ସିଲ୍ ହେଲା ଆଇଡିମାର୍କେଟ ବିଶାଲ ମଲ୍
ଖୋଲୁ ଖୋଲୁ ସିଲ୍ ହେଲା ଇନ୍ଦ୍ରଧନୂ ମାର୍କେଟ ବିଶାଲ ମଲ୍ । କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସିଲ୍ ହୋଇଛି ମଲ୍ । ବିଏମସି ଏହାକୁ ସିଲ୍ କରିଛି । ପୂର୍ବରୁ ମଲ ସିଲ ଥିବାବେଳେ ଅମାନିଆ ହୋଇ ଖୋଲିଥିଲେ...
ରାଜ୍ୟରେ ଥମୁନି କରୋନା ମୃତ୍ୟୁ:୪୫ ମୃତ
ରାଜ୍ୟରେ ପୁଣି ୩ ହଜାର ଉପରେ କରୋନା ସଙ୍କ୍ରମଣ । ୨୪ ଘଣ୍ଟାରେ ୩୦୮୭ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ୭୪ ହଜାର ନମୂନା ପରୀକ୍ଷା ହୋଇଥିବାବେଳେ ୍ଣଙ୍କ୍ମୃ ପଜିଟିଭିଟି ହାର ୪ ଦଶମିକ ୧୭ ପ୍ରତିଶତ ରହିଛି...
ନିମୋନିଆ ଟୀକାକରଣ ଅଭିଯାନ ଶୁଭାରମ୍ଭ
ପୁରୀ- ନବଜାତ ଶିଶୁମାନଙ୍କୁ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ନିମୋକୋକାଲ କଞ୍ଜୁକେଟ ଟୀକା (ପି.ସି.ଭି.) ପ୍ରଦାନ ଅଭିଯାନ ଆଜି ରାଜ୍ୟରେ ଆରମ୍ଭ ହୋଇଛି । ପୋଲିଓ, ଟି.ବି ଓ ଜଣ୍ତିସ୍ ଭଳି ନିୟମିତ ଟୀକାକରଣ...
ଘରକୁ ନିଆଯିବ କରୋନା ମୃତକଙ୍କ ଶବ: ଶେଷ ଦର୍ଶନ କରିବେ ପରିବାର
କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ଏଣିକି ପରିବାର ଲୋକଙ୍କ ପାଖକୁ ନିଆଯିବ । ଘରେ ପରିବାର ଲୋକ ଶେଷ ଦର୍ଶନ କରିବା ପରେ ଶବର ଶେଷକୃତ୍ୟ କରାଯିବ । ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ନୂଆ...
ସ୍ୱପ୍ନ ଦେଖାଇ ଲୁଟିନେଲା ସୁନ୍ଦରୀ
ମହଙ୍ଗା ପଡିଲା ମାଟ୍ରିମୋନିଆଲ ସାଇଟ ଜରିଆରେ ପ୍ରେମ । ପ୍ରଥମେ ପସନ୍ଦ କରି ଯୁବତୀଙ୍କୁ ଫୋନ କଲେ , ପରେ ଚାଟିଂ କରୁ କରୁ ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଲେ କଟକ ନିଶ୍ଚିତକୋଇଲି ବ୍ଲକ ଗୋପୀନାଥପୁର ଗାଁର...
୫୭ ବର୍ଷରେ ମାଟ୍ରିକ ପାସ୍ କରି ସାଉଁଟୁଛନ୍ତି ପ୍ରଶଂସା
ଦୃଢ ଇଛାଶକ୍ତି ଆଗରେ ହାର ମାନିଲା ବୟସ । ୫୭ ବର୍ଷରେ ପାଦ ଥାପିଥିଲେ ବି ସ୍ୱର୍ଣ୍ଣଲତାଙ୍କ ମନରେ ପାଠ ପଢିବା ପାଇଁ ସ୍ୱପ୍ନ । ବୃତ୍ତିରେ ଆଶା ଦିଦି ଭାବରେ କାମ କରୁଥିଲେ ମଧ୍ୟ ମାଟ୍ରିକ ପାସ କରିବା...
ଜୁଲାଇ ୧ ଓ ୨ରେ ବିଜେପିର ବିକ୍ଷୋଭ
ମଣ୍ଡି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଜୁଲାଇ ୧ ଓ ୨ରେ ସବୁ ମଣ୍ଡି ଆଗରେ ଧାରଣା ଦେବ ବିଜେପି । ଏହାସହ ସବୁ ଯୋଗାଣକାରୀଙ୍କ ଅଫିସ ଆଗରେ ମଧ୍ୟ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି...
୧୦ ଦିନ ଭିତରେ ଫର୍ମ ଫିଲଅପ ଶେଷ କର:ବୋର୍ଡ
ମାଟ୍ରିକ ରେଜଲ୍ଟକୁ ନେଇ କାଲି ଅନେକ ସ୍ଥାନରେ ଛାତ୍ରୀଛତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିକ୍ଷୋଭ, ନାରାବାଜି, ହୋ ହାଲ୍ଲା କରିଥିଲେ ଛାତ୍ରଛାତ୍ରୀ । ପିଲାଙ୍କ ଦ୍ୱନ୍ଦ ଦୂର ପାଇଁ ଆଜି ପ୍ରେସମିଟରେ ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।...
ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ:ତଣ୍ଡ ଗଣିଲେ ଗ୍ରାହକ
ବାରମ୍ବାର କୋଭିଡ ନିୟମ ଉଲ୍ଲଘଂନ କରୁଛି ତାରିଣୀ ବସ୍ତ୍ରାଳୟ । ଦୋକାନର ପଛପଟେ ଚାଲିଥିଲା କାରବାର । ଚୋରା କାରବାର ଧରାପଡିବା ପରେ ଦୋକାନ ସିଲ୍ କରିବା ସହ ୭୫,୦୦୦ ଟଙ୍କା ଫାଇନ୍ ଆଦାୟ କରିଥିଲେ । ଏବଂ ଅମାନିଆ...
୩ ବର୍ଷ ପାଇଁ ନିଯୁକ୍ତି ପାଇଲେ
ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ କୁଳପତି ନିଯୁକ୍ତି । ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ବଂଶୀଧର ମାଝୀ । ୩ ବର୍ଷ ପାଇଁ କୂଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ କାଞ୍ଚିପୁରମ...



















