22.1 C
Bhubaneswar
Saturday, November 14, 2026
-Advertisement-

ନମିତାଙ୍କ ଗୀତ ଶୁଣିବେ ବିଶ୍ୱବାସୀ

ହକି ବିଶ୍ୱକପକୁ ଝୁମାଇବେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକା । ନିଜ ସୁରିଲା କଣ୍ଠସ୍ୱରରେ ସାରା ବିଶ୍ୱକୁ ଝୁମାଇବେ । ହକି ବିଶ୍ୱକପର ଉଦଘାଟନୀ ସଙ୍ଗୀତ ଗାଇବେ ନମିତା । ଗୀତ ରେକର୍ଡିଂ କରିବାକୁ ସେ ମୁମ୍ବାଇ ଯାଇଛନ୍ତି...

ଘଣ୍ଟାଏ ପରେ ବେକରୁ ବାହାରିଲା ଜାଭେଲିନ୍‌

ସଫଳ ହେଲା ଅପରେସନ । ଏକ ଘଣ୍ଟାର ଅପରେସନ ପରେ ବେକରୁ ବାହାରିଲା ଜାଭେଲିନ୍ । ସୁସ୍ଥ ଅଛି ଛାତ୍ର ସଦାନନ୍ଦ । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷୀକ କ୍ରୀଡା ଚାଲିଥିବାବେଳେ ଛାତ୍ର ବେକରେ ଜାଭେଲିନ୍ ପଶିଯାଇଥିଲା...

ଟିଟାନସ ବଦଳରେ କୁକୁର କାମୁଡା ଇଞ୍ଜେକସନ୍

ବାଲେଶ୍ଵର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜ୍ୟୋତି ପ୍ରକାଶ ସେଠୀ ନାମକ ଜଣେ ନାବାଳକର ବ୍ଲେଡ୍‌ରେ ହାତ କଟି ଯାଇଥିଲା । ତେଣୁ ସେ ବାପାଙ୍କ ସହ...

ଟ୍ୟୁସନ୍ ଯାଇ ୨ ଦିନ ହେଲା ଫେରିନି ପୁଅ

୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ। ପୁଅର ଫେରିବା ବାଟକୁ ଅନାଇ ଧର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ନୟାଗଡ ଓଡଗାଁରେ ୧୨ ବର୍ଷର ବାଳକ ନିଖୋଜ ମାମଲାରେ ପୋଲିସର ଛାନଭିନ୍ । ଘଟଣାକୁ ୩୬ ଘଣ୍ଟାରୁ ଅଧିକ...

ବ୍ୟାପୁଛି ଝାଡାବାନ୍ତି, ଜଣେ ମୃତ

ପୁରୀ ସହରରେ ବ୍ୟାପୁଛି ଝାଡାବାନ୍ତି । ପୁରୀ ପୌରାଞ୍ଚଳରେ ବ୍ୟାପୁଥିବା ଝାଡାବାନ୍ତିରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତଥିବା ପଦ୍ମଚରଣ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତ ୧୨...

ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଅନୁଭବ!

ଦ୍ୱିତୀୟ ଇନିଂସ ଆରମ୍ଭ କରିବେ କି ଓଲିଉଡ ସୁପରଷ୍ଟାର ତଥା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ବର ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା । ତେବେ ସୋସିଆଲ ମିଡିଆରେ...

ଓଡିଶାରେ ଲାଗୁ କର ଆୟୁଷ୍ମାନ ଭାରତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ବିଜେପି ସାଂସଦମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଓଡିଶା ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ...

ରାଜଧାନୀରେ ମଶା ମାରିବ ଡ୍ରୋନ୍

ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ୍ । ଭୁବନେଶ୍ୱରରେ ମଶା ଉପଦ୍ରବକୁ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ୍ । ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇପାରୁନଥିବା ଅବ୍ୟବହୃତ ଅଞ୍ଚଳରେ ମଶାକୁ ଦମନ...

କାହିଁକି ଲୋକସେବା ଭବନରେ ଆଗରେ ଫିନାଇଲ ପିଇଲେ ବୃଦ୍ଧ

ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ । ଜଗତସିଂହପୁର ଜିଲ୍ଲାର ବୃଦ୍ଧ ରବିନ୍ଦ୍ର ଦାସ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫିନାଇଲ ପିଇବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ...

ପ୍ରାଣ ନେଲା ପରକୀୟା

କଟକରେ ପ୍ରେମ, ନୟାଗଡରେ ହତ୍ୟା ଘଟଣାରେ ପର୍ଦ୍ଦାଫାଶ । ପରକୀୟା ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଛି । ପରକୀୟା ପ୍ରୀତିକୁ କେନ୍ଦ୍ର କରି ଶୈଳେନ୍ଦ୍ରଙ୍କ ହତ୍ୟା ଘଟଣାରେ କ୍ରାଇମ ସିନ୍ ରିକ୍ରିଏସନ କରୁଛି ପୋଲିସ । ଅଭିଯୁକ୍ତ ଦୀପୁର ସ୍ତ୍ରୀ ସୁନିତାଙ୍କୁ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...