ରସିକିଆ ଟ୍ୟୁସନ ସାର୍ ଅଟକ, ଦୁଇ ଛାତ୍ରୀ ଉଦ୍ଧାର
ସମ୍ବଲପୁରରୁ ଧରାପଡିଲେ ୨ ଛାତ୍ରୀଙ୍କୁ ଧରି ପଳେଇଥିବା ରସିକିଆ ଟ୍ୟୁସନ ସାର । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା...
ପଜିଟିଭ୍ ଚିହ୍ନଟ ପରେ ବନ୍ଦ କଲା ବିଏମସି
କୋଭିଡ ସଂକ୍ରମଣ ବ୍ୟାପିଥିବାରୁ ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପ୍ଲଟ ନମ୍ବର 1303 ଓ 1304 ରେ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ...
ଦୁଇ ଛାତ୍ରୀଙ୍କୁ ଧରି ଟ୍ୟୁସନ ସାର ଛୁ
ଗୁରୁ ନାଁରେ କଳଙ୍କ । ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବାଡତିଆ ଛୁ । ଭୁବନେଶ୍ୱର ବଡଗଡ ଅଞ୍ଚଳରୁ ଆସିଛି ଅଭିଯୋଗ । ବଡଗଡ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି...
୫ଦିନ ଘଟଗାଁ ତାରିଣୀ ଦର୍ଶନ ବନ୍ଦ
ସମ୍ଭାବ୍ୟ ଭିଡ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା । ଡିସେମ୍ବର ୨୫, ୨୬, ୩୧ , ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ । ୫ଦିନ ମନ୍ଦିର ବନ୍ଦ ହେବା ନେଇ ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ସୂଚନା...
ଉଦଘାଟିତ ହେଲା ରାଜ୍ୟର ଦୀର୍ଘତମ ସେତୁ
ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରୁଥିବା ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାଦ୍ବାରା ବଡମ୍ବାରୁ ବାଙ୍କୀ ବୈଦେଶ୍ବରର ଦୂରତ୍ବ ୪୫ କିଲୋମିଟର ହ୍ରାସ ପାଇବ । ୩.୪ କିଲୋମିଟର...
ନ୍ୟାୟ ମାଗିଲେ ସାଂସଦ
ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ କଳି । ନ୍ୟାୟ ମାଗିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ-ବର୍ଷା ବିବାଦ ସମ୍ପର୍କିତ ଗତ ୨୦୨୦ ଡିସେମ୍ବର ମାସ ୧୮ ତାରିଖ ରାତି ୧୦ଟା ସମୟର ଏକ ଭିଡିଓ ଟୁଇଟ କରି...
ନାଇଜେରିଆରୁ ଜଗତସିଂହପୁର ଫେରିଥିବା ବ୍ୟକ୍ତି ପଜିଟିଭ୍ ଚିହ୍ନଟ
ନାଇଜେରିଆରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ । ଜଗତସିଂହପୁରର ଏହି ବ୍ୟକ୍ତି ଜଣଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ସେ ଜଗତସିଂହପୁର ଓ କଟକ ଯାଆସ କରିଥିଲେ । ତିନି ଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ...
ତୃତୀୟ ଲହର ଆସିବା ସମ୍ଭାବନା ନିଶ୍ଚିତ
ବିଶ୍ୱବ୍ୟାପୀ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ । ଭାରତରେ ବି କାୟା ବିସ୍ତାର କରୁଛି କରୋନାର ନୂଆ ଭୂତାଣୁ । ଯେଉଁଭଳି ଭାବେ ଓମିକ୍ରନ ସଙ୍କ୍ରମଣ ବୃଦ୍ଧି ପାଉଛି । ତାହା ଡେଲ୍ଟା ଭାରିଆଣ୍ଟ ସଙ୍କ୍ରମଣକୁ ମଧ୍ୟ ପଛରେ...
ସଞ୍ଜୟଙ୍କ ପିଏସଓଙ୍କୁ ଜେରା, ଚିତ୍ତରଂଜନଙ୍କ ମୃତ୍ୟୁ ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ
ବ୍ରହ୍ମଗିରି ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲାରେ ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଆଜି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ବର ଜେନାଙ୍କୁ ଜେରା କରାଯାଇଛି । ଚିତ୍ତରଂଜନ ମୃତ୍ୟୁ ପୂର୍ବରୁ ଭୋଜିକୁ ଯାଇଥିଲେ...
ଏହି ଦିନ ବନ୍ଦ ରହିବ ବ୍ୟାଙ୍କ
କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ ଆଣିବାକୁ ଯାଉଛନ୍ତି । ସରକାର ଏହାଦ୍ୱାରା କିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ଆଜିଠୁ ଦୁଇ ଦିନିଆ ଧର୍ମଘଟ ଡାକରା...


















