25.8 C
Bhubaneswar
Monday, July 27, 2026
-Advertisement-

ବିଜେପି ଯିବେ ବୈଜୟନ୍ତ !

ବିଜେପିରେ ଯୋଗ ଦେଇପାରନ୍ତି ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ବୈଜୟନ୍ତ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ...
video

ଆରମ୍ଭ ହେଲା ଅପରାଜିତାଙ୍କ ରାଜ୍..

ଆଇଏଏସ ଚାକିରି ଛାଡି ଅପରାଜିତା ବିଜେପିରେ ଯୋଗଦେବା ପରେ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହଙ୍କ ଠାରୁ ବର ପାଇ ଆସିଥିବାରୁ ଅପରାଜିତାଙ୍କ ପ୍ରଭାବ...

ଚାଷୀ ପାଇଁ କାନ୍ଦିବେ ସମସ୍ତେ!

ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବା ପଛରେ କାମ କରିଛି ଚାଷୀ ପ୍ରସଙ୍ଗ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରକୁ ଆସିଲା । ତେଣୁ ୨୦୧୯ରେ...

ଆଇପିଏଲ ଅକ୍ସନ ୨୦୧୯: ଉନାଦକତ ଦାମୀ ଖେଳାଳୀ, ଅଲୋଡା ହେଲେ ଯୁବରାଜ

2019 ଆଇପିଏଲର 12ତମ ସିଜିନ ପାଇଁ ଚଳିତ ବର୍ଷର ଖେଳାଳୀଙ୍କ ନିଲାମୀ ପ୍ରକ୍ରିୟା ଜୟପୁର ଠାରେ ଆରମ୍ଭ କରାଯାଇଛି. ତେବେ ଭାରତୀୟ ଖେଳାଳୀଙ୍କୁ 2 କୋଟିରୁ ଅଧିକ ମୂଲ୍ୟ ସ୍ଥାନରେ ସ୍ଥାନ ମିଳିନାହିଁ. ସମୁଦାୟ ଉପରେ 351 ଜଣ କ୍ରିକେଟର...
video

ମହିଳା ଆଇଏଏସ ଅଫିସରଙ୍କୁ ବିଜେପି ବିଧାୟକଙ୍କ ନାଲି ଆଖି

‘ମୁଁ ଜଣେ ବିଧାୟକ, ମୋର କ୍ଷମତା କେତେ ତମେ ଜାଣିନାହଁ’ । ଫତେପୁର ସିକ୍ରିର ବିଜେପି ବିଧାୟକ ଉଦୟଭାନ ଚୌଧରି ଆଗ୍ରାର ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଗାରିମା ସିଂଙ୍କୁ ଏମିତି ଢଙ୍ଗରେ ଧମକ୍ ଦେଉଥିବା କ୍ୟାମେରାରେ ରେକର୍ଡ ହୋଇଛି । ବିଧାୟକଙ୍କ...

ଚାମ୍ପିଅନ ପଦ୍ମିନୀ

ଓଡିଆ ଚେସ୍ କୁଇନ ପଦ୍ମିନୀ ରାଉତଙ୍କୁ ମିଳିଛି ସଫଳତା । ଏସିଆନ ମହିଳା ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପଦ୍ମିନୀ । ଫିଲଫାଇନ୍ସରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୯ଟି ରାଉଣ୍ଡରୁ ୭ ପଏଣ୍ଟ ପାଇଁ ଚାମ୍ପିୟନ ହୋଇଛନ୍ତି ସେ । ଏଥିସହ...

କୋହଲା ପାଗକୁ ଅସହ୍ୟ ଶୀତ

ଦୁର୍ବଳ ହେଉଛି ବାତ୍ୟା ‘ପେଥାଇ’। ବାତ୍ୟା ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି । କିନ୍ତୁ ବାତ୍ୟା ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହେବାର ସମ୍ଭାବନା...

ଦଳିତ ନାବାଳିକାକୁ ବି ଛାଡିଲେନି

ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ନାରୀ । ପୋକ୍ସୋ ଆକ୍ଟରେ ସଂଶୋଧନ ପରେ ଦଣ୍ଡ କଠୋର ହୋଇଥିଲେ ବି ଅପରାଧ ମାନସିକତାକୁ ରୋକିବାରେ ସକ୍ଷମ ହୋଇପାରିନାହିଁ । କେବଳ ପ୍ରାପ୍ତ ବୟସ୍କା ଯୁବତୀ ନୁହଁନ୍ତି, କୋମଳମତୀ ନାବାଳିକା ଓ ଶିଶୁକନ୍ୟା...

ରାହୁଲଙ୍କ ଉପରେ ବର୍ଷିଲେ, ନବୀନଙ୍କୁ କଟାକ୍ଷ କଲେ

ରାଫେଲ ଡିଲରେ ଦୁର୍ନୀତି ହୋଇଥିବା କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶବାସୀଙ୍କୁ ଭ୍ରମରେ ପକାଇଛନ୍ତି । ମାତ୍ର ସୁପ୍ରିମକୋର୍ଟ ଫୈସଲା ପରେ ରାହୁଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ...

ଚାଷୀଙ୍କ ପାଇଁ ସଂସଦ ଆଗରେ ବିକ୍ଷୋଭ କରିବ ବିଜେଡି

ଦେଶରେ ଏବେ ମୁଖ୍ୟ ସମସ୍ୟା ପାଲିଟିଛି ଚାଷୀ ପ୍ରସଙ୍ଗ । ଆସନ୍ତା ସାଧାରଣ ନିର୍ବାଚନରେ ଏହାକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଋଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ଆଜି...
- Advertisement -

Latest article

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ

ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪...

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...