ଇରାନ ଏବଂ ଆମେରିକା ଯୁଦ୍ଧ କେବେ ଶେଷ ହେବ କହିଲେ ଟ୍ରମ୍ପ
ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହେବାକୁ ଯାଉଛି। ଆମେରିକା ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାର ସମୟରେ ଏହି...
ସିଲିଗୁଡ଼ିରେ ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ
ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆକସ୍ମିକ ସାକ୍ଷାତ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବେଳେ ମୋଦିଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ। ସୂଚନା ଅନୁଯାୟୀ,...
ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା
ଲୋକସଭା ଆସନର ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଆଗତ କରିଛନ୍ତି । ଲୋକସଭା ଆସନ ପାଇଁ ୫୪୩ ଆସନରୁ ୮୫୦ ଆସନକୁ ବୃଦ୍ଧି ପାଇବ । ଏଥିମଧ୍ୟରୁ ୮୧୫ ଆସନ ରାଜ୍ୟ ଏବଂ ୩୫ଟି କେନ୍ଦ୍ରଶାସିତ ଅଞ୍ଚଳରୁ...
ଭାରତୀୟ ଜାହାଜ ଗୁଡ଼ିକଠାରୁ ଟୋଲ୍ ଆଦାୟ କରିବନି ଇରାନ
ଭାରତ ପାଇଁ ଆସିଛି ଖୁସି ଖବର । ତେହେରାନ୍ ଏହା ସ୍ପଷ୍ଟ କରିଛି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜଗୁଡ଼ିକଠାରୁ କୌଣସି ଟୋଲ୍ ଆଦାୟ କରାଯାଉନାହିଁ। ଏହା ବ୍ୟତୀତ ଏହା ମଧ୍ୟ କହିଛି ଯେ ଭବିଷ୍ୟତରେ ଭାରତୀୟ...
ଆମେରିକା ଓ ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା
ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବପରେ ଏବେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,ଆଉଥରେ ଆଲୋଚନା ପାଇଁ ଇରାନ ଆଗ୍ରହୀ ଅଛି...
ଭାରତ,ଚୀନ୍ ଏବଂ ରୁଷକୁ ଇରାନର ନିବେଦନ
ଆମେରିକାକୁ ସଠିକ୍ ପଥକୁ ଆଣିବା ପାଇଁ ଯଦି ଭାରତ, ଚୀନ୍ ଏବଂ ରୁଷ ପରି ବୈଶ୍ୱିକ ଶକ୍ତିମାନେ ନିଜର ପ୍ରଭାବ ବ୍ୟବହାର କରିବେ, ତେବେ ଦୁନିଆକୁ ଯୁଦ୍ଧ ମୁହଁରୁ ବଞ୍ଚାଯାଇପାରିବ ବୋଲି ଇରାନ ଆଶାବାଦୀ ଅଛି । ଏହାସହ ପଶ୍ଚିମ...
ସଂସଦର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ;ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି
ଆସନ୍ତା ମାର୍ଚ୍ଚ ୧୬ରେ କେନ୍ଦ୍ର ମୋଦୀ ସରକାର ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଯାଉଛି । ସେଥିପାଇଁ ଭାରତୀୟ ଜନତା ପାର୍ଟି ତାର ସମସ୍ତ ସାଂସଦଙ୍କୁ ଗୃହରେ ତିନି ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ।...
ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ
ବାଂଲାଦେଶର ଦୁଇଟି ସ୍ଥାନ ରଙ୍ଗପୁର ଏବଂ କୁଷ୍ଟିଆ ଜିଲ୍ଲାରେ ଶନିବାର ପୁଣି ଘଟିଛି ହିଂସା । ଏହି ଆକ୍ରମଣରେ ଜଣେ ଧର୍ମଗୁରୁଙ୍କୁ ହତ୍ୟା କରାଯିବା ସହ ହିନ୍ଦୁ ସମ୍ପ୍ରଦାୟର ଘର ଏବଂ ଦୋକାନଗୁଡ଼ିକୁ ଟାର୍ଗେଟ କରାଯାଇଛି। ରଙ୍ଗପୁରର ଦାସପଡ଼ା...
ଶେଷ ନିଃଶ୍ୱାସ ତ୍ୟାଗ କଲେ ସୁନାମଧନ୍ୟ ଗାୟିକା ଆଶା ଭୋସଲେ
ସଙ୍ଗୀତ ଜଗତରେ ଶୋକର ଛାୟା । ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ।ନିଜର ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନ ମହୁଥିବା ଆଶା ଭୋସଲେଙ୍କୁ ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ...
ଆମେରିକାକୁ ଇରାନର ଜବାବ;ଆମେରିକାର ଆତ୍ମସମର୍ପଣ ସର୍ତ୍ତାବଳୀ ଗ୍ରହଣ କରୁନାହିଁ ଇରାନ
ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେଲା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ଯାତ୍ରା କରିଛନ୍ତି। ଇସଲାମାବାଦ ଆଲୋଚନା ପାଇଁ ଇରାନର ପ୍ରଥମ ପ୍ରତିକ୍ରିୟା ଆସିଛି। ଆଇଆରଜିସି କହିଛି ଯେ,"ଏହା କୌଣସି ଆତ୍ମସମର୍ପଣ ସର୍ତ୍ତାବଳୀ...


















