ଶିବନଙ୍କ ଗଗନାୟନ
ଭୁବନେଶ୍ୱରରେ ଇସ୍ରୋ ମୁଖ୍ୟ ଡକ୍ଟର କେ ଶିବନ | ଆଇଆଇଟିର ଅଷ୍ଟମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନିମନ୍ତେ ଓଡିଶା ଗସ୍ତରେ ଆସିଥିଲେ କେ ଶିବନ | ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ସୂଚନା ଦେଇ...
ସୁପ୍ରିମକୋର୍ଟରେ ହେବ ସ୍ଥାୟୀ ସାମ୍ବିଧାନିକ ଖଣ୍ଡପୀଠ
ସୁପ୍ରିମକୋର୍ଟରେ ପ୍ରତିଷ୍ଠା ହେବ ସ୍ଥାୟୀ ସାମ୍ବିଧାନିକ ଖଣ୍ଡପୀଠ । ପ୍ରଥମଥର ପାଇଁ ବଦଳିବାକୁ ଯାଉଛି ୭୦ ବର୍ଷର ଇତିହାସ | ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ସାମ୍ବିଧାନିକ ଖଣ୍ଡପୀଠ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏବେ...
ରାସ୍ତାରେ ଗଡିବନି ପୁରୁଣା ଗାଡି
ଖୁବ ଶୀଘ୍ର ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡି | କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସ୍କ୍ରାପିଙ୍ଗ ନୀତି ଆପଣାଇବା ନେଇ ପ୍ରସ୍ତୁତ ପ୍ରସ୍ତାବକୁ ମଂଜୁର ଦେଇଥିବା ଜଣାପଡିଛି | ଏହି...
ଓଡ଼ିଶା ଆସୁଛନ୍ତି କେ. ଶିବନ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି | ଏହି ଅବସରରେ ସେ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି | ଚନ୍ଦ୍ରଯାନ-୨ ମିଶନ୍ ସମୟରେ ସବୁଠାରୁ ଚର୍ଚ୍ଚାରେ...
ଗୁଗୁଲ ଆପରେ ଓଡିଆ ଭାଷା
ଓଡିଆ ଭାଷା ପ୍ରେମୀଙ୍କ ପାଇଁ ଗୁଗୁଲ ଆପଣାଇବାକୁ ଯାଉଛି ନୂଆ ଉପାୟ | ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗଲ୍ । ଦିନକୁ ଦିନ ଇଣ୍ଟରନେଟ୍ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଖୁବ୍...
ତେଜସ ଉଡାଇଲେ ରାଜନାଥ
ସ୍ୱଦେଶୀ ଲଢୁଆ ବିମାନ ତେଜସ୍ ଉଡ଼ାଇଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ | ପ୍ରଥମ ଥର ପାଇଁ ଦେଶର ପ୍ରତିରକ୍ଷାମନ୍ତ୍ରୀ ଭାବେ ରାଜନାଥ୍ ସିଂହ ସ୍ୱଦେଶୀ ଲଢୁଆ ବିମାନ ଉଡାଇଛନ୍ତି | ବାଙ୍ଗାଲୋରର ସୁଲୁର୍ ଏୟାର୍ ଫୋର୍ସ ଷ୍ଟେସନ୍ ରେ ଦେଶୀ...
ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍
ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ | ରେଲୱେ କର୍ମଚାରୀଙ୍କୁ ବୋନସ୍ ମିଳିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଏନେଇ ସୂଚନା ଦେଇଛନ୍ତି | ୭୮ ଦିନର ବେତନ, ବୋନସ୍ ରୂପେ ମିଳିବ |...
ବ୍ୟାନ ହେଲା ଇ-ସିଗାରେଟ୍
ବ୍ୟାନ ହେବ ଇ-ସିଗାରେଟ୍ | ଇ ସିଗାରେଟ ବ୍ୟାନ କରିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ | ଇ-ସିଗାରେଟ୍ ର ଆମଦାନୀ, ରପ୍ତାନୀ, ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ | ଅଧ୍ୟାଦେଶ ଆଣି ଏହାକୁ କାର୍ଯ୍ୟକାରୀ...
ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି ଓ ଇମ୍ରାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଭାରତର ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ବହୁତ ଜଲ୍ଦି ଭେଟ କରିବାକୁ ଯାଉଛନ୍ତି | ଏ ସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ...
ନକ୍ସଲ୍ ଓ ନିରାପତ୍ତା ବଳ ମୁହାଁମୁହିଁ, ୨ମୃତ, ୬ ଆହତ
ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ନକ୍ସଲ୍ ଓ ନିରାପତ୍ତା ବଳ ମୁହାଁମୁହିଁ ହୋଇଛନ୍ତି | ରବିବାର ସକାଳେ ଏହି ଗୁଳି ବିନିମୟ ହୋଇଛି | ଏହି ଗୁଳି ବିନିମୟରେ ଦୁଇ ଜଣ ନକ୍ସଲ୍ ପ୍ରାଣ ହରାଇଥିବା ବେଳେ, ଛଅ ଜଣ ଆହତ...

















