24.1 C
Bhubaneswar
Monday, November 16, 2026
-Advertisement-

କେନ୍ଦ୍ରମନ୍ତ୍ରୀଙ୍କ ବୈଠକକୁ ଜିଲ୍ଲାପାଳଙ୍କ ‘ଫୁ’

କେନ୍ଦ୍ରମନ୍ତ୍ରୀ ମିଟିଂ ଡାକିଲେ । ଅଥଚ ଜିଲ୍ଲାପାଳ ଆସିଲେନି । ବଡ ଅଜବ ଶାସନ ବ୍ୟବସ୍ଥା ଆମର । କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାକୁ କୋରାପୁଟ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ । ମାତ୍ର ସମୀକ୍ଷା ବୈଠକକୁ ଆସିଲେନି...

ପୁଣି ଚିନ୍ତା ବଢାଇଲାଣି କରୋନା, ରାଜ୍ୟ ସରକାରଙ୍କୁ ଚିଠି

ପୁଣି ଚିନ୍ତା ବଢାଇଲାଣି କରୋନା । ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ସମେତ 5ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ...

ମୃତ୍ୟୁ ଫାଶରେ ଝୁଲି ରହିଛି ୪୮ ଜୀବନ

ଝାଡଖଣ୍ଡ ଦେବଘରରେ ଅଘଟଣ । ଏଠାରେ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ କିଛି ଟ୍ରଲି ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଟ୍ରଲିରେ ଫସିରହିଛନ୍ତି । ଏହି...

ପୁଣି ବିବାହ କରିବେ 2015 ଆଇଏଏସ ଟପ୍ପର ଟିନା

ଇନଷ୍ଟାଗ୍ରାମରେ ଖୁବ୍ ଲୋକପ୍ରିୟ 2015 ଆଇଏଏସ ଟପ୍ପର ଟିନା ଡାବି ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ଭାବି ସ୍ବାମୀଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଖୁବଶୀଘ୍ର ସେ ବିବାହ...

ନୂଆ କ୍ୟାପଟେନ ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ...

ଦମ୍ ଅଛି ତ ଜିତିକି ଦେଖାଅ, ରାଜନୀତି ଛାଡିଦେବି

ବିଜେପିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ । ଦମ୍ ଅଛି ତ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିକି ଦେଖାଅ । ଦିଲ୍ଲୀ ମହାନଗର ନିର୍ବାଚନ ଯଦି ବିଜେପି ଜିତିଯାଏ, ତେବେ ମୁଁ ରାଜନୀତି ଛାଡିଦେବି ବୋଲି...

ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଆଉ କିଛି ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ । ଏପ୍ରିଲ ମାସରେ ପ୍ରାୟ ବନ୍ଦ ରହିବ ବ୍ୟାଙ୍କ । ଏପ୍ରିଲ ମାସରେ ଦ୍ୱିତୀୟ ଶନିବାର, ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଆମ୍ବେଦକର...

ନାମାଙ୍କନ ପତ୍ର ଦାଖଲ କଲେ ହରଭଜନ ସିଂ

ଆଉ କ୍ରିକେଟ ଗ୍ରାଉଣ୍ଡ ନୁହେଁ ଏବେ ରାଜନୀତି ଗ୍ରାଉଣ୍ଡରେ ଖେଳିବେ ଭଜି । ପଞ୍ଜାବରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ । ପଞ୍ଜାବରେ ଆମ ଆଦମୀ ପାର୍ଟୀ ବିଜୟୀ ହେବା ପରେ ରାଜ୍ୟସଭା ନିର୍ବାଚନ ହେଉଛି...

ମୋଡ ବଦଳେଇପାରେ ଋଷିଆ-ୟୁକ୍ରେନ ଯୁଦ୍ଧ

ଋଷିଆ-ୟୁକ୍ରେନ ଯୁଦ୍ଧରେ ଆସିପାରେ ନୂଆମୋଡ । ଋଷିଆର ପ୍ରଚଣ୍ଡ ମିଜାଇଲ୍ ଆକ୍ରମଣ ସତ୍ତ୍ବେ ହାର୍ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଜେଲେନସ୍କି । ୟୁକ୍ରେନର ଅନେକ ସହର ଧ୍ବଂସ କରିବା ପରେ ବି ଋଷିଆକୁ ପ୍ରତିରୋଧ କରିବା ପାଇଁ ବଳ ଜୁଟାଉଛନ୍ତି...

ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ ‘ବଢତା ବଞ୍ଜାବ’

ଆଜିଠୁ ପଞ୍ଜାବ ରାଜନୀତିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଭଗୱନ୍ତ ମାନ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ବନଓ୍ବାରୀ ଲାଲ୍ ପୁରୋହିତ ଏହି ଶପଥ ଗ୍ରହଣ କରାଇଛନ୍ତି । ସହିଦ ଭଗବତ ସିଂହଙ୍କ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...