33.8 C
Bhubaneswar
Tuesday, August 4, 2026
-Advertisement-

ପ୍ରଚାର ମଇଦାନରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିହାର ବିଧାନସଭା ନିର୍ବାଚନର ପ୍ରଚାର ଗୁରୁବାର ଶେଷ ହୋଇଛି । ଶେଷ ପ୍ରଚାରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ କହିଛନ୍ତି ଯେ, ଏହା ତାଙ୍କ ଶେଷ ପ୍ରଚାର ଏବଂ ଏହା ତାଙ୍କ ଶେଷ...

ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ଯୁବ ସାମ୍ବାଦିକ ପ୍ରବୀରଙ୍କ ଦେହାନ୍ତରେ ସମସ୍ତେ ମର୍ମାହତ । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରବୀରଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହିତ ସବୁ କ୍ରାଇମ ରିପୋର୍ଟର ମଧ୍ୟ...

ଆଗପଛ ହୋଇ ଚାଲିଗଲେ ବାପା-ପୁଅ

ଆଉ ନାହାଁନ୍ତି ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । ମହାମାରୀ କରୋନା ଯୁଦ୍ଧରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସିନିୟର କ୍ରାଇମ ରିପୋର୍ଟର ପ୍ରବୀର ପ୍ରଧାନ । କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରବୀର ।...

ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ: ସ୍ପଷ୍ଟ କଲେ ସମୀର ଦାଶ

ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ । ପିଲାଙ୍କୁ ଛାଡିବାକୁ ଅଭିଭାବକ ଯଦି ରାଜି ନହେଲେ...

ପିଆଜ ପରେ ହୁ ହୁ ହୋଇ ବଢୁଛି ଆଳୁ ଦର

ବଜାରରେ ଏବେ ପିଆଜ ପରେ ଭାଉ ଦେଖାଇଲାଣି ଆଳୁ । କାର୍ତ୍ତିକ ମାସ ଚାଲିଥିବାରୁ ଅଧିକାଂଶ ଲୋକ ନିରାମିଶ ଉପରେ ନିର୍ଭର କରିଥାନ୍ତି । ଏବଂ ତଟକା ପନିପରିବା ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ବଜାରରେ ପରିବା ଦର...

ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ

ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ । କୋଭିଡ କଟକଣା ଭିତରେ ସକାଳ ସାତଟାରୁ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି । ସାମାଜିକ ଦୂରତା, ମାସ୍କ ସାଙ୍ଗକୁ...

ସାଇକେଲରୁ କାର୍ ଚଢିଲେ ବେଣୁ ମଉସା

ବାଲେଶ୍ବର ସଦର ଉପନିର୍ବାଚନରେ ଚର୍ଚ୍ଚିତ ପ୍ରାର୍ଥୀ ବେଣୁ ମଉସା ଓ ଓରଫ ବେଣୁଧର ବାରିକ I ଉପନିର୍ବାଚନରେ ତିନିଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ବେଣୁଧର ବାରିକ ଜଣେ I ମାତ୍ର ତାଙ୍କ ନିର୍ବାଚନ ପ୍ରଚାର ସୋସିଆଲ ମିଡିଆ ଓ...

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା 1331 କୁ ବୃଦ୍ଧି

ଆଜି ରାଜ୍ୟରେ 11 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 1331କୁ ବୃଦ୍ଧି ପାଇଛି I ସୁନ୍ଦରଗଡ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଦେବଗଡ, କେନ୍ଦୁଝର, ଅନୁଗୁଳ,...

ସାବଧାନ ! ଓଡିଶାରେ କରୋନା ରି-ଇନଫେକ୍ସନ ହେଉଛି

ରାଜ୍ୟରେ କରୋନା ପଜିଟିଭ୍ ହୋଇ ସୁସ୍ଥ ହେବା ପରେ ବି ପୁଣି ସଂକ୍ରମଣ ହେଉଛି । କରୋନା ରି-ଇନଫେକ୍ସନ ସଂପର୍କରେ ଏଭଳି ଗୁରୁତ୍ବପୂଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଶ୍ରୀ ପରିଡା କହିଛନ୍ତି, ପୁନଃସଂକ୍ରମଣ ସଂପର୍କରେ...

କେବେ ଖୋଲିବ ସ୍କୁଲ ?

କେବେ ଖୋଲିବ ସ୍କୁଲ, ସେ ସଂପର୍କରେ ସରକାର କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ପୂଜାଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା କରାଯାଉଥିଲେ ହେଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଫିସ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...