ଭୁବନେଶ୍ବରରେ ଶହେ ଟପିଲା
ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା I ଆଜି ଭୁବନେଶ୍ବରରୁ ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଛି I ତେବେ ଏମାନଙ୍କ ମଧ୍ୟରୁ ଆକ୍ଟିଭ କେସ୍ ସଂଖ୍ୟା 42 ରହିଛି...
ପ୍ଲାଜମା ଥେରାପି ବେଆଇନ
ପ୍ଲାଜମା ଥେରାପି ବେଆଇନ । ଏହା କେବଳ ଗବେଷଣା ପ୍ରକ୍ରିୟା ଭିତରେ ରହିଛି ଏବଂ ଏହାକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଏହାର ଭୁଲ୍ ପ୍ରୟୋଗ ଦ୍ବାରା ରୋଗୀର ଜୀବନ ସଂକଟାପନ୍ନ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ...
ଏକଲକ୍ଷ ରାପିଡ ଟେଷ୍ଟ ହେବ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି I ଏକଲକ୍ଷ ରାପିଡ ଟେଷ୍ଟ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ସେଥିପାଇଁ ଆଉ ତିନୋଟି ହସପିଟାଲରେ କରୋନା ପରୀକ୍ଷା କରିବାକୁ...
ତ୍ୱଚାକୁ ଚମକାଇବ ଗୁଡ
ସୁନ୍ଦର ଚେହରା କିଏ ବା ନ ଚାହେଁ । ସୁନ୍ଦର ଚେହେରା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ସେ କୈାଣସି ପାର୍ଟି ହେଉ ବା ଫଙ୍କସନ୍ । ସମସ୍ତେ ନିଜକୁ ଅନ୍ୟଠାରୁ କିଛି ଅଲଗା ଦେଖାଯିବାକୁ...
ସିଗାରେଟ୍ ଛାଡିବାର କିଛି ଘରୋଇ ଉପଚାର, ଜାଣିବା ପାଇଁ ପଢନ୍ତୁ
ସିଗାରେଟ ସେବନ ସ୍ୱାସ୍ଥ୍ୟ ପାଇଁ ହାନୀକାରକ | ସିଗାରେଟ ସେବନ କଲେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ହେବାର ସମ୍ଭାବନା ରହିଛି | କିଛି ଲୋକ ତ ସିଗାରେଟ ସେବନ ସୌଖିନ ପାଇଁ ବ୍ୟବହାର କରୁଥିବା ବେଳେ, ଆଉ କିଛି...
ଚାକିରୀ ପାଇଁ ବାହାର ରାଜ୍ୟକୁ ଯିବେନି ଛାତ୍ରଛାତ୍ରୀ
ନୂଆ ସରକାର ଗଠନ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଡାକି ତାଗିଦ କରିବା ସହ ପ୍ରତି ମାସରେ କେଉଁ ବିଭାଗରେ କଣ କାର୍ଯ୍ୟ ହେଉଛି ତାର ଏକ ରିପୋର୍ଟ ଦାଖଲ ଏବଂ...
ଗୋଟିଏ କ୍ୟାପସୁଲରେ ନିୟନ୍ତ୍ରଣ ହେବ ଡାଇବେଟିସ
ଗତ କିଛି ବର୍ଷ ଧରି ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି. ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଦିନରେ ଅତି କମରେ ଇନସୁଲିନର ଦୁଇଟି ଇନଜେକ୍ସନ ନେବାକୁ ପଡିଥାଏ....
ଆର୍ନ୍ତଜାତିକ ହେଲଥ ମେଡିକନ ସମ୍ମିଳନୀ
ଆର୍ୟୁବେଦ ଓ ଅନ୍ୟାନ୍ୟ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବ୍ୟାପକ ଗବେଷଣା କରାଯିବା ଆବଶ୍ୟକ ରହିଛି । ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଥିବାରୁ ସରକାର ଏହିସବୁ ଚିକିତ୍ସା ଉପରେ ଗୁରୁତ୍ୱ ଦେବା...
ଜୋମାଟୋରୁ ଖାଦ୍ୟ ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ ସତର୍କ
ବର୍ତ୍ତମାନ ସମୟକୁ ଦେଖିଲେ ସମସ୍ତେ ପ୍ରାୟ ସବୁ କାମ ଅନଲାଇନ କରିବାକୁ ପସନ୍ଦ କରୁଛନ୍ତି. ସେ ସପିଂ ହେଉ ଅବା ଖାଦ୍ୟ ଅର୍ଡର. ହେଲେ ଆପଣ ନିଶ୍ଚିତ ହୋଇ କହିପାରିବେ କି, ଆପଣ ଯେଉଁ ଖାଦ୍ୟ ଅର୍ଡର କରୁଛନ୍ତି, ତାହା...
ପେଟର ଚର୍ବି କମାଇବେ କିପରି ?
ଆଜି କାଲିର ଯୁବପୀଢି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣଉଛନ୍ତି. ଡାଏଟ କରିବା ସହ ଜିମ୍ ମଧ୍ୟ ଯାଉଛନ୍ତି. ହେଲେ ପେଟରୁ ଚର୍ବି ହ୍ରାସ ହୋଇପାରୁନାହିଁ କି ଓଜନ ମଧ୍ୟ କମୁନାହିଁ. ଆଜି ଆମେ...