24.1 C
Bhubaneswar
Monday, November 16, 2026
-Advertisement-

ହେଲ୍ଫଲାଇନ୍ ଜାରି

ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଙ୍କ ପାଇଁ ହେଲ୍ଫଲାଇନ୍ ଜାରି ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି । ୟୁକ୍ରେନ ପକ୍ଷରୁ ନିର୍ଦ୍ଧାରିତ ଫ୍ଲାଇଟ୍ ବାତିଲ କରାଯାଇଥିବାରୁ ଉଦ୍ଧାର ପାଇଁ ଭାରତ ପକ୍ଷରୁ ଏହି...

ନରେନ୍ଦ୍ର ମୋଦିଙ୍କୁ ଅପିଲ

ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି...

ନୱାବ ମଲ୍ଲିକ ଗିରଫ

ଏନସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକ ଗିରଫ । ନୱାବଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦାଉଦ ଇବ୍ରାହିମ ଓ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ନୱାବ । ଗିରଫ ହେବା ପରେ ଜେଜେ...

ୟୁକ୍ରେନକୁ ଉଡିଲା ଏୟାରଇଣ୍ଡିଆ

ୟୁକ୍ରେନରୁ ଫେରିବେ ଭାରତୀୟ । ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁକ୍ରେନ ଏୟାରପୋର୍ଟ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ । ୨୦୦ ସିଟ୍ ବିଶିଷ୍ଟ ଏୟାର ଇଣ୍ଡିଆ ବି-୭୮୭ ବିମାନ...

ବଜାଜ୍‌ ଅଟୋର ସଂସ୍ଥାପକ ରାହୁଲ ବଜାଜଙ୍କ ପରଲୋକ

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଏପ୍ରିଲ ମାସରେ ବାଜାଜ ଅଟୋରୁ ଅଧ୍ୟକ୍ଷ ଭାବେ ଇସ୍ତଫା ଦେଇଥିଲେ...

କଂଗ୍ରେସକୁ ଆଉ ଏକ ଝଟକା

କଂଗ୍ରେସର ଆଉ ଏକ ପୋଷ୍ଟର ଗାର୍ଲ ବିଜେପିରେ ସାମିଲ ହୋଇଛନ୍ତି । ପଲ୍ଲବି ସିଂ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ପଲ୍ଲବି କଂଗ୍ରେସର ତୃତୀୟ ବା ଥାର୍ଡ ପୋଷ୍ଟର ଗାର୍ଲ । ଏହାପୂର୍ବରୁ ପ୍ରିୟଙ୍କା ମୋର୍ଯ୍ୟ ଏବଂ ବନ୍ଦନା...

ରେପୋ ରେଟ୍ ଅପରିବର୍ତ୍ତିତ

ମାର୍କେଟକୁ ସରପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ୍ । ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ୍ ୩...

ତିନି ଦିନ କଲେଜ ଛୁଟି ଘୋଷଣା

କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଛି ମହାଭାରତ । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ଗେରୁଆ ସ୍କ୍ରାପ ପିନ୍ଧି କଲେଜ ଆସୁଛନ୍ତି । ଏହାକୁ ନେଇ ବଢିଛି ଉତ୍ତେଜନା । କଲେଜରେ ଜୋରଦାର ଚାଲିଛି ସ୍ଲୋଗାନ...

ହୃଦଘାତରେ ଚାଲିଗଲେ ପ୍ରବୀଣ

ଲୋକପ୍ରିୟ ଧାରାବାହିକ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆମ ଗ୍ରହଣରେ ଆଉ ନାହାଁନ୍ତି । ୭୫ ବର୍ଷ ବୟସରେ ସେ ହୃଦାଘାତର ଶୀକାର ହୋଇ ତାଙ୍କର ସୋମବାର ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର...

ବରଫ ଝଡରେ ୫ ଯବାନ ନିଖୋଜ

ବରଫ ଝଡ ଭିତରେ ଭାରତୀୟ ଯବାନ ନିଖୋଜ ହୋଇଛନ୍ତି । ଅରୁଣାଞ୍ଚଳ ପ୍ରଦେଶ କାମେଙ୍ଗ ସେକ୍ଟରରେ ବରଫ ଝଡ ଯୋଗୁଁ ୫ ଯବାନ ନିଖୋଜ ହୋଇଯାଇଛନ୍ତି । ଭାରତୀୟ ବାୟୁ ଏବଂ ସ୍ଥଳସେନା ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...