ମେଡିକାଲରୁ ଡିସଚାର୍ଜ ହେଲା ରାହୁୁଲ
ବିଳାସପୁର ଆପୋଲ ହସ୍ପିଟାଲରୁ ଡିସଚାର୍ଜ ହେଲା ବହୁଚର୍ଚ୍ଚିତ ରାହୁଲ ସାହୁ । ୫ଦିନ ବୋରୱେଲରେ ଫସିଲା ପରେ ଗତ ୧୪ ରାତିରେ ଉଦ୍ଧାର ହୋଇଥିଲା । ଗତ ୧୪ ତାରିଖରୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି...
ମହାରାଷ୍ଟ୍ର ମହାନାଟକ
ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ହଟଚମଟ । ଗତକାଲି ଭର୍ଚୁଆଲ ମୋଡ୍ରେ ଶିବସେନା କର୍ପୋରେଟରମାନଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଦଳ ତାଙ୍କୁ ଅଯୋଗ୍ୟ, ଅପାରଗ ଭାବିଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି...
ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷାବଳୟ ଭିତରେ ଓଡିଶା ଭବନରୁ ସଂସଦ ଭବନ ଯାତ୍ରା କରିଛନ୍ତି । ସହଯୋଗୀ ଦଳଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ...
ଭାରତ ବନ୍ଦ ଡାକରା
ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଦିଲ୍ଲୀ ସମେତ ବିଭିନ୍ନ ରାଡ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଟ୍ରେନ ଓ ଯାନବାହନ...
ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ
ସାରା ଦେଶରେ ଜାରି ରହିଛି ଅଗ୍ନିବୀରଙ୍କ ସଂଘର୍ଷ । ଗୃହମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗ୍ନିବୀରମାନେ ୪ ବର୍ଷ ପୂରଣ କରିବା ପରେ ସିଏପିଏଫ, ଆସାମ ରାଇଫଲ୍ସ ନିଯୁକ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ...
ଅଗ୍ନିପଥ ପ୍ରବେଶ ବୟସ ସୀମା ବଢିଲା
ଅଗ୍ନିପଥ ପ୍ରବେଶ ବୟସ ସୀମା ବଢିଲା । ଅଗ୍ନିପଥ ପ୍ରବେଶ ବୟସ ସୀମା ୨୩ ବର୍ଷ ବୟସକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ବୟସ ସୀମା ୨୦୨୨ ପାଇଁ ଲାଗୁ ହେବ । ପୂର୍ବରୁ ଅଗ୍ନିପଥ ବୟସ ସୀମା...
ସଫଳ ହେଲା 100 ଘଣ୍ଟାର ମିଶନ
ବୋରଓ୍ବେଲ ଭିତରେ ଗତ ପାଞ୍ଚଦିନ ଫସି ରହିଥିବା ରାହୁଲ ଶେଷରେ ଉଦ୍ଧାର ହୋଇଛି । ଏନଡିଆରଏଫ ଓ ସେନା ନେତୃତ୍ବରେ ମିଳିତ ଉଦ୍ଧାରକାରୀ ଦଳ ଗତ ପାଞ୍ଚଦିନ ଧରି ରେସକ୍ୟୁ ଅପରେସନକୁ ଏକ ମିଶନ ଭାବେ ଗ୍ରହଣ କରି ନେଇଥିଲେ...
ପୁଣି ଡରାଇଲାଣି କରୋନା, ଗୋଟିଏ ଦିନରେ ୨୪ ମୃତ
ଗତ ୨୪ ଘଣ୍ଟାରେ ଦେଶରେ ୭୫୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ଦେଶରେ ଆଚି ୪.୮ ପ୍ରତିଶତ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୪,୩୨,୦୫, ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ...
୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ
୪ଟି ରାଜ୍ୟରେ ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ । ମତଦାନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଏବଂ କର୍ଣ୍ଣାଟକ ୧୬ଟି ରାଜ୍ୟସଭା ସିଟ୍ ପାଇଁ...
ନିଜ ସହ ନିଜର ବାହାଘର କରାଇଲେ କ୍ଷମା
ନିଜ ସାଥିରେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଥିବା ଗୁଜୁରାଟର ଯୁବତୀ କ୍ଷମା ବିନ୍ଦୁଙ୍କର ସରିଛି ବାହାଘର । କ୍ଷମା ୧୧ ଜୁନ୍ରେ ବିବାହ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବିବାଦକୁ ନଆସିବା ପାଇଁ ୩...


















