24.1 C
Bhubaneswar
Monday, November 16, 2026
-Advertisement-

ଫେବ୍ରୁଆରୀ ୨୮ ଯାଏଁ ବିଦେଶୀ ବିମାନ ବନ୍ଦ

ଦେଶରେ କରୋନା ଭାଇରସ ଏବେ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ନଜରରେ ରଖି ଆନ୍ତର୍ଜାତିିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଯାତ୍ରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି...

ପଦ୍ମ ଧରିଲେ ମୁଲାୟମଙ୍କ ବୋହୂ

ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ । ପଦ୍ମ ଧରିଛନ୍ତି ସମାଜବାଦି ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଅପର୍ଣ୍ଣା । ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ...

କେଉଁ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିପାରିବେ

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣହୀନ ହୋମ ଆଇସୋଲେସନରେ ରହିପାରିବେ । ୬୦ରୁ ଉର୍ଦ୍ଧ୍ୱ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ଜାରି କରାଯାଇଛି । ଡାକ୍ତରଙ୍କ...

ବରିଷ୍ଠ ସାମ୍ବାଦିକ କମଲ୍ ଖାନଙ୍କ ଦେହାନ୍ତ

ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ନିଜ ବାସଭବନରେ ହୃଦଘାତ ହେବା ଯୋଗୁ ତାଙ୍କର ପରଲୋକ ଘଟିଛି । ଗତ ତିନି ଦଶନ୍ଧି ଧରି ସେ ଏନଡିଟିଭିରେ କାର୍ଯ୍ୟ କରୁଥିଲେ । ବିଶେଷକରି ରାଜନୈତିକ...

ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ପଶ୍ଚିମବଙ୍ଗର ଜଲପାଇଗୁଡିର ନ୍ୟୁ ଦୋମାହାନୀ ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୩୬ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ...

ବ୍ୟାନ ହେଲା ରେଷ୍ଟୁରାଣ୍ଟରେ ଖାଇବା

ଏଣିକି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବସିକି ଖାଇପାରିବେନି ଲୋକେ । କେବଳ ରେଷ୍ଟୁରାଣ୍ଟରୁ ଖାଇବା ପାର୍ସଲ ନେଇପାରିବେ କିମ୍ବା ହୋମ ଡେଲିଭରି କରିପାରିବେ । କେଜ୍ରିୱାଲ ସରକାର ଏହି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି...

ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ

ପ୍ରଧାନମନ୍ତ୍ରୀଙ୍କର ପଞ୍ଜାବ ଗସ୍ତବେଳେ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ମୁଖ୍ୟ ରହିବେ ।...

ଫେବୃଆରୀ 15 ଭିତରେ ଶିଖର ଛୁଇଁବ କରୋନା

କରୋନାର ତୃତୀୟ ଲହର ଏବେ ଦେଶବାସୀଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଆସନ୍ତାମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ମାଡ୍ରାସ ଆଇଆଇଟି ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଫେବୃଆରୀ 1 ରୁ 15 ମଧ୍ୟରେ କରୋନାର ତୃତୀୟ...

ଛେପ ପକାଇ ଚୁଟି କାଟିଲେ, କ୍ଷମା ମାଗିଲେ

ବହୁ ଚର୍ଚ୍ଚିତ ହେୟାର ଷ୍ଟାଇଲିସ୍ ଜାୱେଦ ହବିବ୍ ଏବେ ବିବାଦରେ । ଛେପ ପକାଇ ଚୁଟି କାଟିବା ଘଟଣାକୁ ନେଇ ଏବେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଜାୱେଦ । ଉତ୍ତରପ୍ରଦେଶ ମୁଜାଫରନଗରରେ ଆୟୋଜିତ ଏକ ସେମିନାରରେ ମହିଳାଙ୍କ ଚୁଟିରେ...

ସୁରକ୍ଷାରେ ତ୍ରୁଟି, ଫ୍ଲାଏଓଭରରେ ଅଟକିଲେ ପ୍ରଧାନମନ୍ତ୍ରୀ

ଫ୍ଲାଏ ଓଭରରେ ଅଟକିଲେ ପ୍ରଧାନମନ୍ତ୍ରୀ । ମିନିଟ୍ କି ଦୁଇ ମିନିଟ୍ ନୁହେଁ, 15 ରୁ 20 ମିନିଟ୍ ପାଇଁ ଅଟକିବାକୁ ପଡିଲା । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଫ୍ଲାଏ ଓଭରରେ ଅଟକି ରହିଥିବା ବେଳେ ରାସ୍ତା ଉପରେ ଏସପିଜି ପଇଁତରା...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...