ପୂର୍ବତନ କୂଳପତିଙ୍କୁ କାହିଁକି ହତ୍ୟା କଲା ପ୍ରବୀଣ?
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ କାହିଁକି ହତ୍ୟା କଲା ଅଭିଯୁକ୍ତ ପ୍ରବୀଣ ଧରୁଆ । ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିବା ପରେ ଅଧିକ ଖୋଳତାଡ କରିଥିଲା ପୋଲିସ ।...
କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ
ଭୁବନେଶ୍ୱର,୨୭ ।୬: ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍ରେ ଅନୁଷ୍ଠିତ...
ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ଦେହାନ୍ତ
ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ଦେହାନ୍ତ | ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିବା ଖବର ଜଣାପଡିବା ପରେ ଶୋକର ଛାୟା ଖେଳିଯାଇଛି | ସାମ୍ବାଦିକତା ସହ ସେ ଅନେକ ପୁସ୍ତକର ରଚୟିତା | କିଛିବର୍ଷ ତଳେ ସେ...
ଭୋଜି କରିବାକୁ ଯାଇ ଫସିଗଲେ ବାବୁ
କଣ୍ଟାମାଳ : ଗତକାଲି ଚତୁର୍ଥ ଶନିବାର ଛୁଟି ଥିବାବେଳେ କଣ୍ଟାମାଳ ବନଖଣ୍ଡ ଅନ୍ତର୍ଗତ ଲାଖ ପର୍ବତ ଠାରେ ବନ ବିଭାଗର ବଡ ବଡ ବାବୁମାନେ ଭୋଜି ଆୟୋଜନ କରିଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସମେତ ତିନି ସହକାରୀ ବନ...
ଶହେ ଟଙ୍କା ପାଇଁ ହତ୍ୟା
ମାତ୍ର ଶହେ ଟଙ୍କା ପାଇଁ ହତ୍ୟା । ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକ ।
ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ ଦେଇଥିବା ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢେ ଏଗାରଟା ବେଳେ...
ବିଜୁ ମହିଳା ଜନତା ଦଳରେ କିଏ ପାଇଲେ କେଉଁ ପଦ
ବିଜୁ ମହିଳା ଜନତା ଦଳରେ ନୂଆ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ ଅନୁଯାୟୀ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନିଯୁକ୍ତିରେ...
୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ
୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ବଲାଙ୍ଗୀର ଓ ଦେବଗଡ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂହ ରହିଛନ୍ତି । ସେହିପରି ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ,...
କମୁନି ସଙ୍କ୍ରମଣ ,ବଢୁଛି ମୃତ୍ୟୁ ସଂଖ୍ୟା
ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ଭିତରେ ୪୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବରଗଡ, କଟକ, ନୟାଗଡରୁ ୫ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ...
କିସ୍ରୁ ମାଟ୍ରିକ୍ ପାଶ୍ କଲେ ଦାନ ମାଝୀଙ୍କ ଝିଅ
ଭୁବନେଶ୍ୱର,୨୫।୬: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର...
ବିନା ପରୀକ୍ଷାରେ ପ୍ରଥମ ମାଟ୍ରିକ ପରୀକ୍ଷା
ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ I ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଏଥରକ ମାଟ୍ରିକ ଫଳ ପ୍ରକାଶ ପାଇଛି I 97.89 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ଚଳିତବର୍ଷ 5 ଲକ୍ଷ 74 ହଜାର 125...



















