ମହଙ୍ଗା ହେଲା ଋଣ
ମହଙ୍ଗା ହେଲା ଋଣ । ରେପୋ ରେଟ୍ ୪.୪୦ ପ୍ରତିଶତ ବୃଦ୍ଧି ହୋଇଛି । ଆରବିଆଇ ମନିଟାରୀ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚରେ ମୁଦ୍ରାସ୍ଫୀତି...
ଏବେ ତ କିଛି ନୁହେଁ, ଆଗକୁ ୫୦ ଡିଗ୍ରୀ ଛୁଇଁବ ତାପମାତ୍ରା
ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ୟୁପି, ଦିଲ୍ଲୀ, ବିହାର ହରିୟାଣା, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ତାପମାତ୍ରା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ପାଣିପାଗ ବିଭାଗର ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତା ବଢାଇଛି ।...
ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ
ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ । ଜ୍ୟାକ୍ଲିନଙ୍କ ୭.୧୨ କୋଟିର ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି। ...
ୟୁପିରେ ୪୭ , ଦିଲ୍ଲୀରେ ୪୬ ଡିଗ୍ରୀ ପାର୍ ତାପମାତ୍ରା
ପ୍ରବଳ ଖରାରେ ଦେଶବ୍ୟାପୀ ହନ୍ତସନ୍ତ ହେଉଛନ୍ତି । ଅନେକ ରାଜ୍ୟରେ ୪୬ ଡିଗ୍ରୀ ପାର୍ କରୁଛି ତାପାମାତ୍ରା । ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା । ଏହା ପୂର୍ବରୁ ୧୮ ଏପ୍ରିଲ ୨୦୧୦ରେ ଦିଲ୍ଲୀରେ...
ଟୁଇଟରକୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
ସବୁଠୁ ଧନୀ ହାତରେ ଟୁଇଟର । ଟୁଇଟରକୁ କିଣିଛନ୍ତି ଏଲନ ମସ୍କ । ବିଶ୍ୱର ସବୁଠୁ ଧୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । କୋଟି କୋଟି ୟୁଜର୍ସ...
‘ମୋ ମୃତ୍ୟୁ ତୁମ ବିବାହର ଗିଫ୍ଟ’
ମୋ ମରିବା ପଛରେ ମୋ ପ୍ରେମିକା ଦାୟୀ । ଏବଂ ମୋ ମୃତ୍ୟୁ ତା ବିବାହରେ ହେବ ବଡ ଗିଫ୍ଟ । ମୃତ୍ୟୁ ପୂର୍ବରୁ ଏମିତି କିଛି ନିଜ ରୁମର କାନ୍ଥରେ ଲେଖଛନ୍ତି ଯୁବକ । ଖାଲି ସେତିକି ନୁହେଁ...
ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦି
ଏବେ ପୁଣି କରୋନାର ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ ତାରିଖରେ ଭର୍ଚୁଆଲ ମୋଡରେ କରିବେ ଆଲୋଚନା ।...
ଅଧିକ ସଙ୍କ୍ରମିତ ହେଲେଣି ଶିଶୁ , ଏହି ୭ ଲକ୍ଷଣ ଦେଖାଦେଲେ ତୁରନ୍ତ କରାନ୍ତୁ ଚିକିତ୍ସା
ପୁଣି ଉପରମୁହାଁ ହେବାରେ ଲାଗିଛି କରୋନା ସଙ୍କ୍ରମଣ । ଭାରତରେ ବଢୁଥିବା କରୋନାର ନୂଆ ଏକ୍ସଇ ଭାରିଆଣ୍ଟ କୁ ନେଇ ଏବେ ସମସ୍ତେ ଚିନ୍ତାରେ । ଭାରତରେ ଗତ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ କରୋନା ସଙ୍କ୍ରମିତ ଚିହ୍ନଟ...
ମାସ୍କ ବ୍ୟବହାର ନକଲେ ୫୦୦ ଫାଇନ
ଦିଲ୍ଲୀରେ ବଢିବାରେ ଲାଗିଛି କରୋନା ସଙ୍କ୍ରମଣ । ଦିଲ୍ଲୀରେ ପୁଣି କଟକଣା ଲଗାଇବାକୁ ଚାଲିଛି ଆଲୋଚନା । ଦିଲ୍ଲୀରେ ପୁଣି ମାସ୍କ ବ୍ୟବହାର ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ କଟିବ ୫୦୦ ଫାଇନ୍ । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର...
ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ
ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ...

















