିଥିଲେ. ...

ପୋଲ୍ ଆଇ ସର୍ଭେ ରିପୋର୍ଟ : ବିଜେଡିକୁ ମିଳିବ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା

ଓଡିଶାକୁ ପୂର୍ବଭାରତର ବିକାଶର ଦ୍ୱାର କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଗସ୍ତ ସତ୍ତ୍ୱେ ୨୦୧୯ ନିର୍ବାଚନରେ ନବୀନଙ୍କୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିବ । ପୋଲ ଆଇ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ...

ବିଜେପିର ମିଛ ଦସ୍ତାବିଜ୍ :ବିଜେଡି

କର୍ଣ୍ଣାଟକ ପରେ ଓଡିଶାରେ ଜାଲ୍ ଗୁଇନ୍ଦା ରିପୋର୍ଟ ଆଧାରରେ ବିଜେପି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି । ବିଜେପିର ଏହି ଚାଲ୍ କାମ ଦେବନାହିଁ ଏବଂ ଏହା ବିରୋଧରେ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି ଦଳର ମୁଖପାତ୍ର...
video

ପ୍ରାର୍ଥୀ ନ ବଦଳାଇଲେ ଭୋଟ୍ ବର୍ଜନ କରିବାକୁ ଧମକ

କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ କଲା ଜିଲ୍ଲା ବିଜେଡି. କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ  ବିଜେଡି ଜିଲ୍ଲା ସଂଗଠନ ପକ୍ଷରୁ ଅଚ୍ୟୁତଙ୍କୁ ଜୋରଦାର ବିରୋଧ କରାଯାଇଛି. ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ ନ...

ବିଜେଡି ଛାଡିଲେ କୁସୁମ

ଟିକଟକୁ ନେଇ ଏବେ ବିଜେଡିରେ କସରତ ଚାଲିଥିବା ବେଳେ ନବୀନ ନିବାସରେ ନେତାଙ୍କ ଭିଡ ଲାଗିରହିଛି. ଏହା ଭିତରେ ସୁନ୍ଦରଗଡ ବିଜେଡି ନେତ୍ରୀ କୁସୁମ ଟେଟେ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି. ପ୍ରାର୍ଥୀ ଚୟନରେ ସେ ଅସନ୍ତୋଷ ପ୍ରକାଶ କରି...
video

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ବ୍ରହ୍ମପୁରରୁ ଲଢିବେ ଚନ୍ଦ୍ରଶେଖର

ସୋମବାର ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଙ୍ଗଳବାର କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି. 6ଟି ଲୋକସଭା ଓ36ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି. ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କ...
video

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ହିଂଜିଳି ଓ ବିଜେପୁରରୁ ଲଢିବେ ନବୀନ

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...