ଆମେରିକାରେ ସଟଡାଉନ୍ ଯୋଗୁ ଅର୍ଥନୀତିରେ ୭ ବିଲିୟନ ଡଲାରର କ୍ଷତି
ଆମେରିକାରେ ଇତିହାସର ସବୁଠାରୁ ଲମ୍ବା ସରକାରୀ ସଟଡାଉନର ସମ୍ମୁଖୀନ ହେଉଛି । ଆମେରିକାରେ ଦୀର୍ଘ ୩୬ ଦିନ ହେଲାଣି ଚାଲିଛି ସଟଡାଉନ । ସଟଡାଉନ ଅକ୍ଟୋବର ୧ ତାରିଖରେ ଆରମ୍ଭ ହୋଇଛି ।ମେକ୍ସିକୋ ସୀମାରେ ଏକ ପ୍ରାଚୀର...
ଲାଞ୍ଚ ନେଇ ଧରାପଡିଲେ କେନ୍ଦୁଝରର DSSO
ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ।କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଜିଲ୍ଲାର ବିଭିନ୍ନ ଏନଜିଓ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ଲାଞ୍ଚ...
RI ପରୀକ୍ଷାରେ ହେଲା ସର୍ଭର ଡାଉନ୍
ଆଜି ଆରଆଇ ଓ ଅମିନ ପାଇଁ ଅନଲାଇନ୍ ପରୀକ୍ଷା ଥିଲା । ସକାଳ ୮ଟାରେ ପ୍ରଥମ ସିଟିଂ ପରୀକ୍ଷା ହୋଇଥାଆନ୍ତା । RI ଓ ଅମିନ ପରୀକ୍ଷା ହେବା ପୂର୍ବରୁ ବଡ଼ ଅସୁବିଧା...
୫୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରଦୀପ ସିଂହଙ୍କ ଘରେ ରେଡ୍
ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ କମ୍ପାନୀର ମାଲିକ ପ୍ରଦୀପ ସିଂହଙ୍କ ଘରେ ରେଡ୍। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ବର୍ତ୍ତମାନ ପର୍ଯ୍ୟନ୍ତ ଇଡିକୁ କେତେ ପରିମାଣର ତଥ୍ୟ ମିଳିଛି । ସେନେଇ କୌଣସି...
ଖୱାଜା ଆସିଫ୍ଙ୍କ ଯୁଦ୍ଧ ଧମକ
ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ନୂତନ ଶାନ୍ତି ଆଲୋଚନା ଆରମ୍ଭ ହେବାକୁ ଥିବାବେଳେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ତାଲିବାନ ସରକାରକୁ ଏକ କଡ଼ା ସତର୍କତା ଜାରି କରି ସାମରିକ କାର୍ଯ୍ୟାନୁଷ୍ଠାନର...
ଲୋକୋ ପାଇଲଟଙ୍କ ଭୁଲ ପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା
ଛତିଶଗଡ଼ର ବିଳାସପୁରରେ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା ମେମୁ ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଲା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କଣ...
ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା
ଆମେରିକାର ଲୁଇସଭିଲରେ ହୋଇଛି ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୭ ମୃତ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି। । UPS ଫ୍ଲାଇଟ୍ ୨୯୭୬ ମାଲବାହୀ ବିମାନ ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରାସ ହୋଇଛି...
ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା କଟକ-୨୦୨୫
ଆଜି ଉଦ୍ଘାଟନ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିବେ, ଏହା ପରେ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଐତିହାସିକ...
ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଲା ଟ୍ରେନ
କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗାରେ ବୁଡ଼ ପକାଇବା ପୂର୍ବରୁ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ମିର୍ଜାପୁରର ଚୁନାର ରେଳ ଷ୍ଟେସନରେ ପ୍ରାୟ ୬ଜଣ ତୀର୍ଥଯାତ୍ରୀ ଟ୍ରେନ୍ ଚକରେ କଟି ମୃତ୍ୟୁବରଣ...
ଡବଲ ହେବ ପେନସନ
କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଅବଶିଷ୍ଟ ଦୁଇ ସଦସ୍ୟଙ୍କ ନାଁ ଘୋଷଣା କରିବା ସହ ଏହାର ପ୍ରକ୍ରିୟାକୁ ନେଇ ସୂଚନା ଦେଇଛନ୍ତି । ନୂଆ ବେତନ ଆୟୋଗ ଗଠନର ଉଦ୍ଦେଶ୍ୟ ବେତନ ବୃଦ୍ଧି ପାଇଁ...


















