ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭି କର୍ମଚାରୀ ଗିରଫ
ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ଓଟିଭିର ଦୁଇ କର୍ମଚାରୀ ଓ ସିକ୍ୟୁରିଟୀ ଗାର୍ଡଙ୍କୁ ଗିରଫ କରିଛି I କୋଭିଡ ଲକଡାଉନ ସମୟରେ ଏହି ଘଟଣା ଘଟିଥିଲା ଏବଂ ଘଟଣା ଘଟିବାର କିଛି ମାସ ପରେ...
ଖୋଲିବ ଶ୍ରୀମନ୍ଦିର, କୋଭିଡ ନେଗେଟିଭ ରିପୋର୍ଟ ଥିଲେ ମିଳିବ ଦର୍ଶନ
କେବେ ଖୋଲିବ ଶ୍ରୀମନ୍ଦିର ? ଭକ୍ତଙ୍କ ଅପେକ୍ଷାରେ କେବେ ଘଟିବ ଅବସାନ ? ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଜି ଦୀର୍ଘ ସମୟ ଧରି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ ସେବାୟତମାନେ ମନ୍ଦିର ଖୋଲିବା ପ୍ରସଙ୍ଗରେ ସେମାନଙ୍କ ମତ...
ପ୍ରଦୀପଙ୍କ ଦୁର୍ନୀତି ତଦନ୍ତ କରିବ ଭିଜିଲାନ୍ସ
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଭିଜିଲାନ୍ସ I ଗତ ସାତ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କ ମାମଲାର ତଦନ୍ତ ଭାର ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ I ତେବେ ପ୍ରଦୀପଙ୍କ ଦୁର୍ନୀତି ତଥା ଆୟ ବହିର୍ଭୁତ ସଂପତ୍ତି ଠୁଳ...
ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ
ଭିନ୍ନକ୍ଷମଙ୍କୁ ଦୁଷ୍କର୍ମ । ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ହାଟ ବଜାର ବଙ୍ଗାଳି ସାହିରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ପୀଡିତା ରହୁଥିବା ସାହିର ଯୁବକ ଗୁରୁପଦ ମାନ୍ନା । ପୀଡିତାଙ୍କ ପରିବାର...
ରତ୍ନ ପଥର ଚୋରାଚାଲାଣରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ହାତ
ଧିରେ ଧିରେ ରତ୍ନ ପଥର ଚୋରାଚାଲାଣ ଘଟଣାରୁ ପରଦା ହଟିବାରେ ଲାଗିଛି । ପୋଲିସ କବଜାରେ ଆଉ ଦୁଇ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରା ଗତ ୭ ତାରିଖ ଦିନ କ୍ରାଇମବ ୍ରାଞ୍ଚର ଏସଟିଏଫ ଟିମ୍ ଦ୍ୱାରା...
ଚାଷୀ ଆନ୍ଦୋଳନକୁ ଦେଶବ୍ୟାପୀ ସମର୍ଥନ
ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଶରେ ଆନ୍ଦୋଳନ ହେଉଛି । ମାତ୍ର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମଗ୍ର ଦେଶରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜିର ଭାରତ...
ଗାଁଠୁ ସହର ହଳଦୀ ପିଠାର ମହକ
ଆଜି ପ୍ରଥମାଷ୍ଟମି । ଓଡିଆ ଘରର ବଡ ପୁଅ ଓ ଝିଅଙ୍କ ପାଇଁ ଘରେ ଘରେ ଚାଲିଛି ପୂଜାର୍ଚ୍ଚନା । ଏଥିପାଇଁ ବେଶ୍ ଚଳଚଞ୍ଚଳ ଗାଁଠୁ ସହର । ଘରଦ୍ୱାର ଲିପାପୋଛା ସାଙ୍ଗକୁ ଚିତା ପକାଇ ବଡମାନଙ୍କ ଦୀର୍ଘ ଜୀବନ...
ନାତିକୁ ପୋରୁହାଁ କରିବାକୁ ଯାଇ ଜ୍ବାଇଁ ହାତରେ ମଲେ ଶ୍ବଶୁର
ନାତିକୁ ପୋରୁହାଁ କରିବା ପାଇଁ ପିଠାମିଠା, ନୂଆଲୁଗା ଧରି ଝିଅ ଘରକୁ ଯାଇଥିଲେ ବାପା । ମାତ୍ର ଏମିତି ଅଘଟଣ ଘଟିବ ବୋଲି ଜାଣି ନଥିଲେ ରମେଶ ସିଂ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କ୍ଷୀରିପଦା ଗାଁରୁ ରମେଶ...
କ୍ରାଇମବ୍ରାଞ୍ଚ ହାତରେ ରତ୍ନ ପଥର ବେପାରୀ
ରତ୍ନ ପଥର ଚୋରା ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଶାଖା ଦ୍ୱାରା ବିପୁଳ ପରିମାଣର ରତ୍ନ ପଥର ଜବତ ହୋଇଛି । ରାୟଗଡା ସହରର ଜଗନ୍ନାଥ କମ୍ଲେକ୍ସର ଏକ ଘର ଭିତରୁ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା...
ବଢିଲା ବସ୍ ଭଡା
ତେଲ ଦର ବଢିବାରୁ ବଢିଲା ବସ୍ ଭଡା । ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହେଲା । ଏକ୍ସପ୍ରେସ୍ ଭଡା କିମି ୭୫ ପଇସାରୁ ବଢି ୭୬ ପଇସା ହେଲା । ଡିଲକ୍ସ ବସ୍ ଭଡା...



















