ଭୁବନେଶ୍ବର ଭୀମଟାଙ୍ଗିରେ ମହିଳାଙ୍କୁ ହତ୍ୟା
ଭୁବନେଶ୍ବର ଭୀମଟାଙ୍ଗୀ ହାଉସିଂ ବୋର୍ଡ ଫେଜ୍ 1 ରେ ଜଣେ ମହିଳାଙ୍କୁ ହତ୍ୟା । ଘର ଭିତରୁ ଉଦ୍ଧାର କରାଗଲା ରକ୍ତ ଜୁଡୁବୁଡୁ ମୃତଦେହ । ତେବେ ସେହି ଘର ଭିତରୁ ଆଉ ଜଣେ ଗୁରୁତର ଆହତ ପୁରୁଷଙ୍କୁ ଉଦ୍ଧାର...
ଆଜିଠାରୁ ହେବ ବିନା ସ୍ଲଟରେ ଟିକାକରଣ
ଭୁବନେଶ୍ୱରରେ ଆଜିଠାରୁ ହେବ ବିନା ସ୍ଲଟରେ ଟିକାକରଣ । ଯଦି ଆପଣ ଅନଲାଇନରେ ସ୍ଲଟ ବୁକିଂ କରିନାହାଁନ୍ତି । ତେବେ ଟିକା ନେଇ ପାରିବେ ଆପଣ । ଡ୍ରାଇଭିଂ କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୩୦ଟି କେନ୍ଦ୍ରରେ...
ଟୋକିଓ ଅଲିମ୍ପିକରେ କିଟ୍ରୁ ୩ ଖେଳାଳି
ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ କିଟ୍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ...
ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ
କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ । ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ କ୍ୟାବିନରେ ରଖାଯାଇଛି । ତାଙ୍କର ସମସ୍ତ ପ୍ରକାର ଟେଷ୍ଟିଂ କରାଯିବ । ସ୍ୱତନ୍ତ୍ର କମିଟି ଗଠନ କରି...
୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ
୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ସବୁ ଠିକଠାକ ଚାଲିଲେ ଉଡିବାର ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି । ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ମାନ ଉଡାଣ ପ୍ରଭାବିତ...
ତାଳଦଣ୍ଡା କେନାଲ ପାଇବ ନୂଆ ରୂପ
ଦିନେ କଟକ ତାଳଦଣ୍ଡା କେନାଲକୁ ନାଳ, ନର୍ଦ୍ଦମା ସହ ତୁଳନା କରାଯାଉଥିଲା । ଏବେ କିନ୍ତୁ ସେହି ତାଳଦଣ୍ଡା କେନାଲ ପାଇବ ନୂଆ ରୂପ । ରାଜ୍ୟ ଏବଂ ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଏବେ ଦିନରାତି ଏକ...
ଦ୍ବିତୀୟ ବିବାହ କଲେ ବିଧାୟକ ବ୍ୟୋମକେଶ
ବିଜୁ ଯୁବ ଜନତା ଦଳ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତାଙ୍କର ପ୍ରଥମ ପତ୍ନୀ ନୀଲିମାଙ୍କ ଦେହାନ୍ତ ପରେ ସେ ଦ୍ବିତୀୟ ବିବାହ କରିବା ନେଇ ଚର୍ଚ୍ଚା ହେଉଥିଲା...
ଆସିଲା 9 ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା
ଟିକା ଅଭାବରୁ ଗତ ଦୁଇଦିନ ଧରି ଟିକାକରଣ ମାନ୍ଦା ପଡିଯାଇଥିବା ବେଳେ ଆଜି ରାଜ୍ୟକୁ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । 9 ଲକ୍ଷ 43 ହଜାର 930 କୋଭିସିଲ୍ଡ ଓ 1 ଲକ୍ଷ 82 ହଜାର କୋଭାକ୍ସିନ ଟିକା...
୭୦ ପ୍ରତିଶତ ସିଲାବସରୁ ମାଟ୍ରିକ ପରୀକ୍ଷା
ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଥିବା ପିଲାଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଯେଉଁ ମାନେ ମାର୍କିଂରେ ଅସନ୍ତୁଷ୍ଟ , ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ...
ରାଜଧାନୀ ରାଜରାସ୍ତାରେ ବୁଲିବେନି ଭିକାରୀ
ଆଉ ରାସ୍ତାରେ ଭିକାରୀ ବୁଲିବେନି କି ଭିକ ମାଗିବେନି । ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ କରାଯାଇଛି । ବିଏମସି, କମିଶନରେଟ ପୋଲିସ ଓ ୩ ସ୍ୱେଚ୍ଛାସେବୀ...



















