ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମିଲ
ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ ବନ୍ୟା ପୀଡ଼ିତଙ୍କୁ...
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏଣିକି ସ୍ନାତକ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ସପ୍ତାହ ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ଏନ୍ଗେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ରାଜ୍ୟବ୍ୟାପୀ...
ଆଇଟି ନିୟମରେ ହେବ ପରିବର୍ତ୍ତନ :୩ ଘଣ୍ଟାରେ ହଟାଇବାକୁ ପଡ଼ିବ ବେଆଇନ ଏଆଇ କଣ୍ଟେଣ୍ଟ
ନୂଆଦିଲ୍ଲୀ: ଦେଶର ଆଇଟି ନିୟମକୁ ଅଧିକ କଡ଼ାକଡ଼ି କରିବା ସହିତ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ। ବେଆଇନ ବିଷୟବସ୍ତୁର ପ୍ରଚାର ରୋକିବାକୁ ସରକାର ପ୍ରଣୟନ କରିବେ...
ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚର ସୂଚନା ପ୍ରଦାନ କଲେ ସରକାର
ନୂଆଦିଲ୍ଲୀ: ସରକାର ୨୦୨୧ରୁ ୨୦୨୬ ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ବିସ୍ତୃତ ତଥ୍ୟ ଦେଇଛନ୍ତି। ସରକାର ପ୍ରକାଶ କରିଛନ୍ତି ଯେ ୨୦୨୧ ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ...
ଗୋଆ ସେସନ୍ସ କୋର୍ଟର ରାୟ ରଦ୍ଦ, ତେଜପାଲଙ୍କୁ ଦୋଷୀ କଲେ ବମ୍ବେ ହାଇକୋର୍ଟ
ମ୍ବାଇ: ୨୦୧୩ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ତେହଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗୋଆ ସେସନ୍ସ କୋର୍ଟ ତରୁଣଙ୍କୁ ଦୋଷମୁକ୍ତ କରିଥିବା ବେଳେ କୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି...
ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକ
ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ପ୍ରଦୀପଙ୍କ ମୃତ୍ୟୁ ନେଇ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ତାଙ୍କ ମ୍ୟାନେଜର କହିଛନ୍ତି ପ୍ରଦୀପ ପାଞ୍ଚ ବର୍ଷ ହେବ ରକ୍ତ କର୍କଟ ରୋଗରେ...
ବିବାଦୀୟ ବୟାନ ଦେଇଥିବାରୁ ଷ୍ଟାଲିନଙ୍କୁ ଉଠାଇ ନେଲା ତାମିଲନାଡୁ ପୋଲିସ
ଚେନ୍ନାଇ: ଫିଲ୍ମ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅଙ୍କୁ ବାସଭବନରୁ ଉଠାଇ ନେଇ ଅଟକ ରଖିଛି ତାମିଲନାଡୁ ପୋଲିସ । ସୂଚନା ଅନୁସାରେ, କାବେରୀ ଜଳ ବିବାଦକୁ ନେଇ ତାଞ୍ଜାଭୁରରେ ଆୟୋଜିତ ଏକ...
ଆଚମ୍ବିତ କଲା ବିହାରର ବାଙ୍କୀପୁର ଉପନିର୍ବାଚନ ଫଳାଫଳ:ଭୁଶୁଡିଗଲା ବିଜେପି ଗଡ଼
ବିହାର: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତନ ଦେଖିବାକୁ ମିଳିଛି। ବହୁଚର୍ଚ୍ଚିତ ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ‘ଜନ ସୁରାଜ ପାର୍ଟି’ ମୁଖ୍ୟ ପ୍ରଶାନ୍ତ କିଶୋର ନିଜର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚନରେ ହିଁ ଐତିହାସିକ ବିଜୟ ହାସଲ କରିଛନ୍ତି।। ବଡ଼...
ବ୍ରିଜ ଭୂଷଣଙ୍କୁ ବଡ଼ ଆଶ୍ୱସ୍ତି, ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ କଲେ କୋର୍ଟ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ନେତା ବ୍ରିଜ ଭୂଷଣ ଶରନ ସିଂହଙ୍କୁ ବଡ଼ ଆଶ୍ୱସ୍ତି। ଦେଶର ପ୍ରତିଷ୍ଠିତ ୬ ଜଣ ମହିଳା କୁସ୍ତି ଯୋଦ୍ଧା ମିଳିତ ଭାବେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା...
ଗିରଫ ଆତଙ୍କବାଦୀଙ୍କ ବୟାନ ଟାର୍ଗେଟ୍ରେ ଥିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ: ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହାମିମ ମଣ୍ଡଳ ପାଖରୁ ଚାଞ୍ଚଲ୍ୟ କର ସୂଚନା ମିଳିଛି l ଏସଟିଏଫ୍ ର ଇନ୍ସପେକ୍ଟର ଆଇଜି ଗୌରବ ଶର୍ମାକହିଛନ୍ତି ଯେ, ହାମିମ ମଣ୍ଡଳକୁ ପାକିସ୍ତାନୀ ହ୍ୟାଣ୍ଡଲରମାନେ ପୁଲିସ ପୋଷାକ ପିନ୍ଧି ଜନ୍ତର ମନ୍ତର...


















