28.3 C
Bhubaneswar
Tuesday, July 28, 2026
-Advertisement-

ସୁନ୍ଦରଗଡ଼ରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା

ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସାତ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ମୃତଦେହଟିକୁ ଜଙ୍ଗଲରେ ଫୋପାଡ଼ି ଦେଇଛି ଦୁର୍ବୁତ୍ତ। ମୃତ ନାବାଳିକା ଝିଅଟି ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସେ ତାଙ୍କ...

ଛତିଶଗଡରେ ଆତ୍ମସମର୍ପଣ କଲେ ୧୦୮ ନକ୍ସଲ

ଆଜି ଛତିଶଗଡ ବସ୍ତରରେ ଆତ୍ମସମର୍ପଣ କରିଛନ୍ତି ୧୦୮ ନକ୍ସଲ। ଲାଲଗଡ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ ୩ କୋଟି...

ଗୁଜରାଟ ଆସୁଥିବା ଜାହାଜ ଉପରେ ଆକ୍ରମଣ; ୩ ନିଖୋଜ

ମଧ୍ୟପ୍ରାଚ୍ୟର ସମୁଦ୍ର ପଥ ଦେଇ ଗୁଜରାଟ ଅଭିମୁଖେ ଆସୁଥିବା ଏକ କାର୍ଗୋ ଜାହାଜ ଉପରେ ହୋର୍ମୁଜ ଷ୍ଟ୍ରେଟ୍ ନିକଟରେ ଆକ୍ରମଣ ହୋଇଛି । ଏଥିରେ ଥିବା ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଓ ଥାଇଲାଣ୍ଡର...

ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ ଡ୍ରୋନ ଆଟାକ କଲା ଇରାନ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବୁଧବାର ଇରାନ ଦୁବାଇର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ କରିଛି । ଏଥିରେ ଜଣେ ଭାରତୀୟ ସମେତ ଚାରି ଜଣ ଆହତ...

ଫୁଲବାଣୀରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ

ଆଜି ଫୁଲବାଣୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୧୦ ଜଣ ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଅଟନ୍ତି ଏବଂ ତିନି ଜଣ ପୁରୁଷ ଅଟନ୍ତି । ଦିନକୁ ଦିନ...

ଭାରତୀୟ ନୌସେନାର ଆଦର୍ଶ କୁମାର ପାକିସ୍ତାନର ଗୁପ୍ତଚର

ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଆଦର୍ଶ କୁମାରଙ୍କୁ ଗିରଫ୍ କରିଛି ପୋଲିସ୍ । ସେ ଆଇଏସଆଇକୁ ଭାରତ ବିରୋଧୀ...

ଭିଜିଲାନ୍ସ ଜାଲରେ ପଡ଼ିଲେ OAS ବାବୁ

କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ କରିଛି ରେଡ୍ ଏବଂ ରେଡ୍ ବେଳେ ଜବତ ହୋଇଛି ୭ କୋଟିରୁ ଅଧିକ ଜମା ଟଙ୍କା, ନଗଦ ୨ ଲକ୍ଷ ୧୫ ହଜାର...

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଲେ ପ୍ରଧାନମନ୍ତ୍ରୀ

ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଯେପରି ଭାରତୀୟ ନାଗରିକଙ୍କ ଉପରେ ନ ପଡ଼େ ସେଥିପାଇଁ ଧ୍ୟାନ ଦେବାକୁ...

+ ୨ ପରୀକ୍ଷାର୍ଥୀଙ୍କୁ ମିଳିବ ମାର୍କ ବୃଦ୍ଧି ସୁଯୋଗ

ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମାର୍କରେ ଉନ୍ନତି ପାଇଁ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ...

ମଧ୍ୟପ୍ରାଚ୍ୟରେ ଫସିରହି ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଅନୁରୋଧ କଲେ ନବୀନ

ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବାକୁ ଅପିଲ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ୍ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...