କିଟ୍ ନଲେଜ ଟ୍ରି ବକ୍ତୃତାମାଳା
ଭୁବନେଶ୍ୱର,୨୯। ୩: ଶ୍ରଦ୍ଧା, ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ବୋଲି ନିୟୁୟର୍କସ୍ଥିତ ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଅଧ୍ୟାତ୍ମ୍ୟ ଗୁରୁ ସ୍ୱାମୀ ସର୍ବପ୍ରିୟାନନ୍ଦ ପ୍ରକାଶ କରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ କିଟ୍ ନଲେଜ ଟ୍ରି...
ଆସିଲା ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଆସିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମାନସଙ୍କୁ ଲମ୍ବା ସମୟ ଧରି ଭୋକିଲା ରଖାଯାଇଥିଲା । ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଲୁହା ରଡରେ ମାଡ ମରାଯାଇଥିଲା । ମାନସଙ୍କ ତିନିଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ...
୪ଦିନ ମୁଣ୍ଡଫଟା ଖରା!
ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୪ଦିନ ଲାଗି ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ୩୧ ଯାଏଁ ମୟୂରଭଞ୍ଜ ,...
ପାରା ଆଥଲେଟିକରେ ଓଡିଆ ଝିଅ ପାଇଲେ ସ୍ବର୍ଣ୍ଣ
ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅକୁ ସ୍ବର୍ଣ୍ଣ ପଦକ । ଟି – 47 ବର୍ଗର ଶହେ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜାତୀୟ ପାରା ଆଥଲେଟିକରେ ସ୍ବର୍ଣ୍ଣ...
ଆଠଦିନରେ ବଢିଲାଣି ସାତଥର ପେଟ୍ରୋଲ ଦର
ଗତ ଆଠଦିନ ଭିତରେ ସାତଥର ବଢିଲାଣି ତୈଳଦର । ଆଜି ସପ୍ତମ ଥର ପାଇଁ ତୈଳଦର ବୃଦ୍ଧି ଯୋଗୁ ଓଡିଶାରେ ପେଟ୍ରୋଲ ଲିଟର ପିଚ୍ଛା 107 ଟଙ୍କା ଡେଇଁଛି । ଆଜି ପେଟ୍ରୋଲ ଲିଟର ପିଚ୍ଛା 76 ପଇସା ଓ...
ମାଲକାନଗିରିରେ ଯନ୍ତ୍ରୀଙ୍କ ଘରୁ ମିଳିଲା ରେକର୍ଡ ପରିମାଣର ଟଙ୍କା
ମାଲକାନଗିରିର ଅଧିକ୍ଷଣ ଯନ୍ତ୍ରୀ ଆଶୀଷ କୁମାର ଦାସଙ୍କ ଘରୁ ମିଳିଲା 1 କୋଟି 36 ଲକ୍ଷ 75 ହଜାର ଟଙ୍କା । ଚତୁର୍ଥ ଦିନ ରେଡ ସମୟରେ ଭିଜିଲାନ୍ସ 1 କୋଟି 15 ଲକ୍ଷ ଟଙ୍କା ଜବତ କରିଛି ।...
୭ ଦିନରେ ୬ ଥର ବୃଦ୍ଧି
ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ , ଡିଜେଲ । ପ୍ରତିଦିନ ବଢୁଛି ଦର । ଭୁବନେଶ୍ୱରରେ ପେଟ୍ରୋଲ ୧୦୬ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ଦର ୯୬ ଟଙ୍କା ୦୯ ପଇସା ରହିଛି ।...
ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚ
କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଦୟାଲ ଆଶ୍ରମରେ ତନାଘନା କରିଛି । ଥ୍ରୀ ଡି କ୍ୟାମେରାରେ ଡକ୍ୟୁମେଣ୍ଟେସନ କରିବା ସହ କେୟାରଟେକରକୁ ପଚରାଉଚରା କରୁଛି । କେମିତି ଓ କେଉଁଭଳି ପରିସ୍ଥିତିରେ ମାନସକୁ ହତ୍ୟା କରାଗଲା,...
କାହିଁକି ହାରିଲେ ସୁନୀତି
ଭୁବନେଶ୍ବର ମେୟର ପଦ ପାଇଁ ବିଜେପି ପ୍ରାର୍ଥୀ କରିଥିଲା ସୁନୀତି ମୁଣ୍ଡଙ୍କୁ । ସୁନୀତିଙ୍କୁ ପ୍ରାର୍ଥୀ କରିବା ଦିନ ଠାରୁ ଦଳ ଭିତରେ ଫାଟ ଜଳ ଜଳ ଦିଶୁଥିଲା । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଦ୍ ଦେଲେ ଦଳର...
୧୦୫ ପୌର ଓ ଏନଏସି ଅଧ୍ୟକ୍ଷ ପଦରୁ କିଏ ହାତେଇଲା କେତେ ଆସନ?
୧୦୫ ପୌରାଞ୍ଚଳ ୩ ମହାନଗର ନିଗମରେ ନିର୍ବାଚନ ହୋଇଥିଲା । ଆସିଲା ସମସ୍ତ ୧୦୫ ମ୍ୟୁନସିପାଲଟି , ଏନଏସିର ଫଳାଫଳ । ବିଜେଡି ୭୩ ଟି ଅଧ୍ୟକ୍ଷ ଆସନ ହାତେଇଥିବାବେଳେ ବିଜେପି ୧୬, କଂଗ୍ରେସ ୭ ଏବଂ ଅନ୍ୟାନ୍ୟ ଦଳ...

















