ରାତିରେ ପୋଲିସ କବାଟ ବାଡେଇଥିଲା, ସକାଳକୁ ଆତ୍ମହତ୍ୟା କରିଦେଇଥିଲା ଝିଅ
ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ପରର ଦୁଃଖଦ ଘଟଣା । ଆତ୍ମହତ୍ୟା କରିଦେଇଛି ମାନସ ନାଥଙ୍କ ନାବାଳିକା ଝିଅ । ଅଭିଯୋଗ ହୋଇଛି, ଗାଁରେ କେହି ପୁରୁଷ ନ ଥିବା ବେଳେ ପୋଲିସ ପଶି ଘରେ ଥିବା ଛୋଟ ପିଲାଙ୍କୁ ଧମକେଇଥିଲା...
ହାରିବା ପରେ ଆତ୍ମହତ୍ୟା କରିଦେଲେ
କମେଣ୍ଟ ସହିପାରିଲେନି । ଆତ୍ମହତ୍ୟା କରିଦେଲେ । ପଞ୍ଚାୟତ ନିର୍ବାଚନ ଫଳାଫଳ ବାହାରିବା ପରେ ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲ ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ । ସମିତି ସଭ୍ୟା ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ...
ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ
ନାଇଜର କ୍ୟାମ୍ପସରେ ଅଭାବନୀୟ ଘଟଣା । ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଛତିଶଗଡର ପୂଜା ଜେଠୱାନୀ । ଫିଜିକ୍ସ ବିଭାଗର ପିଏଚଡି ଛାତ୍ରୀ ଥିଲେ ପୂଜା । ଛାତ୍ରୀଙ୍କ ନିକଟରୁ ଏକ...
ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ମଡାଇଦେବା ଘଟଣାର ପ୍ରଦିବାଦ କରି ଆଜି ସାରା ରାଜ୍ୟରେ ସତ୍ୟାଗ୍ରହ କରିବ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ...
ବିକଟାଳ ଶବ୍ଦ କରି ଗାଡି ଚଲେଇଲେ ଧରିବ ପୋଲିସ
ଏଣିକି ରାଜରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଳେଇଲେ ଧରିବ ପୋଲିସ । ସିଜ୍ ହେବ ଗାଡି । ଖବର ଦେବା ପାଇଁ ,କିମ୍ବା ଗାଡିର ଫଟୋ ଉଠାଇ ଛାଡିବା ପାଇଁ ହ୍ୱାଟ୍ସଆପ ନମ୍ବର ଜାରି କଲା କମିଶନରେଟ ପୋଲିସ...
ଯାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର
ମଝି ଆକାଶରେ ବିମାନ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆର ବିମାନ । ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆର ବିମାନରେ ଥିବା ଯାତ୍ରୀ ଜଣଙ୍କ ହଠାତ ଅସୁସ୍ଥ...
ଶ୍ରୀମନ୍ଦିରରୁ ରବିବାର କଟକଣା ହଟିଲା
କୋଭିଡ ପାଇଁ ଶ୍ରୀମନ୍ଦିରରେ ରବିବାର ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ନ ଥିବାରୁ ଶ୍ରୀମନ୍ଦିରରୁ ରବିବାର କଟକଣା ହଟାିଦିଆଯାଇଛି । ଏଣିକି ଭକ୍ତମାନେ ଶ୍ରୀମନ୍ଦିରରେ ରବିବାର ଦର୍ଶନ କରିପାରିବେ । ଆସନ୍ତା 20...
ଇଲିଶି ମାଛରେ ଭର୍ତ୍ତି ପାରାଦୀପ ମୁହାଣ
ଇଲିଶି ମାଛରେ ଭର୍ତ୍ତି ପାରାଦୀପ ମୁହାଣ । ସୁଆଦିଆ ମାଛ ଖାଇବାକୁ ଲୋକଙ୍କ ଲମ୍ବା ଲାଇନ୍ । ବନ୍ଦରନଗରୀରେ ଇଲିଶି ମାଛ କିଣିବାକୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ ଲାଗିଛି । ଅଦିନରେ ଦାମୀ ଇଲିଶି ମିଳୁଥିବାରୁ ...
ଡିଜେ କି ଡିସ୍କୋ ନୁହେଁ, ଭଜନ କୀର୍ତ୍ତନରେ ସ୍ୱାଗତ
ଭଜନ, କୀର୍ତ୍ତନରେ ପୁରା ମଜ୍ଜି ଯାଇଛନ୍ତି ଲୋକେ । ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ତଲ୍ଲୀନ ହୋଇ ଯାଇଛନ୍ତି । ମାତ୍ର ଦର୍ଶକବନ୍ଧୁ, ଆପଣ ଦେଖୁଥିବା ଏହି ଭଜନ କୀର୍ତ୍ତନ କେଉଁ ଅଷ୍ଟପ୍ରହରୀ କିମ୍ବା ପୂଜା ପାଇଁ ନୁହେଁ ।...
କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ
କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ । ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଫିନାଇଲ ମିଶା ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତ କରାଯାଇଛି । ବାଲେଶ୍ବର ଜିଲ୍ଲା ରୁପସା ସ୍ଥିତ ଏକ...


















