ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ
ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଅକ୍ଟୋବର ୧୫ ତାରିଖ ଶୁକ୍ରବାର ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ...
ପୁଣି ବଢିଲା ବସ୍ ଭଡା
ପୁଣି ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୩ ପଇସା ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର...
ମାଓବାଦୀ ନେତା ଆରକେ ମୃତ
କୁଖ୍ୟାତ ମାଓବାଦୀ ନେତା ଆରକେ ଓରଫ ରାମକ୍ରିଷ୍ଣା ନାଁରେ ପରିଚିତ ଆକ୍କିରାଜୁ ହରଗୋପାଲ ମୃତ । ମାଓବାଦୀ ସେଣ୍ଟ୍ରାଲ କମିଟି ପକ୍ଷରୁ ଆରକେ ମୃତ୍ୟୁ ସଂପର୍କରେ ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କରାଯାଇଛି । ଛତିଶଗଡ ବସ୍ତର ଜିଲ୍ଲାରେ ଆରକେ...
ପାତ୍ରପଡା ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତଦେହ
ବରିଷ୍ଠ ସାମ୍ବାଦିକ ତଥା 'ନିର୍ଭୟ' ସଂପାଦକ ନବୀନ ଦାସଙ୍କ ବଡପୁଅ ମନୀଷ ଅନୁରାଗଙ୍କ ଅକାଳ ଦେହାନ୍ତ ।
ଗତକାଲି ପଟିଆ ଇନଫୋସିଟୀ ଅଞ୍ଚଳରୁ ମନୀଷ ନିଖୋଜ ଥିଲେ । ଏ ସଂପର୍କରେ ଥାନାରେ ଏତଲା ଦିଆଯାଇଥିଲା । କେହି ଦୁର୍ବୃତ୍ତ...
ସମସ୍ତଙ୍କୁ କ୍ଲିନଚିଟ୍, ବିଦ୍ୟାଙ୍କ ବିରୋଧରେ ମାମଲା ରୁଜୁ
ଯାହା ଆଶା କରାଯାଉଥିଲା, ସେଇଆ ହେଲା ।
ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଅପରାଧୀ କେହି ନାହାଁନ୍ତି । ସମସ୍ତଙ୍କୁ କ୍ଲିନଚିଟ୍ ଦେଇଦେଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁ ପାଇଁ ଡିଏଫଓ ସଂଗ୍ରାମ ବେହେରା କି ପତ୍ନୀ ବିଦ୍ୟାଭାରତୀ ଦୋଷୀ...
ସରକାରୀ କର୍ମଚାରୀଙ୍କୁ ପୂଜାଭେଟି, ବଢିଲା ମହଙ୍ଗା ଭତ୍ତା
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା
ଜୁଲାଇ 21ରୁ ମହଙ୍ଗା ଭତ୍ତାରେ 11%ବୃଦ୍ଧି ।
ଅକ୍ଟୋବର ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା ।
ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍...
ପିସିଆଇ ସଦସ୍ୟ ମନୋନୀତ ହେଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ମନୋନୀତ । ପ୍ରେସ କାଉନସିଲ ଅଫ ଇଣ୍ଡିଆର ଗେଜେଟ ନୋଟିଫିକେସନରେ ଏହା ପ୍ରକାଶିତ ହେବା ପରେ ଶ୍ରୀ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।...
ଅସହାୟ ମଣିଷ ପାଇଁ ସାମ୍ବାଦିକତା କରୁଥିଲେ
ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ଆଉ ନାହାଁନ୍ତି । ଦୀର୍ଘଦିନ ଧରି କରୋନା ସହ ଲଢିବା ପରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଦୀର୍ଘବର୍ଷ ଧରି ସେ ଦୈନିକ ସମ୍ବାଦ, ‘ପ୍ରଜାତନ୍ତ୍ର’ରେ ସାମ୍ବାଦିକତା କରିବା ପରେ...
ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ପାଣି ଭିତରେ ହାତୀ ଡରିଗଲା । ଆଉ ଡରିକି ହାତୀର ହୃଦଘାତ ହେଲା ଏବଂ ହୃଦ୍ ଘାତରେ ମରିଗଲା । ମହାନଦୀ ମୁଣ୍ଡଳି ବ୍ୟାରେଜରେ ଦୀର୍ଘ ସମୟ ଧରି ପାଣି ଭିତରେ ଫସି ରହିଥିବା ହାତୀ ମରିଯିବା ପରେ ପୋଷ୍ଟମର୍ଟମ...
10ରେ ଆଉ ଏକ ଲଘୁଚାପ
ଆସନ୍ତା 10 ତାରିଖ ବେଳକୁ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ଗତି କରି ଦକ୍ଷିଣ ଓଡିଶା ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ...
















