ଭାରତରେ ୨୮ କରୋନା ପଜିଟିଭ
ନୂଆଦିଲ୍ଲୀ : କରୋନା ଧିରେ ଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି I ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ମଧ୍ୟ ବଢିବାରେ ଲାଗିଲାଣି I ଏଯାବତ ଭାରତରେ 28ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଆଜି କେନ୍ଦ୍ର...
ଗିରଫ ହେଲା ଶାହରୁଖ
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଦୁର୍ବୁତ୍ତ ଶାହରୁଖ ଗିରଫ I ଉତ୍ତର ପ୍ରଦେଶର ବରେଲିରୁ ଦିଲ୍ଲୀର କ୍ରାଇମବ୍ରାଞ୍ଚ ପୋଲିସ ମହମ୍ମଦ ଶାହରୁଖକୁ ମଙ୍ଗଳବାର ଗିରଫ କରିଛି I ଗତ ସପ୍ତାହ ଦିଲ୍ଲୀ ହିଂସାକାଣ୍ଡରେ...
ସୋସିଆଲ ମିଡିଆ ଛାଡିବେନି ମୋଦୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବେନି ମୋଦୀ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ତେବେ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦୀ ।...
ପୁଣି ଟଳିଲା ଫାଶି
ପୁଣି ଫାଶି ଦିନ ଟଳିଲା I ଆସନ୍ତାକାଲି ସକାଳେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶି ଦେବାକୁ ଦିନ ଧାର୍ଯ଼୍ୟ ହୋଇଥିବାବେଳେ ଆଜି ପୁଣିଥରେ ଦିଲ୍ଲୀ ପଟିଆଲା କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଆଦେଶକୁ ଘୁଞ୍ଚାଇଦେଇଛନ୍ତି I...
କମିଲା ରୋଷେଇ ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି I ଅଣ ରିହାତି ଏଲପିଜି ସିଲିଣ୍ଡର ଦାମରେ 53ଟଙ୍କା ହ୍ରାସ ପାଇଛି Iଏହି ନୂଆ ଦର ରବିବାର ଅର୍ଥାତ ମାର୍ଚ୍ଚ 1ଠାରୁ ଲାଗୁ ହୋଇଛି I ଫଳରେ...
ପବନର କ୍ୟୁରେଟିଭ ପିଟିସନ ପରେ ଖାରଜ ହେଲା ରାଜକ୍ଷମା ଆବେଦନ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଛି ସୁପ୍ରିମକୋର୍ଟ I ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ I ସୋମବାର ପୂର୍ବାହ୍ନରେ ରୁଦ୍ଧ ପ୍ରକୋଷ୍ଠ...
ଏଣିକି ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ । କାଲିଠାରୁ ଲାଗୁ ହେଉଛି ଏହି ନିୟମ । ମାର୍ଚ୍ଚ ପହିଲାରୁ ୨୦୦୦ଟଙ୍କିଆ ନୋଟ ଭର୍ତ୍ତି କରିବନି ଇଣ୍ଡିଆନ ବ୍ୟାଙ୍କ ।୨୦୦୦ଟଙ୍କିଆ...
ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ
ଭୁୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଶାହ । ଏବେ ଭୁୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜଙ୍କୁ...
ସିଏଏ ଦ୍ୱାରା ନାଗରିକତା ଯିବନି ବରଂ ମିଳିବ – ଶାହ
ଭୁବନେଶ୍ୱର : ଆଜି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସିଏଏ ସମର୍ଥନ ସଭାରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହୋଇଛି ସମର୍ଥନ ସମାବେଶ । ଅମିତ...
ନବୀନ ନିବାସରେ ମଧ୍ୟାହ୍ନ ଭୋଜନ
ଭୁବନେଶ୍ୱର : ନବୀନ ନିବାସରେ ଆଜି ଶାହ କରିବେ ମଧ୍ୟାହ୍ନ ଭୋଜନ । ଲୋକସେବା ଭବନରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ...


















