ଆଜି ଦିଲ୍ଲୀ ନିର୍ବାଚନ : ମତଦାନ ଜାରି
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଆଜି ସକାଳ ୮ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ । ଏହି ବିଧାନସଭା ନିର୍ବାଚନରେ ୭୦ ଆସନରେ ୬୭୨...
ଯିଏ ଚିହ୍ନେଇଥିଲେ ସିଏ ମରିଗଲେ
କରୋନା ଭୁତାଣୁ ସଂପର୍କରେ ପ୍ରଥମେ ଲୋକ ଲୋଚନକୁ ଆଣିଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସେ କରୋନା ଭୁତାଣୁରେ ସଂକ୍ରମଣ ହୋଇ ଚିକିତ୍ସିତ ଅବସ୍ଥାରେ ଗୁରୁବାର ମୃତ୍ୟୁ ବରଣ କରିଛନ୍ତି । ଡାକ୍ତର ଜଣକ ହେଉଛନ୍ତି ଲି...
ହର୍ଣ୍ଣ ବଜାଇଲେ ମିଳିବ ଏମିତି ଦଣ୍ଡ
ମୁମ୍ବାଇ : ଏଣିକି ହର୍ଣ୍ଣ ବଜାଇଲେ ମିଳିବ ଦଣ୍ଡ । ଏଭଳି ପଦକ୍ଷେପ ନେଇଛି ମୁମ୍ବାଇ ପୁଲିସ । ମୁମ୍ବାଇ ପୁଲିସ ଟ୍ରାଫିକ ସହ ଜଡିତ ଏକ ଭିଡିଓ ସେୟାର କରିଛି ଯେଉଁଠି ଉଲ୍ଲେଖ କରାଯାଇଛି ହର୍ଣ୍ଣ...
ବାହା ହେବେ ଫେସ୍ବୁକ ସିଓଓ
ନୂଆଦିଲ୍ଲୀ : ଫେସବୁକ ସିଓଓଙ୍କର ବାଜିବ ସାହାନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଫେସ୍ ବୁକର ଚିଫ୍ ଅପରେଟିଙ୍ଗ ଅଫିସର ସେରିଲ ସେଣ୍ଡବର୍ଗ । ଗତ ସୋମବାର ଦିନ ତାଙ୍କ ନିର୍ବନ୍ଧ ସରିଛି । ସେରିଲ...
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା କଥା ବିଶେଷ ସୁତ୍ରରୁ ଜଣାପଡିଛି...
ଜାମିଆରେ ପୁଣି ଫୁଟିଲା ଗୁଳି
ନୁଆଦିଲ୍ଲୀ: ଦିଲ୍ଲୀର ମିଲିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରେ ରବିବାର ରାତିରେ ପୁଣି ଗୁଳିକାଣ୍ଡ ଘଟିଛି । ଦୁଇ ଜଣ ଯୁବକ ସ୍କୁଟିରେ ଆସି ଗୁଳି ଚଳାଇଥିବା ଜଣାପଡିଛି । ନିରାପତ୍ତା ବାହିନୀଙ୍କ କହିବ ।ଅନୁଯାୟୀ ଦୁର୍ବୃତ୍ତତ୍ତମାନେ ଦୁୁ୍ଇ ରାଉଣ୍ଡ ଗୁଳି...
ବଜେଟ ୨୦୨୦: ଜାଣନ୍ତୁ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ ସେ ସାଧାରଣ ଲୋକଙ୍କ ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି । ଗୁରୁତ୍ୱପୂର୍ଣ କଥା ହେଉଛି, ଏପର୍ଯ୍ୟନ୍ତ ସଂସଦରେ ବଜେଟ...
ବଜେଟ ଉପସ୍ଥାପନା ପରେ ସେନସେକ୍ସରେ ହ୍ରାସ
ନୂଆଦିଲ୍ଲୀ :ଲୋକ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନା ପରେ ସେନସେକ୍ସରେ ହ୍ରାସ ଘଟିଛି । ସରକାରଙ୍କ ଘୋଷଣା ପରେ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ସେନସେକ୍ସର...
ରାଜକ୍ଷମା ଆବେଦନ କଲା ଅଭିଯୁକ୍ତ ଅକ୍ଷୟ ଠାକୁର
ନୂଆଦିଲ୍ଲୀ:୨୦୧୨ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁର୍ଷ୍କମର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ଠାକୁର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିିଥିବା ଜଣାପଡିଛି । ଆଜି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା...
ଚୀନ୍ର ଉହାନରୁ ୩୨୪ ଜଣ ଭାରତୀୟଙ୍କୁ ଅବତରଣ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ : ଚୀନ୍ର ଉହାନରୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଜମ୍ବୋ ବ ୭୪୭, ୩୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚାଇଛନ୍ତି । ସକାଳ ପ୍ରାୟ ୭:୩୦ ରେ ବିମାନଟି ପହଞ୍ଚିଛି । କୋରୋନା...


















