24.1 C
Bhubaneswar
Monday, November 16, 2026
-Advertisement-

ଟିକା ନେବେ ଯୋଗବାବା

ବଦଳିଲା ରାମଦେବ ବାବାଙ୍କ ସ୍ୱର । ଟିକାକରଣକୁ ନେଇ ବାବା ରାମଦେବ ନିଜର ମନ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି ଯେ, ଟିକା ନେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଏହାସହ ଡାକ୍ତରଙ୍କୁ ଦେବଦୂତ ବୋଲି କହିଛନ୍ତି...

ଭ୍ୟାକସିନ ସେଣ୍ଟରରେ ଶିବାନନ୍ଦଙ୍କ ଆଧାରକାର୍ଡ ଦେଖି ସମସ୍ତେ ଚକିତ

ଆମେମାନେ ଦେଖିଛେ ଯେ ,ପରିଣତ ବୟସରେ ଅଧିକାଂଶ ବୃଦ୍ଧବୃଦ୍ଧା ବେଡରୁ ଉଠିପାରନ୍ତି ନାହିଁ । କି ବେଶି ବାଟ ଚାଲି ପାରନ୍ତି ନାହିଁ । ସେମାନଙ୍କୁ ଧରି ନେବା ଆଣିବା କରିବାକୁ ପଡିଥାଏ । ହେଲେ ବାରଣାସୀର ଜଣେ...

ଏବେ ଚିନ୍ତା ବଢାଇଲାଣି ନୂଆ ଭାରିଆଣ୍ଟ

ରୂପ ବଦଳାଉଛି କରୋନା ଭାଇରସ । ଭାଇରସର ଆଉ ଏକ ନୂଆ ରୂପ ଭାରତରେ B.1.1.28..2 ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଠାରେ...

କଣ କହିବେ ପ୍ରଧାନମନ୍ତ୍ରୀ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । କରୋନାର ଦ୍ୱିତୀୟ ଲହର ଏବେ ତଳମୁହାଁ ହେବାରେ ଲାଗିଛି ଏବଂ ଅନେକ ସ୍ଥାନରେ...

କୋଭାକ୍ସିନ ଟିକାଠୁ ଅଧିକ ଫଳପ୍ରଦ କୋଭିସିଲ୍ଡ

ଏବେ ସବୁଠି କରୋନା ଟିକା ନେବାକୁ ଜୋର୍ ଦିଆଯାଉଛି । କରୋନା କବଳରୁ ରକ୍ଷା ପାଇବାକୁ ହେଲେ ଟିକା ନେବାର ଅତ୍ୟନ୍ତ ଆବଶ୍ୟକ ରହିଛି । ଟିକାରୁ ଯେମିତି କେହି ବଞ୍ଚିତ ନହେବେ ସେଥିପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ।...

ସଙ୍କ୍ରମଣ କମିବା ପରେ ଦିଲ୍ଲୀରେ ଲାଗିଲା ନୂଆ ନିୟମ

ଦିଲ୍ଲୀରେ କରୋନା ସଙ୍କ୍ରମଣ କମିବା ପରେ ଲକଡାଉନ କୋହଳ କରାଯାଇଛି । ଆସନ୍ତା ସୋମବାର ଠାରୁ ଦିଲ୍ଲୀରେ ବଜାର, ମଲ, ଅଡ-ଇଭିନ୍ ଫର୍ମୁଲାରେ ଲକଡାଉନ ଖୋଲିବ । ନମ୍ବର ଅନୁଯାୟୀ ଦିନେ ଛାଡି ଦିନେ ଦୋକାନ ଖୋଲିବ । ମଲ...

ଜୁହି ଚାୱଲାଙ୍କୁ ୨୦ ଲକ୍ଷ ତଣ୍ଡ,ହେଲେ କାହିଁକି

ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ହାଇକୋର୍ଟଙ୍କ ଭର୍ôସନା । ଆଇନ ବ୍ୟବସ୍ଥାର ଦୂରୁପଯୋଗ କରିବା ନେଇ ଭର୍ôସନା କଲେ । ଭର୍ôସନା ସହ ଜୁହିଙ୍କ ଉପରେ ୨୦ ଲକ୍ଷ ଜରିମାନା କଲେ କୋର୍ଟ । କୋର୍ଟଙ୍କ ଭର୍ଚୁଆଲ ଶୁଣାଣି ଲିଙ୍କ୍...

ମନ୍ କୀ ବାତ୍ : କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ମେ 30 ରେ ଏନଡିଏ ସରକାର ସାତବର୍ଷ ପୁରା କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । ସମଗ୍ର ଦେଶ...

ଭାରତରେ କୋଭିଡ ମୃତ୍ୟୁ 3 ଲକ୍ଷ ନୁହେଁ, 40 ଲକ୍ଷ : ନ୍ୟୁ ୟୋର୍କ ଟାଇମ୍ସ

ଭାରତରେ କରୋନା ମୃତ୍ୟୁକୁ ନେଇ ପ୍ରକାଶ ପାଉଥିବା ସରକାରୀ ତଥ୍ୟ ସନ୍ଦେହ ଘେରରେ । ଆମେରିକାର ନ୍ୟୁ ୟୋର୍କ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ତଥ୍ୟଭିତ୍ତିକ ରିପୋର୍ଟରେ କୁହାଯାଇଛି, ଭାରତରେ କୋଭିଡଜନିତ ମୃତ୍ୟୁ ତିନିଲକ୍ଷ ନୁହେଁ, ବରଂ ତାହା ଚାଳିଶ...

ରାମଦେବଙ୍କୁ କେବେ ଗିରଫ କରିବେ ସରକାର ?

ବାବା ରାମଦେବଙ୍କ ପ୍ରତି ସରକାର ଏତେ ଉଦାର କଣ ପାଇଁ ? ନିଜ ବକ୍ତବ୍ୟ ଫେରାଇ ନେଲେ କଣ ସମସ୍ୟାର ସମାଧାନ ହୋଇଗଲା କି ? ରାମଦେବ ଯାହା କରିଛନ୍ତି, ତାହା କ୍ଷମଣୀୟ କି ? ସମଗ୍ର ଦେଶ କୋଭିଡକୁ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...