ସିବିଆଇ କୋର୍ଟରେ ସିସୋଦିଆଙ୍କୁ ହାଜର କରାଗଲା
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ସିବିଆଇ କୋର୍ଟରେ ହାଜର କରାଯାଇଛି । ଆପ୍ ସମର୍ଥକଙ୍କ ଦ୍ବାରା ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ କୋର୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦିଲ୍ଲୀ ଅବକାରୀ ନୀତି ସ୍କାମକୁ ନେଇ...
ମାଓବାଦୀ ଗୁଳିରେ 3 ସୁରକ୍ଷାକର୍ମୀ ସହିଦ
ପୁଣି ସକ୍ରୀୟ ହୋଇଛନ୍ତି ମାଓବାଦୀ । ଗତକାଲି ନବରଙ୍ଗପୁରରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଆଜି ଛତିଶଗଡ ସୁକମାରେ ମାଓବାଦୀଙ୍କ ଗୁଳିରେ ତିନିଜଣ ଯବାନ ସହିଦ ହୋଇଛନ୍ତି । ରାୟପୁରଠାରୁ ଚାରିଶହ...
ଦିଲ୍ଲୀ ପାଇଲା ନୂଆ ମେୟର
ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇଥିଲେ। ୧୦ ବର୍ଷ...
ଇସ୍ତଫା ଦେଲେ ଚେତନ ଶର୍ମା
ଇସ୍ତଫା ଦେଲେ ଚେତନ ଶର୍ମା । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ । ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଜୟ ଶାହା...
ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ
ଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି । ପ୍ରେମିକାକୁ ମାରି ଫ୍ରିଜ୍ରେ ରଖିଲା ପ୍ରେମିକ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ଶରୀରର କଟା ଖଣ୍ଡ ଉଦ୍ଧାର କରିଛି ପୋଲିସ...
ବିବିସି ଅଫିସରେ ଆୟକର ରେଡ୍
ଗୋଧ୍ରା ଡକ୍ୟୁମେଣ୍ଟାରୀ ବିବାଦ ପରେ ଆୟକର ଚଢାଉ । ଦିଲ୍ଲୀ ମୁମ୍ବାଇ ସ୍ଥିତ ବିବିସି ଅଫିସରେ ଆଇଟି ରେଡ । କର୍ମଚାରୀଙ୍କର ପୋନ୍ ସିଜ୍ କରାଯାଇଛି । ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ...
ପ୍ରେମ ପାଇଁ ଦିନଟିଏ ..
ପ୍ରେମିକ ସବୁଦିନ ଅପେକ୍ଷା କରେ ପ୍ରେମିକାକୁ । ପ୍ରେମିକା ବି ଅପେକ୍ଷା କରିଥାଏ, କେତେବେଳେ ତା ପ୍ରେମିକ ଆସିବ । ପ୍ରେମର ଯାଦୁରେ ଦୁହେଁ ଯେମିତି ପରସ୍ପର ବାନ୍ଧି ହୋଇଯାଇଥାନ୍ତି । ଗୋଟିଏ କଲେଜରେ ପାଠ ପଢୁଥିବା ପ୍ରେମିକ ପ୍ରେମିକା...
ଅଯୋଧ୍ୟା ରାମ ମନ୍ଦିର ମାମଲାର ରାୟ ଦେଇଥିବା ଜଷ୍ଟିସଙ୍କୁ ମିଳିଲା ରାଜ୍ୟପାଳ ପଦ
ଅଯୋଧ୍ୟା ରାମ ମନ୍ଦିର-ବାବ୍ରୀ ମସଜିଦ ଭଳି ବିବାଦୀୟ ମାମଲାର ରାୟ ଶୁଣାଇଥିବା ଜଷ୍ଟିସଙ୍କୁ ମିଳିଲା ରାଜ୍ୟପାଳ ପଦ । ଆଜି ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ବାରଟି ରାଜ୍ୟର ରାଜ୍ୟପାଳଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଜଷ୍ଟିସ ଏସ.ଅବଦୁଲ ନାଜିରଙ୍କୁ ନିଯୁକ୍ତି...
ଆଜି ବି ହୋହଲ୍ଲାରେ ସ୍ଥଗିତ ରହିଲା ମେୟର ନିର୍ବାଚନ
ଆଜି ବି ସ୍ଥଗିତ ରହିଲା ଦିଲ୍ଲୀ ନଗର ନିଗମ ପାଇଁ ମେୟର ଏବଂ ଡେପୁଟି ମେୟର ନିର୍ବାଚନ । ହଙ୍ଗାମା ପରେ ସ୍ଥଗିତ ହୋଇଗଲା ନିର୍ବାଚନ । ଆଜି ଏମସିଡି ବୈଠକ ଆରମ୍ଭ ହେବା ପରେ ସ୍ପିକର ସତ୍ୟା ଶର୍ମା...
ଅଡୁଆରେ ବିନୋଦ କାମ୍ବଲି
ପତ୍ନୀଙ୍କୁ ମାରପିଟ୍ କରିବା ଅଭିଯୋଗରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା । ଥାନାରେ ଏତଲା ଦେଇଛନ୍ତି ପତ୍ନୀ ଆଣ୍ଟ୍ରିୟା । ମୁମ୍ବାଇ ବାନ୍ଦ୍ରା ଥାନାରେ ଅଭିଯୋଗ ହୋଇଛି । ତେବେ ନିଜ ଏତଲାରେ ପତ୍ନୀ ଦର୍ଶାଇଛନ୍ତି ଯେ,...

















