24.1 C
Bhubaneswar
Saturday, November 14, 2026
-Advertisement-

ଗୋଲାପରୁ ଆରମ୍ଭ ପ୍ରେମ ଦିବସ

ଗୋଲାପରୁ ଆରମ୍ଭ ହୋଇଛି ପ୍ରେମ ଦିବସ । ପ୍ରେମ ସପ୍ତାହର ଆଜି ପ୍ରଥମ ଦିନ ହେଉଛି ରୋଜ ଡେ । ପ୍ରେମିକା-ପ୍ରେମିକ ହୁଅନ୍ତୁ କି ପତ୍ନୀ-ପତି ଗୋଲାପ ଦେଇ ରୋଜ ଡେର ଶୁଭେଚ୍ଛା ଜଣାଇଥାନ୍ତି । ସୁନ୍ଦର...

ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି । ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରେ ତାଙ୍କର ଅପରେସନ କରାଯିବ । ଲିଭର ସିରୋସିସ୍ ରୋଗରେ ଗୁରୁତ୍ତର ହୋଇପଡିଥିବା ପିଣ୍ଟୁଙ୍କର...

ମହୁମାଛିଙ୍କ ଆକ୍ରମଣରେ ବିଧାୟକ ଆହତ

ବିଧାୟକଙ୍କୁ ମହୁମାଛିଙ୍କ ଆକ୍ରମଣ । ଆହତ ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବିଧାୟକ ସୁସ୍ଥ ଅଛନ୍ତି । ତେବେ ଆଜି ସକାଳେ ବିଧାୟକ ଶ୍ରୀ ସେଠୀ ମର୍ଣ୍ଣିଂ...

୭ଦିନରେ ଉଡିଗଲା ୧୦ ଲକ୍ଷ କୋଟି

ଆମେରିକାର ହିଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ଠକେଇ ଅଭିଯୋଗ ଆଣିବା ପରେ ସ୍ଥିତି ସାଂଘାତିକ ହୋଇଛି । ତଳ-ଉପର ମୁହାଁ ହୋଇ ଚାଲିଛି ଆଦାନୀ ସେୟାର । ଆଦାନୀ ଗ୍ରୁପକୁ ନେଇ ସୃଷ୍ଟି ହୋଇଥିବା ବିପଦ ଏବେ...

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ 11 ଗିରଫ

ବାଲେଶ୍ବର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚାଭନ ଓ ତାଙ୍କ ଡ୍ରାଇଭର ଉପରେ ଚୋରା ବାଲି ଚାଲାଣ ମାଫିଆ କରିଥିବା ଆକ୍ରମଣ ଘଟଣାରେ ସହଦେବଖୁଣ୍ଟା ଥାନା ପୋଲିସ ଆଜି ଆଉ ନ ଜଣଙ୍କୁ ଗିରଫ କରିଛି । ଗତକାଲି ଆକ୍ରମଣ ଘଟଣାରେ...

ଶେଷରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ବିଧାୟକ ହେବା ପୂର୍ବରୁ ପ୍ରେମ ସଂପର୍କ ରଖିଥିଲେ । ବିଧାୟକ ହେବା ପରେ ପ୍ରେମିକାଙ୍କୁ ଧୋକା ଦେଲେ । ନ' ମାସ ତଳେ ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହୋଇଥିଲେ ପ୍ରେମିକା । ମାତ୍ର ଶାସକ ଦଳର ବିଧାୟକଙ୍କ ବିରୋଧରେ...

ଜଷ୍ଟିସ ଜେ.ପି. ଦାସ କରିବେ ତଦନ୍ତ ତଦାରଖ

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତ ତଦାରଖ କରିବେ ଜଷ୍ଟିସ ଜେ.ପି. ଦାସ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାର ତଦାରଖ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରାଇବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି...

୧୦ରେ ଆସିବେ ରାଷ୍ଟ୍ରପତି

ଫେବ୍ରୁଆରୀ ୧୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

ଉପନିର୍ବାଚନ ପ୍ରକ୍ରୀୟା ଆରମ୍ଭ

ଝାରସୁଗୁଡା ବିଧାୟକ ନବ ଦାସ ମୃତ୍ୟୁ ମାମଲା । ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି ବିଧାନସଭା ସଚିବ । ବିଧାନସଭାରେ ଆସନ ଖାଲି ହୋଇଥିବା ଅବଗତ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି...

ନବୀନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି । ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...