ଅଲଗା ହେବେ ଏହି ଯୋଡି
ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ବନ୍ଧା ହୋଇଥିବା ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହେବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସେ ଆଉ ତାଙ୍କ ଘରେ ରହିବେ ନାହିଁ । ଶିଳ୍ପା ରାଜଙ୍କ ଘର ଛାଡିଦେବେ । ଦୁଇ ପୁଅ-ଝିଅଙ୍କ...
କ୍ରାଇମ, ଥ୍ରୀଲରକୁ ନେଇ ନୂଆ ସର୍ଟ ଫିଲ୍ମ
ଓଡିଶାରେ ଧିରେ ଧିରେ ସଟ୍ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳୁଛି । ଆଉ ଲୋକେ ସିନେମାହଲ୍ ନୁହେଁ, ଘରେ ବସି ମୋବାଇଲରେ ସଟ୍ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଲୋକଙ୍କ ରୁଚିକୁ ନଜରରେ ରଖି ଯୁବ ଫିଲ୍ମ ମେକରମାନେ...
ବର୍ଷାଙ୍କ ଜନ୍ମଦିନରେ ଅନୁଭବଙ୍କ ଟୁଇଟ୍
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଏନେଇ ଟୁଇଟ ମାଧ୍ୟମରେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ସେ ଲେଖିଛନ୍ତି , ଭଲ ସ୍ୱାମୀ-ସ୍ତ୍ରୀ ନହୋଇପାରିଲେ ମଧ୍ୟ ଚିରଦିନ...
‘ଜଗନ୍ନାଥ ହୋ’ ଭଜନ ପ୍ରତିଯୋଗିତାର ଅଡିସନ ରାଉଣ୍ଡରେ ଭାଗ ନେଲେ ପ୍ରତିଯୋଗୀ
ଓଡିଆ ଡିଜିଟାଲ ଚ୍ୟାନେଲ ‘ତକ୍ଷକ ଟିଭି’ ପକ୍ଷରୁ ରଥଯାତ୍ରା ଅବସରରେ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ପାଇଁ ପ୍ରତିଯୋଗୀଙ୍କ ନାମ ପଂଜିକୃତ ହୋଇଛି । ଘରେ ରହି ପ୍ରତିଯୋଗୀମାନେ ଶ୍ରୀଜଗନ୍ନାଥଙ୍କ ଭଜନ ରେକର୍ଡିଂ କରି ଆମ ପାଖକୁ...
ଛିଡିଲା ୧୫ ବର୍ଷର ସମ୍ପର୍କ
ଅଲଗା ହୋଇଗଲେ ବଲିଉଡର ଆମିରଖାନ ଓ ପତ୍ନୀ କିରଣ ରାଓ । ଉଭୟଙ୍କ ଭିତରେ ବିବାହ ବିଚ୍ଛେଦ ହୋଇଛି । ଏନେଇ ଉଭୟ ଘୋଷଣା କରିଛନ୍ତି । ୨୮ ଡିସେମ୍ବର୨୦୦୫ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।...
ବିବାହ ବନ୍ଧନରେ ବାନ୍ଧି ହେଲେ ୟାମି ଗୌତମ
ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ । ପିଲ୍ମ ‘Uri’ର ଡାଇରେକ୍ଟର ଆଦିତ୍ୟ ଧର୍ଙ୍କୁ ବିବାହ କରିଛନ୍ତି ୟାମି। ଅତି ଘନିଷ୍ଠ ଲୋକଙ୍କୁ ନେଇ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର...
‘ତାଉକ୍ତେ’ର ମଜା ଉଠାଇଲେ ଦୀପିକା
'ତାଉକ୍ତେ' ବାତ୍ୟାର ସୁ ସୁ ଗର୍ଜନରେ ଯେତେବେଳେ ଲୋକେ ଭୀତତ୍ରସ୍ତ ଥିଲେ, ଗୋଟିକ ପରେ ଗୋଟିଏ ଗଛ ଯେତେବେଳେ ଭାଙ୍ଗି ପଡୁଥିଲା, ସେତେବେଳେ ବାତ୍ୟାର ମଜା ନେବାକୁ ଭୁଲି ନଥିଲେ ଦୀପିକା ସିଂ । ଦିୟା ଔର ବାତି ହମ୍...
ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଳ୍ପୀ ସୋହିନୀ
ଲକଡାଉନରେ ବିବାହ କରିଛନ୍ତି କଣ୍ଠଶିଳ୍ପୀ ସୋହିନୀ ମିଶ୍ର । ଗତ ୯ ତାରିଖ ରବିବାର ଦିନ ଭୁବନେଶ୍ୱର ଘାଟିକିଆ ନିକଟ କଳିଙ୍ଗ ନଗରର ଏକ କଲ୍ୟାଣ ମଣ୍ଡପରେ ତାଙ୍କ ବାହାଘର ସମ୍ପନ୍ନ ହୋଇଛି । ରବିବାର ସଟଡାଉନ ଥିବାରୁ...
କରୋନା କବଳରେ ସୋନୁ ସୁଦ୍
କରୋନା କବଳରେ ଅଭିନେତା ସୋନୁ ସୁଦ୍ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବାନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ୱାରେଣ୍ଟିନ୍ରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା...
ବାବୁସାନଙ୍କ ଘରେ ଜୁନିଅର ବାବୁ
ଓଲିଉଡ ହିରୋ ବାବୁସାନ୍ ବାପା ହୋଇଛନ୍ତି । ଓଡିଆ ଫିଲ୍ମରେ ବାବୁସାନଙ୍କ ଚକୋଲେଟ ଚେହେରାକୁ ଦେଖି ଦର୍ଶକ ଖୁବ୍ ପସନ୍ଦ କରନ୍ତି । ମଙ୍ଗଳବାର ବାବୁସାନ୍ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ତୃପ୍ତି ଭୁବନେଶ୍ୱରର ପଟିଆ...


















