ଭୁବନେଶ୍ବର ଏମ୍ସରେ 300ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍
ଭୁବନେଶ୍ବର ଏମ୍ସ ହସପିଟାଲରେ 300ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ହସପିଟାଲର ବହୁ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 70 ରୁ ଅଧିକ ଡାକ୍ତର, 60 ରୁ ଅଧିକ ନର୍ସିଂ କର୍ମଚାରୀ...
170ରେ ପହଞ୍ଚିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ଆଉ 67 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 170ରେ ପହଞ୍ଚିଛି । ଓମିକ୍ରନ ଚିହ୍ନଟ ସଂପର୍କରେ ଆଇଏଲଏସ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି ।...
ଚିହ୍ନଟ ହେଲେ ଆଉ 14 ଓମିକ୍ରନ ଆକ୍ରାନ୍ତ
ରାଜ୍ୟରେ ଆଉ 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 75କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କଟକଣା କଡାକଡି କରିଛନ୍ତି ।...
ସୁସ୍ଥ ହେଲେ ରାଜ୍ୟର ପ୍ରଥମ ଓମିକ୍ରନ ସଂକ୍ରମିତ
ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଦେଶରୁ ଫେରିଥିବା ଜଗତସିଂହପୁରର ଜଣେ ବ୍ୟକ୍ତି ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା । କଟକର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଗତ...
ଚୀନରେ ଲକ୍ ଡାଉନ୍
ଚୀନରେ ଲକ୍ ଡାଉନ୍ । ଦେଶର ସର୍ବାଧିକ ଜନବହୁଳ ସହର ଜିଆନରେ ଲକ୍ ଡାଉନ ଘୋଷଣା କରିଛନ୍ତି ଚୀନ୍ ସରକାର । 130 ଲକ୍ଷ ଲୋକ ବସବାସ କରୁଥିବା ଜିଆନ୍ ସହର ପାଇଁ ସରକାର କଡା କଟକଣା ଜାରି କରିଛନ୍ତି...
ଦେଶରେ ଶହେ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । 11ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 32 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 22 ଓ ରାଜସ୍ଥାନରେ 17 ଜଣ...
ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 35 ଛୁଇଁଲା
ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 35ରେ ପହଞ୍ଚିଲା । ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 35 ଛୁଇଁଛି । ଏହାପୂର୍ବରୁ ପାଞ୍ଚଟି ରାଜ୍ୟରେ ଓମିକ୍ରନ...
କିମ୍ସରେ ପ୍ରଥମ ସଫଳ କିଡନୀ ପ୍ରତ୍ୟାରୋପଣ
ଭୁବନେଶ୍ୱର: ପ୍ରଥମର ଥର ଲାଗି କିମ୍ସ ରେ ସଫଳ କିଡନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ।...
ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ
ବ୍ଲାକ ଫଙ୍ଗସରେ ଓଡିଶାରେ ଆଖି ବୁଜିଲେଣି 29 ଜଣ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ 212 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 109 ଜଣ ବିଭିନ୍ନ ହସପିଟାଲରେ...
ଭୁବନେଶ୍ବରରେ ଫେସନ୍ ଡିଜାଇନିଂର ନୂଆ ସୋରୁମ୍ ‘ମ୍ରିଗିକା’
ଭୁବନେଶ୍ବର ରବିଟକିଜ ଛକ ନିକଟରେ ଫେସନ ଡିଜାଇନିଂର ନୂଆ ସୋରୁମ୍ ମ୍ରିଗିକାର ଗ୍ରାଣ୍ଡ୍ ଓପନିଂ । ଯୁବ ଫେସନ ଡିଜାଇନର ଗୁଡଲିଙ୍କ ନିଜସ୍ବ ବ୍ରାଣ୍ଡ୍ ମ୍ରିଗିକାର ଏହି ସୋରୁମକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।...