ଚନ୍ଦ୍ରାୟନ-୨ର ଜହ୍ନ ରାଇଜକୁ ଯାତ୍ରା
ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ବାହାରିଲା ଚନ୍ଦ୍ରାୟନ-୨ । ଆଜି ଅପରାହ୍ନ ୨.୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରାୟନ-୨ ର ଉତକ୍ଷେପଣ କରାଯାଇଛି । ଦିର୍ଘବର୍ଷ ପରେ ପୁଣି...
ଫେସବୁକ୍ ରେ ଲାଇଭ କରି ଜୀବନ ହାରିଲା ପ୍ରେମିକ
କୁହାଯାଏ ପ୍ରେମ ମଣିଷକୁ ଖୁସୀ ଦେଇଥାଏ । ପ୍ରେମ ବିନା ମଣିଷ ଜୀବନ ମୁଲ୍ୟହୀନ ହୋଇଯାଏ । ପ୍ରେମ ଇଶ୍ୱରଙ୍କ ଅନନ୍ୟ ସୃଷ୍ଟିର ଏକ ବଳିଷ୍ଠ ଉପାଦାନ । କିନ୍ତୁ ଏହି ପ୍ରେମବି ମୃତ୍ୟୁର କାରଣ ପାଲଟିପାରେ । ଏମିତି...
ସିପିଆଇ ମହାସଚିବ ଡି.ରାଜା
ବରିଷ୍ଠ ନେତା ଡି.ରାଜା ସିପିଆଇ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ ହୋଇଛନ୍ତି । ଶନିବାର ଦଳର ରାଷ୍ଟ୍ରୀୟ ପରିଷଦ ବୈଠକରେ ବରିଷ୍ଠ ନେତା ଡି.ରାଜାଙ୍କୁ ଦଳର ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରିବା ପ୍ରସ୍ତାବକୁ ସର୍ବମମ୍ମତି କ୍ରମେ ମୋହର ବାଜିଥିଲା । ଦଳର...
ପଞ୍ଚଭୂତରେ ଲୀନ ହେଲେ ଶୀଲା
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ୮୧ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ଏସ୍କର୍ଟ...
ଓବ୍ରାଏନଙ୍କୁ ସୋନଭଦ୍ରାକୁ ଯିବାକୁ ମିଳିଲାନି ଅନୁମତି
ଉତ୍ତର ପ୍ରଦେଶର ସୋନାଭଦ୍ରା ଗୁଳିକାଣ୍ଡରେ ଶିକାର ହୋଇଥିବା ମୃତକଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ଯାଉଥିବା ବେଳେ ତାଙ୍କୁ ଅଟକାଇ ରଖିଛି ୟୁପି ପୋଲିସ । ବାରଣାସୀ ବିମାନ ବନ୍ଦରରୁ ଟିଏମସି ସାଂସଦ ଓବ୍ରାଏନ ଓ...
ନୋ ବିଲ ନୋ ପେମେଣ୍ଟ
ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ । ରେଲୱେ ପ୍ଲାଟଫର୍ମରୁ ଜିନିଷ ପତ୍ର କିଣାନେଇ ନୂଆନିୟମ ଜାରି କରାଯାଇଛି । ଏହି ନିୟମ ଅନୁସାରେ, ରେଲୱେ ପ୍ଲାଟଫର୍ମରୁ କିଣୁଥିବା ସମସ୍ତ ଜିନିଷ ଉପରେ ବିଲ୍...
କମ୍ପାନୀକୁ ନୋଟିସ ଦେଲେ କେନ୍ଦ୍ର ସରକାର
ବର୍ତ୍ତମାନ ଯୁବ ପିଢିଙ୍କ ମନୋରଞ୍ଜନର ଏକ ପ୍ରମୁଖ ଉପାଦାନ ପାଲଟିଛି ଟିକ୍ ଟକ୍ ଓ ହେଲୋ । ଟିକ୍ ଟକ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କଲେଜ ପିଲାଙ୍କଠୁ ଆରମ୍ଭକରି ଗୃହିଣୀ ସମସ୍ତେ ଟିକ୍ ଟକ୍...
ଜୁଲାଇ ୨୨ରେ ଭାରତର ଚନ୍ଦ୍ର ଅଭିଯାନ
ଜୁଲାଇ ୨୨ ତାରିଖରେ ଇତିହାସ ରଚିବ ଭାରତ କାରଣ ୨୨ ଜୁଲାଇ ଅପରାହ୍ନ ୨ଟା ୪୩ ମିନିଟରେ ଉତକ୍ଷେପଣ ହେବ ଚନ୍ଦ୍ରାୟନ-୨ । ଆନ୍ଦ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଶତୀଶ ଧୱନ ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ ଜିଏସ୍ ଏଲ୍ଭି ଏମକେ-୩...
ଅମିତ ଶାହାଙ୍କ କଡା ନିର୍ଦ୍ଦେଶ
ସାରା ଭାରତର କୋଣ ଅନୁକୋଣରେ ରହିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ଦେଶାନ୍ତର କରାଯିବ । ଏଥିପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ରାଜ୍ୟସଭାରେ ବୁଧବାର ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନଙ୍କ ଏକ ପ୍ରଶ୍ନର ଉତ୍ତର...
ଆଜିଠୁ କଟକରେ ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ
ଆଜିଠୁ କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠି ଟେବୁଲ ଟେନିସ୍ ଚାମ୍ପିଅନଶିପ । ଜୁଲାଇ ୧୭ ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିଅନଶିପରେ ୧୪ ଟି ଦେଶ ଭାଗ ନେଉଛନ୍ତି ।...

















