ହସ୍ପିଟାଲରୁ ବାହାରି ଜେଲ ଗଲେ ଜଗଦ୍ଦେବ
ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ । ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।...
ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ସଙ୍ଗୀନ ଅଭିଯୋଗ
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ବହୁ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ସଂପୃକ୍ତ । ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି ମାନସଙ୍କ ପରିବାର । ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...
ସ୍ୱାମୀଙ୍କ ଦଶାହରେ ସ୍ତ୍ରୀର ମୃତ୍ୟୁ
ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା କରିବା ପରର ଦୁଃଖଦ ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲାବେଳେ ଆଖି ବୁଜିଛନ୍ତି ପତ୍ନୀ ସୁମିତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ । କଟକରେ ଚିକିତ୍ସାଧୀନ...
୩ ବର୍ଷ ବୟସରେ ରିଷିତାଙ୍କ ରୋକ୍ଠୋକ୍ ଉତ୍ତର
ରିଷିତା ରାଜୀବ ବରାଳ । ବୟସ ୩ ବର୍ଷ ଏକମାସ । ଏଇ କଅଁଳ ବୟସରେ ରିଷିତା ସ୍ଥାନ ପାଇଛି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ । ଜଗତସିଂହପୁର ଜିଲ୍ଲା ଓଳାସ ଗାଁରେ ରହୁଥିବା ଶତାବ୍ଦୀ ଓ ରାଜୀବଙ୍କ ଗେହ୍ଲା...
ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର
ହୋଲିରେ ଭଦ୍ରକରେ ବଡ ଧରଣର ଅଘଟଣ । ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର । ୫ ବଖରା ଘର ଜଳି ଭସ୍ମ ହୋଇ ଯାଇଛି । ଭଦ୍ରକ ଟାଉନ୍ ଥାନା ଅସ୍ତଳ ଛକରେ ଏହି ଅଘଟଣ ଘଟିଛି ।...
ଏପ୍ରିଲ 28 ରୁ ଯୁକ୍ତଦୁଇ ପରୀକ୍ଷା
ଏପ୍ରିଲ 28ରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫ୍ ଲାଇନରେ ପରୀକ୍ଷା ଦେବେ । ଖରା ପାଇଁ ଦୈନିକ ଗୋଟିଏ ସିଟିଂରେ ସକାଳ 9ଟାରୁ ପରୀକ୍ଷା କରାଯିବ । ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ...
ଆହୁରି ୨ ଦିନ ଛଟପଟ କରିବ ଅସହ୍ୟ ତାତି
ସାରା ରାଜ୍ୟରେ ଅଗ୍ନି ବର୍ଷା । ରାଜ୍ୟରେ ତାତି ଆଜି ମଧ୍ୟ ୪୦ ଡିଗ୍ରୀ ସେଲସିୟସ ପାର୍ କରିଛି । ତିନୋଟି ସହର ୪୦ ଉପରେ ରହିଛି । ବଲାଙ୍ଗୀରରେ ସର୍ବାଧିକ ୪୦ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ...
ଚାକିରୀରୁ ବିଦା ହେଲେ ଆଉ ୬ ଅଧିକାରୀ
ଆଉ ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ୬ ଜଣଙ୍କ ମଧ୍ୟରେ ୩ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର । ନିର୍ବାହୀ ଯନ୍ତ୍ରୀ ସରୋଜ ଦାଶ, ଦାୟନିଧି ସାମଲଙ୍କୁ ଅବସର ଦିଆଯାଇଛି । ନିର୍ବାହୀଯନ୍ତ୍ରୀ...
ହତ୍ୟା ପଛରେ ସୁନ୍ଦରୀ ୱେବ୍ ମାଲିକାଣୀ !
ଫଟୋଗ୍ରାଫର ମାନସଙ୍କ ହତ୍ୟା ପଛରେ କଣ ରହିଥାଇପାରେ କାରଣ । କାହିଁକି ଏବଂ କଣ ପାଇଁ ମାନସଙ୍କୁ ହତ୍ୟା କରାଗଲା । ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।...
ବିକଟାଳ ଶଦ୍ଦ କରୁଥିବା ବୁଲେଟ ସାଇଲେନ୍ସର ଜବତ
ଆକ୍ସନ ମୋଡରେ କମିଶନରେଟ ପୋଲିସ । ସାଇଲେନ୍ସର ମୋଡିଫିକେଶନ ସୋ’ ରୁମରେ ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ’ ରୁମରେ ଚଢଉ କରିଛି କମିଶନରେଟ ପୋଲିସ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର...


















