ମିଳିଲା ୫୦ଲକ୍ଷ ଟଙ୍କାର ହୀରା
ମଧ୍ୟପ୍ରଦେଶର ପନ୍ନା ଜିଲ୍ଲା ବୁଦେଲଖଣ୍ଡ ହୀରା ଖଣି ପାଇଁ ବେଶ୍ ପ୍ରସିଦ୍ଧ । ଅନାଦିଆଲ କୁଷୱାଙ୍କୁ ପନ୍ନା ଜିଲ୍ଲାର ଖଣିରେ ମଙ୍ଗଳବାର ଦିନ ୧୦.୬୯ କ୍ୟାରେଟର ହୀରା ମିଳିଛି । ହୀରାର ମୁଲ୍ୟ ୫୦ଲକ୍ଷ ବୋଲି ହୀରା...
ଆସନ୍ତା ମାସରେ କରୋନା ଭାକ୍ସିନ ବଜାରକୁ ଛାଡିବ ରଷିଆ
ଭାକ୍ସିନ ଜଗତରେ ବ୍ୟାପକ ବିକାଶ ଘଟୁଛି । ଅକ୍ସଫୋର୍ଡ଼ ୟୁନିଭରସିଟି ଓ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ଼୍ ପରି ବିଭିନ୍ନ ଭାରତୀୟ କମ୍ପାନି ଭାକ୍ସିନ ପରୀକ୍ଷାରେ ବ୍ୟସ୍ତ ଥିବାବେଳେ ରଷିଆନ ଭାକ୍ସିନ ତାର ଦୁଇଟି ଗୁରୁତ୍ୱପୁର୍ଣ୍ଣ କ୍ଲିନିକାଲ ଟ୍ରାଏଲ ସଫଳ...
୬ଜଣ ଟେରୋରିଷ୍ଟଙ୍କୁଏନକାଉଣ୍ଟର୍
ଆଜି ସକାଳେ ଜାମ୍ମୁ ଓ କାଶ୍ମିରରେ ଆଣ୍ଟିଟେରରିଷ୍ଟ ଅପରେସନ୍ରେ ୩ ଜଣ ଟେରରିଷ୍ଟଙ୍କୁ ଏନକାଉଣ୍ଟର୍ କରାଯାଇଛି । ଏହି ଏନକାଉଣ୍ଟର୍ ଜାମ୍ମୁ ଓ କାଶ୍ମିରର ସୋଫିଆନ ଜିଲ୍ଲା ଅମଶିପୋରା ଗାଁ ରେ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ...
କେରଳରେ ଗୋଷ୍ଠି ସଙ୍କ୍ରମଣ!
କେରଳରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସମ୍ପ୍ରଦାୟର ପ୍ରସାରଣ ଆରମ୍ଭ ହୋଇଛି ଏବଂ ଏହାର ପ୍ରସାରକୁ ରୋକିବା...
ଭାରତରେ ୧୦ ଲକ୍ଷ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା
କରୋନାର କରାଳ ରୂପରେ ଏବେ ସମଗ୍ର ବିଶ୍ୱବାସୀ ଛନ୍ଦି ହୋଇଯାଇଛନ୍ତି । ଯେତିକି ମୁଣ୍ଡ ନେଉଛି ସେତିକି ପଜିଟିଭଙ୍କ ସଂଖା ମଧ୍ୟ ବଢାଉଛି କରୋନା । ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷରେ ପହଁଚିଛି । ଆଜି...
କାହିଁକି ଭାରତର ତାରିଫ କଲେ ବିଲ ଗେଟ୍ସ
ଭାରତର ପୁଣି ତାରିଫ କଲେ ବିଲ ଗେଟ୍ସ । “ପୁରା ଦେଶରେ କରୋନା ରାଜ୍ କରୁଥିଲେ ମଧ୍ୟ ଇଣ୍ଡିଆର ଫାର୍ମାସ୍ୟୁଟିକାଲ କମ୍ପାନି ଏତେ ସୁଦୃଢ ଅଛି ଯେ, ନିଜ ଦେଶର ଚାହିଦା ମେଣ୍ଟାଇବା ସହ ପୁରା ବିଶ୍ୱକୁ କରୋନା ଭାକ୍ସିନ୍...
ପାଣି ସ୍ରୋତରେ ମିଳେଇଗଲା ପୋଲ
୨୯ ଦିନ ତଳେ ନିର୍ମାଣ କରାଯାଇଥିଲା ନଦୀବନ୍ଧ । ଆଉ ଆଜି ସେହି ବନ୍ଧ ପାଣିର ସ୍ରୋତରେ ବୋହିଯାଇଛି । ଆମେ କହୁଛୁ ବିହାରର ଗୋପାଳଗଞ୍ଜରେ ଥିବା ଗଣ୍ଡକନଦୀର କଥା । ସତରଘାଟ ନଦୀବନ୍ଧ ନିର୍ମାଣ ପାଇଁ ଖର୍ଚ୍ଚ...
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍
ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣଙ୍କୁ କରୋନା । ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରଧ୍ୟା ରାୟ କରୋନାରେ ଆକ୍ରାନ୍ତ । ରିପୋର୍ଟ ପଜିଟିଭ୍ ନେଇ ବିଏମସି ସରକାରୀ କମିଶନରଙ୍କ ସୂଚନା । କାଲି ଅମିତାଭ ଓ...
କରୋନା ଛଡାଇନେବ ମୋବାଇଲରୁ ଚାର୍ଜର
ଟେଲିଫୋନ ବଜାରରେ କରୋନା ମାଡ । ବଜାରରୁ ଚାଇନା ଜିନିଷ ହଟିବା ପରେ ଏବେ ମୋବାଇଲ୍ ବଜାରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଉ ଏଣିକି ମୋବାଇଲ୍ ସହ ଚାର୍ଜର ଆସିବ ନାହିଁ , ନୂଆ ମୋବାଇଲ୍ କିଣିଲେ...
ଏନକାଉଣ୍ଟରରେ ମୋଷ୍ଟୱାଣ୍ଟେଡ଼୍ ମୃତ
ଏନକାଉଣ୍ଟରରେ ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ମୃତ୍ୟୁ । ୟୁପି ପୋଲିସ୍ ର ସ୍ପେସିଆଲ ଟାସ୍କ ଫୋର୍ସ ଏନ୍କାଉଣ୍ଟର କରିଛି । ଗତ ସପ୍ତାହରେ ପୋଲିସ୍ ସହ ଗୁଳି ବିନିମୟ ବେଳେ ୮ ଜଣ ପୋଲିସ୍ଙ୍କୁ ଗୁଳି...















