ଶସ୍ତା ହେବ ସିମେଣ୍ଟ, କଂପ୍ୟୁଟର, ଭିଡିଓ ଗେମ୍ … ଖସିଲା ଜିଏସଟି ସ୍ଲାବ୍
ଶେଷରେ ସରକାର ଚଢା ଟିକସରେ ଟିକେ କୋହଳ କରିବାକୁ ନିଷ୍ପତ୍ତି ନେଲେ. ଶନିବାର ବସିଥିବା ଜିଏସଟି କାଉନସିଲ ବୈଠକରେ 33ଟି ସାମଗ୍ରୀ ଉପରେ ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି. ଯେଉଁ ସବୁ ଦ୍ରବ୍ୟ ଉପରେ ପୂର୍ବରୁ 28, 18...
ଓଡିଶା ଆସୁଛନ୍ତି କେସିଆର
ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ. ସପରିବାର ସହ ସେ ଓଡିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରିବେ . ତେବେ କେସିଆରଙ୍କ ଓଡିଶାଗସ୍ତକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି. ରବିବାର ସେ ଓଡିଶା...
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି
ଚାଷୀଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର. ଯୋଜନାର ନାଁ ଦିଆଯାଇଛି ‘କାଳିଆ’. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଚାଷୀଙ୍କ ପାଇଁ ‘କାଳିଆ’ (କୃଷକ ଆସିଷ୍ଟାଣ୍ଟ୍ସ ଫର୍...
ବଢୁଛି ଆତ୍ମବିଶ୍ୱାସ !
ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଚୌକୀରେ ବସିବା ପାଇଁ ସଜ ହେଲେଣି. ଗତ ଅଠରବର୍ଷ ଧରି ଯାହା ହୋଇପାରିନଥିଲା, ଏଥର ନିରଞ୍ଜନ କରି ଦେଖେଇବେ ବୋଲି ସାହସ କୁଳେଇଲେଣି. ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ...
ସୋହରାବୁଦ୍ଦିନ୍ ମାମଲା: ପ୍ରମାଣ ପାଇଲାନି ସିବିଆଇ
2005 ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ ଓ ତୁଲସୀରାମ ମାମଲାରେ ପ୍ରମାଣ ଅଭାବରୁ ମୁମ୍ବାଇ କୋର୍ଟ ସମସ୍ତ 22 ଜଣ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି. ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ପରିମାଣର ସାକ୍ଷୀ ପ୍ରମାଣ...
ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ଅଫିସର ସଂଘ ଏହି ବନ୍ଦ ଡାକରା ଦେଇଛି । ବେତନ ସଂଶୋଧନ ଓ ସରକାରୀ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଧର୍ମଘଟ କରାଯାଉଛି । କେବଳ ସୋମବାରକୁ...
୨୪ରେ ଆସୁଛନ୍ତି ମୋଦି
ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳୀୟ ବିଫଳତା ପରେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବହୁ ଆଗରୁ ପୂର୍ବ ଭାରତରେ ଓଡିଶାକୁ ଫୋକସ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା...
ପ୍ରେମ ନୁହେଁ ପ୍ରବଞ୍ଚନା
ପ୍ରେମରେ ବିଶ୍ୱାସ କରୁଥିଲା ପ୍ରେମିକା । ଏତେ ବିଶ୍ୱାସ କରୁଥିଲା ଯେ, ଶେଷରେ ନିଜ ଘର ଛାଡି ପ୍ରେମିକ ସହ ଚାଲି ଆସିଥିଲା ପ୍ରେମିକା । ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ସ୍ୱପ୍ନ ଦେଖୁଥିଲା ସେ...
ପଛୁଆ ଅଞ୍ଚଳର ଝିଅଙ୍କ ପାଇଁ ଉଦାହରଣ
ପଛୁଆ ଗାଁର ଆଗୁଆ ଝିଅ ପ୍ରଭାତି ଝୁଡିଆ । ଝୋଡିଆ ସମ୍ପ୍ରଦାୟର ପ୍ରଭାତି ନାରୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ସେ ପାଇଛନ୍ତି ଓଏଏସ । ରାୟଗଡା ଜିଲ୍ଲା କାଶୀପୁର...
ସର୍ଗିଫୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜଧାନୀ ଭୁବନେଶ୍ୱରରେ ସର୍ଗିଫୁଲ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ୟୁନିଟ୍ ୧ରେ ତିନିଦିନ ଧରି ଚାଲିବ। ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲାରୁ ଅନୁସୂଚିତ ଜାତି...









